‘ଗୋପାଳ ବହୁତ ଭଲ ଲୋକ, ସେ ସବୁବେଳେ ଦୁଃଖୀ ରଙ୍କିଙ୍କୁ ଖାଇବା ପାଇଁ ଦିଅନ୍ତି, ହେଲେ ସେ କାହିଁକି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଜଣେ ବହୁତ ମେଳାପୀ ପ୍ରକୃତିର ବ୍ୟକ୍ତିତ୍ବଟିଏ ଅଟନ୍ତି । ଦୁଃଖୀ ରଙ୍କିଙ୍କୁ ଦେଖିଲେ ଖାଇବାକୁ ମଧ୍ୟ ଦେଇଥାନ୍ତି । ତେବେ ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ହତୟଆ ଘଟଣାର ରିକ୍ରୀଏସନ ହେବାକୁ ଥିବା ବେଳେ ସେଠାରେ ତାହା ଦେଖିବାକୁ ଘଟଣା ସ୍ତଳରେ ଅନେକ ଲୋକ ଉପସ୍ଥିତ ରହିଥିଲେ । ତେବେ ସେଠାକାର ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଇ ଗୋପାଳ ଦାସ ଜଣେ ବହୁତ ଭଲ ମେଳାପୀ ଧରଣର ମଣିଷଟିଏ ଅଟେ ।

ଏପରି ଏକ ଘଟଣା ଗୋପାଳ ଘଟେଇବ ବୋଲି ଆମେ ସ୍ଵପ୍ନରେ ସୁଦ୍ଧା ଭାବିନଥିଲୁ । ଯେତେବେଳେ ଗୋପାଳ ଆମ ଗାଁରେ ଥିବା ହୋଟେଲକୁ ଖାଇବାକୁ ଯାଇଆନ୍ତି । ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରନ୍ତି । ଏହା ସହିତ ଯଦି କୋଊଠି ଦୁଃଖୀ ରଙ୍କି ତାଙ୍କ ନଜରକୁ ଆସିଯାଇଥାନ୍ତି । ତେବେ ତାଙ୍କୁ ଦେଖିଲେ ତାଙ୍କୁ ଖାଇବାକୁ ମଧ୍ୟ ଦେଇଥାନ୍ତି ।

ତେବେ ତାଙ୍କର କୌଣସି ପ୍ରକାର ମାନସିକ ବିକୃତି ମଧ୍ୟ ଆଗରୁ ସେପରି କିଛି ନଥିଲା । ତେବେ ତାଙ୍କ ସହ ଯେଉଁ ଲୋକମାନେ ମଧ୍ୟ ମିଳାମିଶା କରନ୍ତି । ସେମାନେ ଗୋପାଳଙ୍କର ସେପରି କୌଣସି ପ୍ରକାର ମାନସିକ ବିକୃତି କଥାକୁ କେହି ମଧ୍ୟ ହୃଦବୋଧ କରିପାରନ୍ତି ନାହିଁ । ତେବେ ସେପରି କହିବାକୁ ଗଲେ ଜଣେ ବହୁତ ଭଲ ଓ ହୃଦୟବାନ ଲୋକଟି ଥିଲା ଗୋପାଳ ଦାସ ।

ତେବେ ଏପରି ଭାବରେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ guleemada କରିବ ବୋଲି କେହି ମଧ୍ୟ କେବେବି ଆଗରୁ ଭାବିନଥିବେ । ତେବେ ଯେତେବେଳେ ସୂଚନା ସମସ୍ତେ ପାଇଗଲେ । ଏହା କି ଯେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ gulee mada କରିଛି । ତେବେ ଗୋପାଳ ସହ ପରିଚିତ ଥିବା ଲୋକ ମଧ୍ୟ ଗୋପାଳ ବିଷୟରେ ଏପରି କିଛି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।

ତେବେ ଜଣେ ସୁସ୍ଥ ମାନସିକ ସମ୍ପର୍ଣ୍ଣ ବ୍ୟକ୍ତି ଏପରି କରିବା କେତେ ଦୂର ସମ୍ଭବ ଏହି କଥାକୁ ନେଇ ସବୁଆଡେ ଜୋରଦାର ଚର୍ଚା ଚାଲିଛି । ତେବେ ଏହି ମାମଲାର ଅନ୍ତିମ ପର୍ଯ୍ୟାୟ କଣ ରହିବ ତାହା ତ ଆଗାମୀ ସମୟରେ ତଦନ୍ତ ପରେ ହିଁ ଜଣା ପଡିବ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *