ବହୁତ ପୁରୁଣା ଅଟେ Aryan ଙ୍କ ନିଶା ଅଭ୍ଯାସ, ଆର୍ଯ୍ଯନ ନିଜେ କଲେ ଖୁଲାସା, କହିଲେ କିଛି ଏମିତି…

ବନ୍ଧୁଗଣ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଗି-ର-ଫ ହେବା ପରେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟମୟ କଥାର ଖୁଲାସା ହେଉଛି । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଗତ ୪ ବର୍ଷ ହେବ ଡ୍ର-ଗ୍ସ ସେବନ କରୁଥିଲେ ।

ଏନେଇ ଜାତୀୟ ଗଣ ମାଧ୍ୟମରେ ଚର୍ଚା ହେଉଛି । ଏନସିବିର ପଚରା ଉଚରା ବେଳେ ସେ ସ୍ଵୀକାର କରିଥିଲେ ଯେ ସେ ଗତ ୪ ବର୍ଷ ହେବ ଡ୍ର-ଗ୍ସ ନେଉଛନ୍ତି । ଦେଶ ବାହାରେ ତଥା ଲଣ୍ଡନ ଓ ଦୁବାଇ ଆଦି ଦେଶରେ ସେ ଡ୍ର-ଗ୍ସ ସେବନ କରୁଥିଲେ ବୋଲି କୁହାଯାଉଛି । ଏନସିବିର ସୂଚନା ଅନୁସାରେ ଶାହରୁଖ ଖାନ ନିଜ ପୁଅ ଆରିୟାନ ଖାନଙ୍କ ସହ ଫୋନରେ କଥା ହୋଇଛନ୍ତି ।

ଆରିୟାନ ଗି-ର-ଫ ହେବା ପରେ ଏନସିବିର ଲ୍ୟାଣ୍ଡ ଲାଇନ ଫୋନରେ ନିଜ ପୁଅ ସହ କଥା ହୋଇଛନ୍ତି ଶାହରୁଖ । ପାଖା ପାଖି ଦୁଇ ମିନିଟ ପର୍ଯ୍ୟନ୍ତ ଶାହରୁଖ ନିଜ ପୁଅ ସହ କଥା ହୋଇଥିଲେ । କଥା ହେବା ସମୟରେ ଆରିୟାନ ବହୁତ କାନ୍ଦି ଥିବାର କୁହାଯାଉଛି । ଡ୍ର-ଗ୍ସ ସେବନ ମାମଲାରେ ଆରିୟାନଙ୍କୁ ଲଗାତାର ପଚରା ଉଚରା କରୁଛି ଏନସିବି ।

ଆରିୟାନ ଓ ଅରବାଜ ମର୍ଚାନ୍ଟଙ୍କ ସମେତ ଅନ୍ୟ ଅ-ଭି-ଯୁ-କ୍ତ-ଙ୍କ ଫୋନ ଜ-ବ-ତ କରି ମେସେଜର ଖୋଲତାଳ କରୁଛନ୍ତି ଏନସିବି । ଆରିୟାନ ଅନେକ ଡ୍ର-ଗ୍ସ ପେଡଲରଙ୍କ ସମ୍ପର୍କରେ ଥିବା ଜଣା ପଡିଛି । ଏହି ପ୍ରମାଣ ଆଧାରରେ ଏନସିବି ଆରିୟାନ ଓ ଅରବାଜଙ୍କୁ ମୁହାଁ ମୁହିଁ ଜେରା ମଧ୍ୟ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *