ଦେଖନ୍ତୁ Babushan ଙ୍କ ପୁଅର ଷ୍ଟାଇଲିସ୍ ଅନ୍ଦାଜ୍ ! ବାପାର ପୁରା କାର୍ବନ କପି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ତାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ଦେଖିବା ପାଇଁ ଲୋକମାନେ ବେସ ପସନ୍ଦ କରନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ବାବୁସାନ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ବାବୁସାନ ଅଭିନୟ କରିବା ସହ ଭଲ ଗୀତ ମଧ୍ୟ ଗାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ବାବୁସାନ ଗତ କିଛି ଦିନ ହେବ ନିଜ ପୁଅ ପାଇଁ ବହୁତ ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ମାସ ତଳେ ବାବୁସାନଙ୍କର ଏକ ପୁଅ ଜନ୍ମ ହୋଇଥିଲା । ପୁଅ ଜନ୍ମ ହେବା ପରଠାରୁ ବାବୁସାନ ନିଜ ପୁଅର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରୁଛନ୍ତି ।

ତେବେ ଏହାରି ମଧ୍ୟରେ ତାଙ୍କ ପୁଅର ଏକ ନୂଆ ଭିଡିଓ ସାମ୍ନାକୁ ଆସୁଛି ଓ ଏହି ଭିଡିଓଟି ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାବୁସାନଙ୍କ ପୁଅର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ଏହି ଭିଡିଓରେ ବାବୁସାନଙ୍କ ପୁଅ ସୋଇଥିବାର ନଜର ଆସୁଛି ଆଉ ତା ସହ ତାର ଜେଜେ ମା ତଥା ଅପରାଜିତା ଖେଳୁ ଥିବାର ନଜର ଆସୁଛନ୍ତି । ଏହା ସହିତ ବାବୁସାନ ନିଜ ପୁଅରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଏହି ଫଟୋରେ ତାଙ୍କ ପୁଅ ଚଷମା ପିନ୍ଧି ଥିବାର ନଜର ଆସୁଛି ଆଉ ବହୁତ ଷ୍ଟାଇଲିସ ଦେଖା ଯାଉଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *