ବାପାକୁ ଖୁସି ଦେଇପାରିଲାନି ମା… ଦୁଇ ଝିଅଙ୍କ ସହ ରାତିରେ ଶୋଇବାକୁ ଦେଲା ଅନୁମତି

ବାପା ସହ ଝିଅଙ୍କୁ ଶୋଇବାକୁ ବାଧ୍ୟ କରିଲା ମା । ଦୁଇ ଦୁଇଟି ଝିଅ ହେଲେ ବାପାର ପାର୍ଟନର । ଦଶମ ଶ୍ରେଣୀର ବଡ ଝିଅକୁ ଗର୍ଭବତୀ କରିଲା ବାପା । ନବମ ଶ୍ରେଣୀର ସାନ ଝିଅ ପେଟରେ ବି ବାପାର ପିଲା ଅଛି । ହଁ ଦର୍ଶକ ବନ୍ଧୁ କଥାରେ ଅଛି ମା କୋଳ ହେଉଛି ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ପିଲାଙ୍କ ପାଇଁ । ଯଦି କୌଣସି ବିପଦ ଆସେ ପିଲାଙ୍କୁ ପଛ ପରି ଦେଇ ସାମନାକୁ ଆସେ ମା ।

ଆଉ ଗୋଟେ ଝିଅର ମନ କଥା ଅଧିକ ମା ବୁଝିପାରେ । ହେଲେ ବଦଳୁଥିବା ସମୟ ସହ ଦିନକୁ ଦିନ ବଦଳି ଯାଉଛି ସମ୍ପର୍କ ରେ ପରିଭାଷା । ଦୁନିଆରେ ଖରାପ ନଜର ରୁ ବଞ୍ଚିବା ପାଇଁ ଝିଅ ମାନେ ବାପା ମା ଙ୍କ ଅଧୀନରେ ରହି ନିଜକୁ ସୁରକ୍ଷିତ ମନେ କରେ ସେହି ମାନଙ୍କ ପାଖରେ ରହି ଯଦି ଝିଅର ଇଜ୍ଜତ ସହ ଖେଳାଯାଏ ତେବେ ସେ କୁଆଡେ ଯିବ ?

ତେବେ ବନ୍ଧୁଗଣ ଏମିତି ଏକ ଘଟଣା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଯେତେ ନିନ୍ଦା କରିଲେ ବି କମ ହେବନି । ଜଣେ ମା ନିଜ ଜନ୍ମ କରିଲା ଝିଅ ସହ ଏମିତି କରିପାରେ ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି । ନିଜ ସୁଖ ପାଇଁ ଦୁଇ ଝିଅଙ୍କୁ ବାପା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛି ମା । ସୂଚନା ଅନୁଯାୟୀ ସ୍ବାମୀଙ୍କ ଦେହାନ୍ତ ପରେ ବାପା ଘରର ଜଣେ ସମ୍ପର୍କୀୟ ଙ୍କୁ ମହିଳା ଜଣକ ଦ୍ଵିତୀୟ ବିବାହ କରିଥିଲେ ।

ପ୍ରଥମ ସ୍ବାମୀଙ୍କର ଦୁଇ ଟି ଝିଅ ଥିଲେ ଆଉ ମହିଳା ଜଣକ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପୋଚାର କରାଇ ସାରିଥିଲେ । ତେଣୁ ସେ ଗର୍ଭବତୀ ହେବାର କୌଣସି ଉପାୟ ନ ଥିଲା । ଯାହା ପାଇଁ ତାଙ୍କ ଦ୍ଵିତୀୟ ସ୍ଵାମୀ ଛାଡପତ୍ର ଦେବାକୁ ଧମକ ଦେଉଥିଲେ । ଏହା ଭିତରେ ମହିଳାଙ୍କର ଦୁଇ ଝିଅ କିଶୋରୀ ହୋଇ ସାରିଥିଲେ । ତେଣୁ 15 ବର୍ଷର ବଡ ଝିଅ କୁ ସାବତ ବାପା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ଜନ୍ମ କରିଥିଲା ମା ।

ଆଉ ଠିକ ଏହା ହିଁ ଚାହୁଁଥିଲା ମହିଳାଙ୍କ ଦ୍ଵିତୀୟ ସ୍ଵାୟ । ବଡ ଝିଅ ସହ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହୋଇ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲା । ହେଲେ ଝିଅ ଜନ୍ମ ଦେବାରୁ ଅନ୍ୟତ୍ର ବିବାହ କରାଇବାକୁ ଧମକ ଦେଇଥିଲା ଦ୍ଵିତୀୟ ସ୍ଵାମୀ । କାରଣ ସେ କହୁଥିଲା ମୋର ପୁଅ ଦରକାର । କିନ୍ତୁ ସ୍ବାମୀର ପ୍ରକୃତ ନଜର ସାନ ଝିଅ ଉପରେ ଥିଲା ।

 

ନିଜର ସାନ ଝିଅକୁ ଇ ସ୍ଵାମୀ ହାତକୁ ଟେକି ଦେଇଥିଲା ମା । ଆଉ କିଛି ଦିନ ପରେ ସାନ ଝିଆର କୋଳକୁ ଆସିଥିଲା ପୁତ୍ର ସନ୍ତାନ । କିନ୍ତୁ ଦୁର୍ଭାଗ୍ୟବଶତଃ ବର୍ଷକ ପରେ ପୁତ୍ର ସନ୍ତାନଟି ଆଖି ବୁଜିବା ପରେ ବାପା-ମା ପିଲାକୁ କେନାଲରେ ଫିଙ୍ଗି ଦେଇଥିଲେ । ଏହି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶ ଏଲୁରରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *