ଆସିଲା ରାଜ୍ୟ ସରକାରଙ୍କ ନୂଆ ନିୟମ ! ବଦଳିବ ସବୁ ଗାଡିର ନମ୍ବର ପ୍ଲେଟ୍, ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଗାଡି ଅଛି ଏଣିକି ସେମାନେ ଧନୀ ହୁଅନ୍ତୁ ବା ଗରିବ । ସମସ୍ତ ଗାଡିରେ ନମ୍ବର ପ୍ଳେଟ ରହିଛି ଆଉ ଏହି ନମ୍ବର ପ୍ଳେଟକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏଣିକି ପୁରୁଣା ଗାଡିରେ ବି ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ବାଧ୍ୟତା ମୂଳକ । ହାଇ ସିକ୍ଯୁରିତି ରେଜିଷ୍ଟ୍ରେଶନ ନମ୍ବର ପ୍ଳେଟ ବିନା ରାସ୍ତାରେ ଗାଡି ଗଡ଼ିପାରିବନି । 2019 ମସିହାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଳେଟ ବ୍ୟବହୃତ ହୋଇଥିବା ବେଳେ ଏହା ପୂର୍ବରୁ ପଞ୍ଜୀକୃତ ଗାଡି ଗୁଡିକରେ ପୁରୁଣା ନମ୍ବର ପ୍ଳେଟ ରହିଛି ।

ତେଣୁ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନୂଆ ନମ୍ବର ପ୍ଳେଟ ବ୍ୟବହାର ପାଇଁ ବାଧ୍ୟତା ମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ମାସ ଶେଷ ସୁଧା ରାଜ୍ୟର ସମସ୍ତ ଗାଡିରେ ନୂଆ ନମ୍ବର ପ୍ଳେଟ ଲଗାଇବାକୁ ପରିବହନ କର୍ତ୍ତୁପକ୍ଷ କଡା ନିର୍ଦ୍ଦେଶ ଦେଇଛନ୍ତି । ଗାଡି ଚୋରୀ ହେଲେ କିମ୍ବା ହଜିଗଲେ ଥାନାରେ ଏତଲା ଦେବାକୁ ପଡିବ । ଆଇନ ଉଲଂଘନ କଲେ 5 ହଜାର ରୁ 10 ହଜାର ଟଙ୍କାର ଜରିମାନା ଭରି ବାକୁ ପଡିବ ।


ନମ୍ବର ପ୍ଳେଟ ଧାଡ଼ି କୌଣସି ଗାଡି ମାଲିକ ଟିକସ ଫାଙ୍କି ପାରିବେନି କିମ୍ବା ନମ୍ବର ପ୍ଳେଟର ନକଲ ମଧ୍ୟ କରିପାରିବେନି । ଗୋଟିଏ ନମ୍ବର ପ୍ଳେଟ ପାଇଁ ଗୋଟିଏ କୋର୍ଡ ରହିବ । ଟ୍ରାଫିକ ନିୟମ ଭାଙ୍ଗିଲେ ଏହି ନୂଆ ନିୟମ ଦ୍ଵାରା ଗାଡି ମାଲିକଙ୍କ ପରିଚୟ ମିଳିବା ସହ ହୋଇପାରିବ । ଏହା ଦ୍ଵାରା ଗାଡି ଚୋରୀକୁ ମଧ୍ୟ ଅନେକ ପରିମାଣରେ ରୋକାଯାଇ ପାରିବ ।

କାରଣ ଗାଡି ଚୋରୀ କରି ଏହାର ନମ୍ବର ପ୍ଳେଟକୁ ଆଉ ବଦଳାଇ ହେବ ନାହିଁ । ତେଣୁ ନୂଆ ପୁରୁଣା ସବୁ ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବାକୁ ବାଧ୍ୟତା ମୂଳକ କରାଯାଉଛି । ଆବେଦନକ ସପ୍ତାହ ମଧ୍ୟରେ ନୂଆ ନମ୍ବର ମିଳିବ ବୋଲି କୁହାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *