ବିବାହ ପରେ ଝିଅମାନେ ବାପଘରୁ ଶାଶୁଘରକୁ ଭୁଲରେ ବି ଆଣନ୍ତୁ ନାହିଁ ଏହି ୧ ଜିନିଷ, ସ୍ବାମୀଙ୍କ ଉପରକୁ ମାଡି ଆସେ ମହାସଙ୍କଟ- Chanakya Niti

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ସେଥିପାଇଁ ନାରୀ ମାନଙ୍କୁ ବହୁତ ସ୍ନେହ ଆଦରରେ ରଖାଯାଇଥାଏ । ହେଲେ ବନ୍ଧୁଗଣ ଝିଅ ମାନେ ପରଧନ ହୋଇଥାନ୍ତି ସେମାନେ ନିଜ ବାପ ଘର ଛାଡି ଦିନେ ନା ଦିନେ ଯାଇଥାନ୍ତି । ସମସ୍ତ ମାତା ପିତାଙ୍କ ପାଇଁ ଝିଅର ବିବାହ କରିବା ଏକ ବଡ ଦାଇତ୍ଵ ହୋଇଥାଏ । ଝିଅ ପାଇଁ ଏକ ଭଲ ପୁଅ ଖୋଜିବା ଓ ବିବାହରେ କିଛି ସମସ୍ୟା ନହେବା ଆଦି ମାତା ପିତାଙ୍କ ପାଇଁ ବହୁତ ଜରୁରୀ କାମ ହୋଇଥାଏ । ହେଲେ ବନ୍ଧୁଗଣ ବର୍ତ୍ତମାନର ଆଧୁନିକ ଦୁନିଆରେ ବିବାହ ପ୍ରଥା ବହୁତ ବଦଳି ଯାଇଛି କାରଣ ପୂର୍ବରୁ ବିବାହ ପ୍ରଥା ବହୁତ ଅଲଗା ଥିଲା ।

ଏହି ଦୁନିଆର ସମସ୍ତ ମାତା ପିତା ନିଜ ଝିଅର ବିବାହରେ ନିଶ୍ଚୟ ଏକ ଭଲ ଗିଫ୍ଟ ଦେଇଥାନ୍ତି । ହେଲେ ବନ୍ଧୁଗଣ ଏମିତି କିଛି ଉପହାର ଅଛି ଯାହାକୁ ମାତା ପିତା ନିଜ ଝିଅକୁ ଦେବା ଉଚିତ ନୁହେଁ । ବନ୍ଧୁଗଣ ଏହି ଉପହାର ଦେବା ଦ୍ଵାରା ଆପଣ ମାନଙ୍କୁ ବହୁତ ସମସ୍ୟା ହୋଇପରେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଉପହାର ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ମାନେ ଭୁଲ ସେ ମଧ୍ୟ ନିଜ ଝିଅକୁ ଦେବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପହାର ବିଷୟରେ ।

୧. ବନ୍ଧୁଗଣ ବିବାହରେ କେତେକ ମାତା ପିତା ଝିଅଙ୍କୁ ଗଣେଶଙ୍କ ମୂର୍ତ୍ତି ଦେଇଥାନ୍ତି । ବନ୍ଧୁଗଣ ଗଣେଶଙ୍କ ମୂର୍ତ୍ତି ଦେବା ଦ୍ଵାରା ଝିଅର ଶାଶୁ ଘରେ ସୁଖ ସମୃଦ୍ଧି ଆସିଥାଏ । ହେଲେ ବନ୍ଧୁଗଣ ଗଣେଶଙ୍କ ମୂର୍ତ୍ତି ଉପହାରରେ ଦେବା ଦ୍ଵାରା ପଣଙ୍କ ଘରର ସୁଖ ସମୃଦ୍ଧି ଆପଣଙ୍କ ଝିଅର ଶାଶୁ ଘରକୁ ଚାଲିଯାଇଥାଏ ଯାହାଫଳରେ ଆପଣଙ୍କ ଜୀବନ ଦରିଦ୍ରତାରେ କଟିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ ।

୨.ଯଦି ବନ୍ଧୁଗଣ ଆପଣ ନିଜ ଝିଅକୁ ଏହି ମୂର୍ତ୍ତି ଦେଇସାରିଛନ୍ତି ତା ହେଲେ ଆପଣ ନିଜ ଝିଅ ଠାରୁ ଏକ ଗଣେଶଙ୍କ ମୂର୍ତ୍ତି ଉପହାରରେ ନେଇ ଆସନ୍ତୁ । ହେଲେ ବନ୍ଧୁଗଣ ଧ୍ୟାନ ରଖିବେ ଆପଣ ଯେମିତି ଗଣେଶଙ୍କ ଶୁଣ୍ଢ ଡାହାଣ ପାଟରେ ଥିବ । ଏହି ଗଣେଶକୁ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୩. ଯଦି ବନ୍ଧୁଗଣ ଆପଣ ନିଜ ଝିଅକୁ ଗଣେଶଙ୍କ ମୂର୍ତ୍ତି ନଦେଇ ଗଣେଶଙ୍କ ଫଟୋ ଦେଉଛନ୍ତି ତା ହେଲେ ଧ୍ୟାନ ରଖିବେ ସେହି ଗଣେଶଙ୍କ ଉଛତା ୧୮ ଇଞ୍ଚରୁ ଯେମିତି କମ ନଥିବ । ଯଦି ଗଣେଶଙ୍କ ମୂର୍ତ୍ତି ଭାଙ୍ଗି ଯାଇଛି ତା ହେଲେ ଆପଣ ଭୁଲ ସେ ମଧ୍ୟ ସେହି ମୂର୍ତ୍ତିକୁ ପୂଜା କରନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ନିଜ ଝିଅକୁ ଗଣେଶଙ୍କ ମୂର୍ତ୍ତି ଭୁଲ ସେ ମଧ୍ୟ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଘରର ସୁଖ ସମୃଦ୍ଧି ଦୂର ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *