ତଳେ କିଛି ବି ନ ପିନ୍ଧି ପୁଅକୁ ସ୍କୁଲ ଛାଡିବାକୁ ଆସିଲେ Bollywood ହିରୋଇନ Shilpa Shetty, ଭାଇରାଲ ହେଲା ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ଅଭିନେତ୍ରୀ ମାନେ ନିଜର ହଟ୍ ଓ ବୋଲ୍ଡ ଫଟୋସ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଯେଉଁଥି ପାଇଁ ସେ ବହୁତ ଚର୍ଚାରେ ମଧ୍ୟ ରହିଥାନ୍ତି । ହେଲେ ବନ୍ଧୁଗଣ ଏହି ବୋଲ୍ଡ ଫଟୋସ ପାଇଁ ମଧ୍ୟ ସେ କେତେକ ସ୍ଥାନରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି କିଛି ଦିନ ହେବ ନିଜର ଏକ ଫଟୋ ପାଇଁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି ଓ ଚର୍ଚାରେ ମଧ୍ୟ ଅଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ହଟ୍ ଅଭିନେତ୍ରୀ ଶିଲ୍ପା ସେଟି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଶିଲ୍ପା ସେଟିଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଶିଲ୍ପା ନିଜର ଲୁକ୍ ଓ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ଏହି କିଛି ଦିନ ହେବ ସେ ନିଜର ଏକ ଫଟୋ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ ।

ବନ୍ଧୁଗଣ ଶିଲ୍ପାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଫଟୋଟି ହେଉଛି ୨୦୧୭ ବର୍ଷ ସେପ୍ଟେମ୍ବର ମାସର । ଏହି ଫଟୋରେ ଶିଲ୍ପା ନିଜ ପୁଅକୁ ସ୍କୁଲ ଛାଡିବା ପାଇଁ ରାସ୍ତାରେ ଯାଉଥିବା ବେଳେ ମିଡିଆ ସାମ୍ନାରେ ଆସିଯାଇଛନ୍ତି । ଏହି ଫଟୋରେ ଶିଲ୍ପା କେବଳ ଏକ କୁର୍ତ୍ତା ପିନ୍ଧିଥିବାର ନଜର ଆସୁଛନ୍ତି । ଶିଲ୍ପା ଏହି ଫଟୋରେ ତଳେ କିଛି ନପିନ୍ଧିଥିବାରୁ ସୋସିଆଲ ମିଡିଆ ୟୁଜର୍ସ ମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି ।

ଏହି ଲୁକ୍ ରେ ଅବଶ୍ୟ ସେ ବହୁତ ହଟ୍ ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ଅଧିକାଂଶ ଲୋକ ତାଙ୍କର ଏହି ଫ୍ୟାସନ ଷ୍ଟାଇଲକୁ ପସନ୍ଦ କରୁନାହାନ୍ତି । ସୋସିଆଲ ମିଡିଆରେ ୟୁଜର୍ସ ମାନେ ଶିଲ୍ପାଙ୍କୁ କହିଛନ୍ତି, ‘ଶିଲ୍ପା କେବଳ କୁର୍ତ୍ତା ପିନ୍ଧି ବାହାରେ ବୁଲିବାକୁ ଯାଉଛନ୍ତି’ ଓ ଅନ୍ୟ ପକ୍ଷରେ ଆଉ ଜଣେ ୟୁଜର କହିଛନ୍ତି, ‘ଶିଲ୍ପା ବହୁତ ଚଞ୍ଚଳ ଅଛନ୍ତି ବୋଧେ ସେଥିପାଇଁ ପ୍ଯାଣ୍ଟ ପିନ୍ଧିବାକୁ ଭୁଲିଗଲେ’। ଶିଲ୍ପାଙ୍କୁ ନିଜ ଫ୍ୟାସନ ଷ୍ଟାଇଲ ପାଇଁ ବହୁତ ଟ୍ରୋଲ ହେବାକୁ ପଡୁଛି ।

ବନ୍ଧୁଗଣ ଶିଲ୍ପାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତାଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଫଟୋଟି ବହୁତ ପସନ୍ଦ ଆସିଥିଲେ ମଧ୍ୟ ଅନ୍ୟ କେତେକ ୟୁଜର୍ସଙ୍କୁ ଶିଲ୍ପାଙ୍କ ଫ୍ୟାସନ ଷ୍ଟାଇଲ ପସନ୍ଦ ଆସିନାହିଁ । ତା ହେଲେ ଶିଲ୍ପାଙ୍କ ଫ୍ୟାସନ ଷ୍ଟାଇଲ ପାଇଁ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *