Odia Jokes – ସ୍ତ୍ରୀ- ଯଦି ମୁଁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ? ବାବା- ନର୍କକୁ ଯିବ ତମେ ? ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?

କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1
ଦୁଃଖ କଣ …?
ସକାଳେ 7 ଟା ରେ ନିଦ ଭାଙ୍ଗିବ ଓ ଜାଣିବା କି ଆଉ ପୁଣି ଶୋଇବାର ନାହିଁ …!
ଖୁସି କଣ …?
ରାତି 2 ଟା ରେ ନିଦ ଭାଙ୍ଗିବ ଓ ଜାଣିବା କି
ଏବେ ଆହୁରି 5 ଘଣ୍ଟା ଶୋଇବାର ଅଛି …!

ଡବଲ ଖୁସି କଣ …?
ରାତିରେ ନିଦ ଭାଙ୍ଗିବା ପରେ ଜାଣିବା କି
କାଲି ତ ଛୁଟି ଅଛି ….!!

Joke-2

ସ୍ଵାମୀ ପ୍ରବଚନ ଶୁଣି ଘରକୁ ଆସିଲା ଓ ସ୍ତ୍ରୀ କୁ କୋଳରେ ଉଠାଇ ନେଲା

ପତ୍ନୀ – କଣ ଗୁରୁଜୀ ରୋମାନ୍ସ କରିବାକୁ କହିଛନ୍ତି ?

ସ୍ଵାମୀ – ନା ରେ ପାଗେଳି, ସେ ତ କହିଛନ୍ତି କି ନିଜ ଦୁଃଖ ନିଜେ ଉଠାଅ …!!

Joke-3

ଜଣା ଅଛି ବିଦେଶରେ ଛାଡପତ୍ର ଦେବା ବହୁତ ସହଜ ଅଟେ …!

ପତ୍ନୀ – ଜାଣିଛି , ସେଇଥି ପାଇଁ ତ ସେଠିକାର ଝିଅମାନେ ବାହାଘର ବେଳେ କାନ୍ଦନ୍ତି ନାହିଁ …!!

Joke-4

ପାପା – ପୁଅ, ତୁ ପାସ ହଅ, ନହେଲେ ଫେଲ

ମୁଁ ତତେ ନିଶ୍ଚୟ ବାଇକ ଟେ ଦେବି

ପାପା- ପାସ ହେଇଗଲେ କଲେଜ ଯିବା ପାଇଁ

ଓ ଫେଲ ହେଇଗଲେ କ୍ଷୀର ବିକିବା ପାଇଁ

Joke-5

ସନ୍ଧ୍ୟାରେ ସ୍ଵାମୀ ଆସିବା ମାତ୍ରେ ସ୍ତ୍ରୀ କଳି କରିବା ଆରମ୍ଭ କରିଦେଲା ।

ଚିନ୍ତିତ ସ୍ଵାମୀ – ଆରେ ଦିନ ସାରା କାମ କରି ଥକି ଯାଇଛି ଟିକେ ଫ୍ରେସ ତ ହେବାକୁ ଦେ …

ପତ୍ନୀ – ମୁଁ ବି ତ ଦିନ ସାରା ଏକୁଟିଆ ଥିଲି,

ତ ମୁଁ ବି ଫ୍ରେଶ ହଉଛି

Joke-6

ମ୍ୟାଡମ – ପୁଅ, ମାନି ନେ ଯଦି ଚୋର ପଛ ପଟୁ ଘରେ ପଶିଯାଏ,

ତ ତୁ ସବୁଠୁ ପ୍ରଥମେ କଣ କରିବୁ ?

ପିଲା- ତ ମୁଁ 001 ରେ କଲ କରିବି

ତ ପୋଲିସ ବି ପଛ ପଟୁ ହିଁ ଆସିବ

Joke-7

ସ୍ତ୍ରୀ- ଯଦି ମୁଁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ?

ବାବା- ନର୍କକୁ ଯିବ ତମେ ?

ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?

ବାବା- ଚାଲାଖ ଅଛ, ସ୍ଵର୍ଗକୁ ଯିବା ପାଇଁ ଚାହୁଁଛ ତମେ ଯାହା ଲାଗୁଛି ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *