ଏବେ ଏବେ ଦୁନିଆକୁ ଅଲବିଦା କହି ସାରିଥିବା Bollywood ଟପ 10 ଷ୍ଟାର, 8 ନମ୍ବର ଷ୍ଟାର ଙ୍କୁ ଆଜି ବି ଝୁରୁଛି ପୁରା ଇଣ୍ଡିଆ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ ଯେ, ଜଣେ କଳାକାର ନିଜ କଳା ଦ୍ୱାରା ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିଥାଏ ଏବଂ ଦର୍ଶକ ମାନଙ୍କ ହୃଦୟ ରେ ରାଜ୍ କରିଥାଏ । କଳାକାର ଙ୍କ ମୃତ୍ୟୁ ହୋଇଯାଏ ସତ କିନ୍ତୁ ତାଙ୍କ କଳା ର କେବେବି ମୃତ୍ୟୁ ହୋଇନଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କିଛି ଦିନ ହେବ ମୃତ୍ୟୁ ବରଣ କରିଛନ୍ତି । ଆସନ୍ତୁ ଏହି ସ-ମ୍ବ-ନ୍ଧ-ରେ ବିସ୍ତାର ରୂପରେ ଜାଣିବା । ୧. ଦିଲୀପ କୁମାର- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଦିଲୀପ କୁମାର । ଏହି ଅଭିନେତା ୭ ଜୁଲାଇ ୨୦୨୧ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୁମ୍ବାଇ ର ହସ୍ପିଟାଲରେ ତାଙ୍କର ନି-ଧ-ନ ହୋଇଛି । ରିପୋର୍ଟ ଅନୁସାରେ ତାଙ୍କ ଦେହ ବହୁତ ଦିନ ଧରି ଅସୁସ୍ଥ ଥିଲା ଏବଂ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଶେଷରେ ୯୮ ବର୍ଷ ବୟସ ରେ ତାଙ୍କର ନି-ଧ-ନ ହୋଇଛି ।

୨. ମିଲଖା ସିଂ- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମିଲଖା ସିଂ । ତାଙ୍କୁ ଫ୍ଲାଇଂ ଶିଖ ମଧ୍ୟ କୁହାଯାଏ । ପେସା ରୁ ସେ ଜଣେ ଆଥଲେଟ ଥିଲେ ଏବଂ ଜଣେ ଲେଖକ ମଧ୍ୟ ଥିଲେ । କୋଭିଡ଼ କାରଣରୁ ୧୮ ଜୁନ ୨୦୨୧ ରେ ସେ ମୃ-ତ୍ୟୁ ବରଣ କରିଛନ୍ତି ।

୩. ରାଜୀବ କପୁର- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ରାଜୀବ କପୁର । ରାଜ୍ କପୁର ଙ୍କ ସାନ ପୁଅ ରାଜୀବ କପୁର ଙ୍କ ପ୍ରସିଦ୍ଧ ଫିଲ୍ମ ଥିଲା ‘ରାମ ତେରୀ ଗଙ୍ଗା ମୈଲୀ’ । ହା-ର୍ଟ ଆ-ଟା-କ କାରଣ ରୁ ୬୦ ବର୍ଷ ବୟସ ରେ ୯ ଫେବ୍ରୁଆରୀ ୨୦୨୧ ରେ ତାଙ୍କର ନି-ଧ-ନ ହୋଇଛି ।

୪. ବିକ୍ରମଜିତ କଂବଲପାଲ- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ବିକ୍ରମଜିତ । ସେ ଜଣେ ଫିଲ୍ମ ଓ ଟିଭି ସିରିଆଲ ଅଭିନେତା ଅଟନ୍ତି । ଏହି ଅଭିନେତା ୧ ମଇ ୨୦୨୧ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୫. ଶଶୀକଲା ସୈଗଲ- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶଶୀକଲା ସୈଗଲ । ସେ ଅନେକ ବଲିଉଡ ଫିଲ୍ମ ରେ ଅଭିନୟ କରିଛନ୍ତି । ଏହି ଦିଗଜ୍ଜ ଅଭିନେତ୍ରୀ କୋଭିଡ଼ କାରଣରୁ ୪ ଏପ୍ରିଲ ୨୦୨୧ ରେ ୯୦ ବର୍ଷ ବୟସ ରେ ମୃ-ତ୍ୟୁ ବରଣ କରିଥିଲେ ।

୬. ରିସୀ କପୁର- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ବଲିଉଡ ର ଲୋକପ୍ରିୟ ଅଭିନେତା ରିସୀ କପୁର । ୩୦ ଏପ୍ରିଲ ୨୦୨୦ ରେ ଏହି ଅଭିନେତା ଙ୍କ ନି-ଧ-ନ ହୋଇଥିଲା । ତାଙ୍କ ମୃ-ତ୍ୟୁ ର କାରଣ ଥିଲା କ୍ୟାନ୍ସର ।

୭. ଇରଫାନ ଖାଁ- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ବଲିଉଡ ର ଅଭିନେତା ଇରଫାନ ଖାଁ । ଇରଫାନ ଖାଁ ବଲିଉଡ ର ସେଲ୍ଫ ମେଡ ଆକ୍ଟର ଅଟନ୍ତି । ୨୯ ଏପ୍ରିଲ ୨୦୨୦ ରେ ଏହି ଅଭିନେତା ଙ୍କ ମୃ-ତ୍ୟୁ କ୍ୟାନ୍ସର କାରଣରୁ ହୋଇଥିଲା ।

୮. ସୁଶାନ୍ତ ସିଂ ରାଜପୁତ- ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଏହି ଅଭିନେତା ଙ୍କ ମୃ-ତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ୧୪ ଜୁନ ୨୦୨୦ ରେ ଏହି ଅଭିନେତା ଙ୍କ ମୃ-ତ୍ୟୁ ଘଟିଥିଲା । ତାଙ୍କ ମୃ-ତ୍ୟୁ ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ ।

୯. ଶ୍ରୀଦେବୀ- ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ । ୨ ଫେବ୍ରୁଆରି ୨୦୧୮ ମସିହାରେ ଏହି ଅଭିନେତ୍ରୀ ଙ୍କ ନି-ଧ-ନ ହୋଇଥିଲା । ଏହି ଅଭିନେତ୍ରୀ ଙ୍କ ଡେ-ଡ଼-ବ-ଡି ଏକ ଲକ୍ଜରିୟସ ହୋଟେଲ ର ବାଥରୁମ ରୁ ମିଳିଥିଲା । ତାଙ୍କର ଶେଷ ଫିଲ୍ମ ଥିଲା ‘ମମ୍’ ।

୧୦. ଜିୟା ଖାଁ- ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜିୟା ଖାଁ । ଏହି ଅଭିନେତ୍ରୀ ଙ୍କୁ ‘ଗଜନୀ’, ‘ହାଉସଫୁଲ’ ଭଳି ଫିଲ୍ମ ରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଅଭିନେତ୍ରୀ ୩ ଜୁନ ୨୦୧୩ ମସିହାରେ ଆ-ତ୍ମ-ହ-ତ୍ୟା କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *