‘ମତେ ବେଲ୍ ଦିଅନ୍ତୁ, ମୁଁ ନିର୍ଦ୍ଦୋଷ, NCB ପାଖେ ମୁଁ ନିଶା ନେବା ପ୍ରମାଣ ନାହିଁ’, ଦେଖନ୍ତୁ ନିଜ ସଫେଇ ରେ କଣ କହୁଛନ୍ତି Aryan Khan, ଦେଖନ୍ତୁ Video

ବନ୍ଧୁଗଣ ଡ୍ର-ଗ କେ-ସ-ରେ ଗି-ର-ଫ ହେବା ପରେ ମୁମ୍ବାଇର ଏକ କୋର୍ଟରେ ହାଜିର ହୋଇଛନ୍ତି ଆରିୟାନ ଖାନ । ଆରିୟାନ ଆଜି କୋର୍ଟରେ ନିଜ ବେଲ ପାଇଁ ଆପ୍ଳାଏ କରିବେ । ଆରିୟାନଙ୍କ ସହ ତାଙ୍କ ଓକିଲ ସତିଶ ମନସନ୍ଦେ ମଧ୍ୟ ଅଛନ୍ତି । ଆରିୟାନଙ୍କ ଓକିଲ ସତିଶଙ୍କ ମତରେ, ତାଙ୍କ କ୍ଲାଇଣ୍ଡ ଆରିୟାନଙ୍କୁ ବେଲ ଦେବାର କାରଣ ହେଉଛି ଆରିୟାନଙ୍କ ପାଖରେ କୃଶର କୌଣସି ଟିକେଟ ନଥିଲା । ତାଙ୍କୁ ଏହି କୃଶକୁ ଆସିବା ପାଇଁ ନି-ମ-ନ୍ତ୍ର-ଣ କରଯାଇଥିଲା ଓ ତାଙ୍କ ପାଖରୁ କୌଣସି ନି-ଶା ଦ୍ର-ବ୍ୟ ମିଳି ନାହିଁ ।

ଅନ୍ୟ ପାଟରେ ଆରିୟାନଙ୍କ ସାଙ୍ଗ ମର୍ଚାନ୍ଟ ଜୋତାରୁ କିଛି ଗ୍ରାମର କୋ-କି-ନ ମିଳି ଥିଲା । ଆରିୟାନଙ୍କ ଓକିଲ ସତେଶ କହିଛନ୍ତି ଯେ, ଗୌରି ଖାନ ଓ ଶାହରୁଖ ଖାନ ଉଭୟ ଚିନ୍ତିତ ଅଛନ୍ତି । ଆରିୟାନଙ୍କ ଜୁଡିସିଆଲ କଷ୍ଟେଡି ଆଜି ତଥା ୪ ତାରିଖରେ ଶେଷ ହେଉଛି । ଏହା ପରେ ତାଙ୍କୁ ଜୁଡିସିଆଲ କଷ୍ଟେଡିରେ ପଠାଇ ଦିଆଯିବ ତେଣୁ ଏହା ପୂର୍ବରୁ ହିଁ ବେଲ ପାଇଁ ଆପ୍ଳାଏ କରିବାକୁ ଚାହୁଁ ଛନ୍ତି ଶାହରୁଖ ଖାନ ।

ତେବେ ଆରିୟାନ ଖାନଙ୍କୁ ଆଜି ବେଲ ମିଳିବ ନା ନାହିଁ ତାହା ବହୁତ ଶୀଘ୍ର ଜଣା ପଡିଯିବ । ଅନ୍ୟ ପକ୍ଷରେ ଆରିୟାନ ଖାନଙ୍କ ସହ ଆ-ରେ-ଷ୍ଟ ହୋଇଥିବା ମୁନୁମୁନ ତନେଜା, ନୁପୁର ସାରିକା ଓ ଆରବାଜ ମର୍ଚାନ୍ଟଙ୍କ ସହ ଅନ୍ୟ ପିଲାଙ୍କ ବାପା ମା ଆଜି ବେଲ ପାଇଁ ଆସିଛନ୍ତି । ଏହା ସହିତ ଶୁଣିବାକୁ ମିଳିଛି ଆରିୟାନ ଖାନ କହିଛନ୍ତି- ‘ମୁ ଏନସିବି ଆଗରେ କାନ୍ଦି ନାହିଁ ଓ ମୁ କୌଣସି ପ୍ରକାରର ନି-ଶା ଦ୍ର-ବ୍ୟ-ର ସେବନ କରେ ନାହିଁ’ ।

ଅନ୍ୟ ପକ୍ଷରେ ଏନସିବି ଆରିୟାନଙ୍କ ବି-ରୋ-ଧ-ରେ ସେକ୍ସନ ୨୭ ପରି ସ-ଙ୍ଘି-ନ ଦ-ଫା ଲଗାଇଛି । ବର୍ତ୍ତମାନ ଏନସିବିକୁ ଏହି କେ-ସ ପାଇଁ ଅଧିକ ପ୍ରମାଣର ଆବଶ୍ୟକତା ରହିଛି ସେଥିପାଇଁ ଏନସିବି ବିଭିନ୍ନ ସ୍ଥାନରେ ରେ-ଡ ମଧ୍ୟ କରୁଛି । ତା ହେଲେ ବନ୍ଧୁଗଣ ଆରିୟାନ ଖାନଙ୍କ ଏହି କେସ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *