OMG ! ଚାହୁଁ ଚାହୁଁ ବନ୍ୟା ପାଣିରେ ଭାସି ଚାଲିଗଲା School Bus, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଅଛି ଯାହାକୁ ଆପଣ ମାନେ ଜାଣିଲେ ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଚାହୁଁ ଚାହୁଁ ସ୍କୁଲ ବସଟି ଭାସିଗଲା । ଖବର ଅନୁସାରେ ଉତ୍ତରାଖଣ୍ଡ ଡେରାଡୁନ ନିକଟସ୍ଥ ଟନକପୁର ବ୍ରିଡ୍ଜରେ ଭାସିଗଲା ବସ । ତେବେ ଲଗାଣ ବର୍ଷା ପରେ ରାସ୍ତା ଉପରେ ପାଣିଚାଲୁଥିଲା । ପାଣିର ପରିମାଣ କମ ଥିଲେ ମଧ୍ୟ ସୁଅ ଏତେ ପ୍ରଖର ଥିଲା ଯେ ବସଟି ଧୀରେ ଧୀରେ ବ୍ରିଡ୍ଜ ତଳକୁ ଭାସିଯାଇଥିଲା ।

ବସ ଡ୍ରାଇଭର ପାଣିର ପରିମାଣ କମ ଥିବା ଦେଖି ରାସ୍ତା ପାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର କେହି କିଛି ବୁଝିବା ପୂର୍ବରୁ ନାଳ ତଳକୁ ଖସି ଆସିଥିଲା ବସ । ସୌଭାଗ୍ୟ ବଶତ ବସରେ ଘଟିଥିବା ଏହି ଦୁର୍ଘଟଣା ସମୟରେ କେହି ଛାତ୍ର ଛାତ୍ରୀ ନଥିଲେ । କେବଳ ଡ୍ରାଇଭର ଏବଂ ହେଲପର ଆହାତ ହୋଇଥିଲେ ।

ସେହି ରାସ୍ତାରେ ପାଣି କମ ଥିବାରୁ ଡ୍ରାଇଭର ଚିନ୍ତା କରିଲେ ଯେ ସେ ପାଣି ମଧ୍ୟରୁ ନିଶ୍ଚିତ ଭାବରେ ବସକୁ କାଢି ଆରପଟକୁ ନେଇଯିବେ । କିନ୍ତୁ ରାସ୍ତାରେ ପାଣି ସିନା କମ ଥିଲା ମାତ୍ର ପାଣିର ସ୍ରୋତ ବହୁତ ଅଧିକ ଥିଲା । ତେବେ ସୌଭାଗ୍ୟ ବଶତ କୌଣସି ଛାତ୍ରଛାତ୍ରୀ ନଥିଲେ । କେବଳ ଡ୍ରାଇଭର ଏବଂ ହେଲପର ରହିଥିଲେ ଏବଂ ସେମାନେ ଗୁରୁତ୍ଵର ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ହସ୍ପିଟାଲରେ ଉଭୟ ସୁରକ୍ଷିତ ଅଛନ୍ତି ।

ଭାଗ୍ୟ ବଶତ କୌଣସି ଅଧିକ କ୍ଷତି ହୋଇନାହିଁ । ନଚେତ ଏହାର ଭୟଙ୍କର ପରିଣାମ ରହିଥାନ୍ତା । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବର୍ଷା ହେବା କାରଣରୁ ସାଧାରଣ ଲୋକମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି । ପିଲାମାନେ ମଧ୍ୟ ସ୍କୁଲକୁ ଆଣ୍ଠୁଏ ଆଣ୍ଠୁଏ ପାଣି ମଧ୍ୟ ଦେଇ ସ୍କୁଲରେ ପହଁଞ୍ଚୁଛନ୍ତି । ବିଭିନ୍ନ ଜାଗାରେ ବନ୍ୟାଭଳି ପରିସ୍ଥିତି ମଧ୍ୟ ଦେଖାଦେବାରେ ଲାଗିଛି । ଏହା ବର୍ତମାନ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ତେବେ ଏହି ବସ ଚାଳକଙ୍କର ଏହିଭଳି ପାଣି ମଧ୍ୟରେ ଗାଡି ଚାଳାଇ ଆର ପଟକୁ ଯିବା କେତେଦୂରେ ସଠିକ ? ଏହି ଦୃଶ୍ୟକୁ ଦେଖି ସାରିବା ପରେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭିନ୍ନ ଭିନ୍ନ କମେଣ୍ଟ ଲେଖିଛନ୍ତି ଭିୟୁର୍ସ ମାନେ । ବସ ଚାଳକଙ୍କର ଏଭଳି ମୁର୍ଖାମି କରି ବିପଦକୁ ଜାଣିଶୁଣି ନିଜ ପାଖକୁ ଡାକିବା କେତେ ଦୂରେ ଠିକ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *