ମିଡିଆ ସାମ୍ନାରେ ହଠାତ ରାଗିଯାଇ ବାଗଚି (Subroto Bagchi) ଙ୍କ ବିଷୟରେ ଏମିତି କାହିଁକି କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ନିଜ କଡା କଥା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଏହି କରୋନା କାଳ ସମୟରେ ସୁର ଭାଇଙ୍କର ଏକ ନୂଆ ଭିଡିଓ ପୁଣି ଚର୍ଚାର ବିଷୟ ପାଲଟିଛି । ସୁର ଭାଇ ଏହି ଭିଡିଓରେ ଏପରି ସବୁ କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ସୁର ଭାଇଙ୍କ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ପ୍ରତି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସୁର ଭାଇ ଏହି ଭିଡିଓ ବାଗଚିଙ୍କ ବିଷୟରେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭିଡିଓରେ ସୁର ଭାଇ ରାଗିକି କହୁଛନ୍ତି-‘ବାଗଚି ବି କେୟରଫୁଲ । ଆମ ଏରିଆରେ ତୁ କ୍ୟାନ୍ସର ଇନଷ୍ଟିଟ୍ଯୁଟ କରିଛୁ ଆମେ ତତେ ଅଭିନନ୍ଦନ ଜଣାଇଛୁ । ଅଲାଜୁକ ତୁ ଦୁନିଆ ପଇସା ମା-ରି-କି ନଟର ପଟର କରିଛୁ । ଆମ ଏରିଆରେ ଏମିତି ନଟର ପଟର କଲେ ବିଜେଡି ଫିଲିଂ କଲେ ସିଧା କରିଦେବୁ ତତେ ବାଗଚି’ ।

ଏହାପରେ ଆଗକୁ ସୁର ଭାଇ କହିଲେ-‘ କେହି ତତେ ପ୍ରୋଟେକ୍ସନ ଦେଇ ପାରିବେ ନାହିଁ । ସବୁ ଲୋକ ପ୍ରତିନିଧିକୁ ଡାକ, ଲୋକାଲ ଏମଏଲଏ, ଲୋକାଲ ଏମପି, ଲୋକାଲ ସରପଞ୍ଚ ଡାକ । କାମ ଆରମ୍ଭ କରେ । ଆଉ ନବିନ ପଟନାୟକ ଛୋଟ ମୁଣ୍ଡ ଛାଡ, ତମ ବାପା ପରିକା ଛାତି ଫୁଲେଇ ହାଇ ମାଇଣ୍ଡ କର । ଏଗୁଡାକ ଅଲାଜୁକ କଥା ଏମିତି ଭୁଲ କରିବା ଉଚିତ ନୁହେଁ’ ।

ଏହାପରେ ଆଗକୁ ସୁର ଭାଇ କହିଲେ- ଯେଉଁ ଏରିଆରେ ଯାହା ବି ହେଉଛି ଆମକୁ ଡାକି ଛନ୍ତି । ଏମ୍ସ ହେଇଥିଲା ଆମକୁ ବାଚପାଇ ଡ଼ାକିଥିଲେ । ଆଇଆଇଟି ହେଉଛି ଆମକୁ ବାଚପାଇ ଡ଼ାକିଥିଲେ । ତମେ କଣ କି ଏମିତି ବାଗଚି । ତମେ ଇନ୍କମ ଟ୍ୟାକ୍ସରୁ ଠ-କି-କି ମା-ରି-ଛ ।

ଆମ ଲୁହା ପଥର କ୍ରୋମ ବକ୍ସାଇଡ ବିକ୍ରି କରିଛ ବାଗଚି ସ୍ମ-ଗ୍ଳ-ର ତମେ । ଆମେ ଅଭିନନ୍ଦନ ଜଣାଇଲୁ ଗୋଟେ କ୍ୟାନ୍ସର ୟୁନିଟି ହେବ । ତମେ ତା ହେଲେ କଣ ଲୋକ ପ୍ରତିନିଧିକୁ ଡାକିବନି, ଲୋକାଲ ଏମଏଲଏକୁ ଡାକିବନି ଲୋକାଲ ଏମପିକୁ ଡାକିବାନି । ନବୀନ ପଟନାୟକ ତମେ ବି ଏତେ ଛୋଟ ଲୋକି କରୁଛ, ଲଜ୍ୟା ଲାଗୁନି’ । ସୁର ଭାଇଙ୍କ ଏମିତି କଥାରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *