ହେ ଭଗବାନ ! ବାହା ବେଦୀରେ ଏ କି କାଣ୍ଡ ହେଇଗଲା…ବରକୁ କଷି ଦେଇଗଲା କନିଆଁ, ହେଲେ କାହିଁକି ? ଦେଖନ୍ତୁ ଏହି ଭାଇରାଲ Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ । ବାଣ ଫୁଟୁଥିଲା ବାଜା ବି ବାଜୁଥିଲା, ରୋଷଣି କରି କନିଆଁ ଦୁଆରରେ ପହଞ୍ଚିଲା ବର। ବରଯାତ୍ରୀରେ ଧୁମ୍ ନାଚିଲେ ବରପକ୍ଷ।

ବ୍ୟାଣ୍ଡ ବାଜା ସହ କନିଆଁକୁ ନେବା ପାଇଁ ଆସିଥିବା ବରକୁ ମଧ୍ୟ ଧୁମ୍ ଧାମରେ କରାଗଲା ସ୍ୱାଗତ । ଏହାପରେ ଆରମ୍ଭ ହେଲା ବରଣମାଳା ନୀତି । ମଣ୍ଡପ ଉପରେ ମୁହାଁମୁହିଁ ହୋଇ ଠିଆ ହୋଇଥିଲେ ବର କନ୍ୟା ।ବର କନ୍ୟା ବେକରେ ମାଳ ପକାଇଲେ ହେଲେ କନ୍ୟା ବରମାଳା ପକାଇବା ବଦଳରେ ବର ମୁହଁରେ କଷି ଦେଇଗଲେ ଚାପୁଡା । ଗୋଟେ କି ଦୁଇଟି ନୁହେଁ ଧଡା ଧଡ ଚାପୁଡା ଉପରେ ଚାପୁଡା ମାରି ଚାଲିଲେ ନବବଧୂ ।

ଏହା ପରେ ରାଗ ତମତମ ହୋଇ ମଣ୍ଡପ ଉପରୁ ତଳକୁ ଓଲହାଇ ଚାଲିଗଲେ । ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।ଉତ୍ତର-ପ୍ରଦେଶର ହରିପୂର ଜିଲ୍ଲାର ଶ୍ଵାସୀ ଗାଁକୁ ଚମାରୀ ଗାଁରୁ ବରଯାତ୍ରୀ ନେଇ ଆସିଥିଲେ ରବି ଶଙ୍କର । ବରଯାତ୍ରୀ ପହଞ୍ଚିବା ପରେ କନିଆଁ ପକ୍ଷରୁରୁ ବରଯାତ୍ରୀକୁ ଧୁମଧାମରେ ସ୍ଵାଗତ କରାଗଲା । ବିବାହ କାର୍ଯ୍ୟକ୍ରମ ଆଗକୁ ବଢିଲା । ମଣ୍ଡପ ଉପରେ ରବି ଶଙ୍କର ଓ ତାଙ୍କ ସ୍ତ୍ରୀ ହେବାକୁ ଯାଉଥିବା କନ୍ୟା ଛିଡା ହୋଇଥିବା ବେଳେ ରବି କନ୍ୟା ବେକରେ ବରମାଳା ପକାଇଲେ ।

କିନ୍ତୁ ବରମାଳା ପକାଇବା ପରେ ହଠାତ ନବବଧୂ ଜଣକ କରିଦେଇଥିଲେ ତାଙ୍କ ଉପରେ ଚାପୁଡା ବର୍ଷା । ସର୍ବ ସମ୍ମୁଖରେ ସେ ମାରି ଚାଲିଥିଲେ ମାଡ ଏହା ପରେ କେହି କିଛି ବୁଝିବା ପୂର୍ବରୁ କନ୍ୟା ଜଣକ ମଣ୍ଡପ ଛାଡି ଚାଲିଯାଇଥିଲେ । ତେବେ ନବବଧୂ ଜଣକ ବରକୁ କାହିଁକି ଏମିତି ଚାଆପୁଡା ମାଆରିଇଲେ ସେନେଇ କୌଣସି ସୂଚନା ଆସି ନାହିଁ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *