କେବଳ ମଜା ହିଁ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ଅଟେ ଶା-ରୀ-ରି-କ ସ-ମ୍ବ-ନ୍ଧ, ଏହି 4 ଟି ରୋଗ ପାଇଁ ଅଟେ ବରଦାନ

ନମସ୍କାର ବନ୍ଧୁଗଣ ବୈବାହିକ ଜୀଵନ କୁ ଭଲ ଭାବରେ ଚଳାଇବା ପାଇଁ ରୋ-ମା-ନ୍ସ ନିହାତି ଆବଶ୍ୟକ ଅଟେ । ଏହା ଏକ ଏପରି ଜରୁରୀ ଯାହାର ଆବଶ୍ୟକ ସମସ୍ତଙ୍କୁ ପଡ଼ିଥାଏ ।

ବିବାହ ପରେ କିଛି ଯୋଡି ବେଳେବେଳେ ରୋ-ମା-ନ୍ସ କରିବାକୁ ପସନ୍ଦ କରିଥାନ୍ତି । ଏବଂ ଆଉ କିଛି ଯୋଡି ଙ୍କୁ ସବୁବେଳେ ସ-ମ୍ବ-ନ୍ଧ  ବନାଇବା ପସନ୍ଦ ଥାଏ । ଆପଣ ଜାଣିଲେ ଚକିତ ହେବେ କି ସବୁବେଳେ ସ-ମ୍ବ-ନ୍ଧ ରଖିଲେ ଆମ ଶରୀରରେ ଏହାର ଅଲଗା ଫାଇଦା ହୋଇଥାଏ । ଏଥିରେ କେବଳ ସୁଖ ମିଳି ନଥାଏ ବରଂ ଅନେକ ପ୍ରକାରର ବେମାରୀ ରୁ ମଧ୍ୟ ବଞ୍ଚାଇ ଥାଏ ।

ତେବେ ନିୟମିତ ରୂପରେ ସ-ମ୍ବ-ନ୍ଧ ରଖିବା ଦ୍ୱାରା କଣ କଣ ବେମାରୀ ଦୁର ହୋଇଥାଏ ଚାଲନ୍ତୁ ଜାଣିନେବା ।

୧-ପ୍ରଥମ ରେ ଏହା ଓଜନ କମାଇଥାଏ । ଯଦି ଆପଣ ନିଜର ଶରୀର ରେ ଥିବା ଅଧିକ କ୍ୟାଲେରି ଏବଂ କୋଳେଷ୍ଟ୍ରଲ କୁ କମାଇବା ପାଇଁ ଚାହୁଁଛନ୍ତି । ଏବଂ ମୋଟାପା କୁ ମଧ୍ୟ ଦୁର କରିବାକୁ ଚାହୁଁଛନ୍ତି ତେବେ ସ-ମ୍ବ-ନ୍ଧ ଦ୍ୱାରା ଏହା ସହଜ ହୋଇଥାଏ ଆପଣ ଥରେ ସ-ମ୍ବ-ନ୍ଧ କରିବା ଦ୍ୱାରା ଶରୀର ର ୭୫୦୦ କ୍ୟାଲେରି କମାଇଥାନ୍ତି । ତେଣୁ ଶୀଘ୍ର ପତଳା ହେବା ପାଇଁ ସ-ମ୍ବ-ନ୍ଧ ରଖିବା ଆବଶ୍ୟକ ।

୨- ଦ୍ଵିତୀୟ ରେ ହେଉଛି ଥକା ଲାଗେ ନାହିଁ । ସ-ମ୍ବ-ନ୍ଧ ରଖିବା ଦ୍ୱାରା ଶରୀର ରେ ଅକ୍ସୀଟୋସିନ, ଡୋପୋମାଇନ,ଏଵଂ ଏଣ୍ଡ୍ରୋଫିନ ଭଳି ତତ୍ତ୍ୱ ର ନିର୍ମାଣ ହୋଇଥାଏ । ଏବଂ ଏହା ଦ୍ୱାରା ଆମ ଶରୀର ଶିଘ ଥକି ଯାଏ ନାହିଁ । ଏବଂ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

୩- ତୃତୀୟ ରେ ହେଉଛି ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ । ନିୟମିତ ରୂପରେ ସ-ମ୍ବ-ନ୍ଧ ସ୍ଥାପନ କରିବା ଦ୍ୱାରା ଶରୀର ର ରକ୍ତ ସଞ୍ଚାଳନ ଠିକ ଭାବରେ କାମ କରିଥାଏ । ଏବଂ ଏହା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ ।

୪- ଚତୁର୍ଥ ରେ ହେଉଛି ମାଇଗ୍ରେନ ରୁ ମଧ୍ୟ ଆରାମ ମିଳିଥାଏ । ସୂଚନା ଅନୁସାରେ ନିୟମିତ ସ-ମ୍ବ-ନ୍ଧ ରଖିବା ଦ୍ୱାରା ଶରୀର ରେ ହେଉଥିବା ଦରଜ ବିନ୍ଧା କିମ୍ବା ମୁଣ୍ଡ ବିନ୍ଧା ଆଦି ମଧ୍ୟ ଭଲ ହୋଇ ଯାଇ ଥାଏ । ଏବଂ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *