ବାଛନ୍ତୁ ନିଜ ପସନ୍ଦର ଭଗବାନ ବୁଦ୍ଧ ଙ୍କ ଗୋଟିଏ ରୂପ ଓ ଜାଣନ୍ତୁ ନିଜ ଭବିଷ୍ୟତ – Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବୌଦ୍ଧ ଧର୍ମ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ର ସନ୍ଦେଶ ପ୍ରଦାନ କରିଥାଏ।ଜଣେ ମହାରାଜା ଙ୍କ ପୁତ୍ର ହେବା ସତ୍ତ୍ୱେ ବୁଦ୍ଧ ଦେବ ସନ୍ୟାସୀ ସାଜିଥିଲେ ଏବଂ ସନ୍ୟାସୀ ଙ୍କ ଭଳି ଜୀବନ ଅତିବାହିତ କରିଥିଲେ। କେବଳ ଏହା ହିଁ ନୁହେଁ, ସେ ନିଜ ମଧ୍ୟରେ ଥିବା ଜ୍ଞାନ କୁ କେବଳ ନିଜ ଭିତରେ ସୀମିତ ରଖିନଥିଲେ ବରଂ ସମଗ୍ର ବିଶ୍ୱ କୁ ପ୍ରଦାନ କରିଥିଲେ। ଶାସ୍ତ୍ର ଅନୁସାରେ ଏଭଳି କୁହାଯାଏ ଯେ, ଯେଉଁ ବ୍ୟକ୍ତି ବୁଦ୍ଧ ଦେବ ଙ୍କ ନୀତି ଗ୍ରହଣ କରିଥାଏ ସେ ଜୀବନ ରେ ଅଗ୍ରସର ହୋଇଥାଏ ଏବଂ ତା’ର ଜୀବନ ଉଜ୍ଜ୍ୱଳମୟ ହୋଇଯାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ସମକ୍ଷ ବୁଦ୍ଧ ଦେବ ଙ୍କ ୫ଟି ଭିନ୍ନ ରୂପ ଦେଖାଇବୁ ଏବଂ ଆପଣଙ୍କୁ ସେଥି ମଧ୍ୟରୁ ଗୋଟିଏ ରୂପର ଛବି କୁ ବାଛିବାକୁ ହେବ ଏବଂ ଆପଣ ବାଛିଥିବା ବୁଦ୍ଧ ଙ୍କ ଛବି ଅନୁସାରେ ଆମେ ଆପଣଙ୍କ ଭବିଷ୍ୟତରେ ସମ୍ବନ୍ଧରେ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଯଦି ଆପଣ ପ୍ରଥମ ଛବି କୁ ବାଛିଛନ୍ତି ତେବେ ଆପଣ ଚଟ୍ଟାଣ ସହିତ ଜଡ଼ିତ ବ୍ୟକ୍ତି ଅଟନ୍ତି।ଆପଣ ସୃଜନୀୟ ବ୍ୟକ୍ତି ଙ୍କୁ ବହୁତ ଭଲ ପାଆନ୍ତି। ଆପଣ ସମସ୍ତ ପରିସ୍ଥିତି ରେ ଶାନ୍ତ ରହିବାକୁ ପସନ୍ଦ କରନ୍ତି ଏବଂ ସମସ୍ତ ସ୍ଥିତି ରେ ସନ୍ତୁଳନ ରଖିବାକୁ ଆପଣ ଚେଷ୍ଟା କରନ୍ତି। ଆପଣ ଯଦି ନିଜ ଜୀବନରେ କୌଣସି ଖାସ ବ୍ୟକ୍ତି ର ଅପେକ୍ଷା ରେ ଅଛନ୍ତି ତେବେ ଆପଣଙ୍କୁ ନିଜର ଜୀବନସାଥୀ ଅବଶ୍ୟ ମିଳିବେ।

୨. ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ଛବି କୁ ବାଛିଛନ୍ତି ତେବେ, ଆପଣ ଜଣେ ମଜବୁତ ବ୍ୟକ୍ତିତ୍ୱ ଅଟନ୍ତି। ଦୁନିଆ ରେ ଏଭଳି କୌଣସି ଜିନିଷ ନାହିଁ ଯାହାକୁ ଆପଣ ଡରନ୍ତି। ଆପଣ ଙ୍କୁ ନିଜର ସ୍ବାଧୀନତା ବହୁତ ପ୍ରିୟ ଅଟେ।ଆପଣଙ୍କ ଜୀବନ ରେ ଏଭଳି ସମୟର ଆଗମନ ହେବ ଯାହା ଆପଣଙ୍କୁ ବଦଳିବା ନିମନ୍ତେ ପ୍ରେରିତ କରିବ।

୩. ବନ୍ଧୁଗଣ ଯଦି ଆପଣ ତୃତୀୟ ଛବି କୁ ବାଛିଛନ୍ତି ତେବେ, ଆପଣ ଜଣେ ଇମାନ୍ଦାର ବ୍ୟକ୍ତି ଅଟନ୍ତି। ଆପଣଙ୍କ ଉପରେ ସହଜରେ ଭରସା କରାଯାଇ ପାରିବ।ଆପଣ ଅନ୍ୟ ଙ୍କ ପାଇଁ ନିଜକୁ ସମର୍ପିତ କରିଥାନ୍ତି ଏବଂ ଆପଣ କେବେବି ଅନ୍ୟ ମନରେ ଦୁଃଖ ଦିଅନ୍ତି ନାହିଁ। ଆପଣଙ୍କୁ କେବଳ ଗୋଟିଏ କଥାର ଧ୍ୟାନ ରଖିବାକୁ ପଡ଼ିବ ଯେ, ଜୀବନର ସମସ୍ତ ଅସୁବିଧା ରୁ ଦୁରେଇ ରହିବା ପାଇଁ କେବଳ ଗୋଟିଏ ଜିନିଷ ଆବଶ୍ୟକ ତାହା ହେଉଛି ସମସ୍ୟା ର ସାମ୍ନା କରିବା।

୪. ବନ୍ଧୁଗଣ ଯଦି ଆପଣ ଚତୁର୍ଥ ଛବି କୁ ବାଛିଛନ୍ତି ତେବେ, ଆପଣ ଜଣେ ସ୍ୱତନ୍ତ୍ର ବ୍ୟକ୍ତି ଅଟନ୍ତି ଏବଂ ସର୍ବଦା ଅନ୍ୟର ସାହାଯ୍ୟ କରନ୍ତି। ଆପଣ ସମସ୍ତ ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗଭର ରୁହନ୍ତି, ଯଦିଓ ଆପଣଙ୍କୁ ବଦଳରେ କିଛି ବି ହାସଲ ହୋଇନଥାଏ।

୫. ବନ୍ଧୁଗଣ ଯଦି ଆପଣ ପଞ୍ଚମ ଛବି କୁ ବାଛିଛନ୍ତି ତେବେ, ଆପଣ ଜଣେ ରଚନାତ୍ମକ ବ୍ୟକ୍ତି ଅଟନ୍ତି। ଆପଣଙ୍କ ଆଶା ଏବଂ ଆକାଂକ୍ଷା ଉଚ୍ଚ ସ୍ତର ର ଅଟେ। ଆପଣ ଅନ୍ୟ ଠାରୁ ଭିନ୍ନ ଓ ସ୍ୱତନ୍ତ୍ର ଅଟନ୍ତି।ଆପଣ ସର୍ବଦା ସ୍ୱୟଂ ଉପରେ ବିଶ୍ୱାସ ରଖନ୍ତୁ। କାରଣ ପରିଶ୍ରମ ହିଁ ଆପଣଙ୍କୁ ସଫଳତା ର ମାର୍ଗ ଦେଖାଇବ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *