ଭିକାରୀ କୁ ବି କରିଦେବ କୋଟିପତି, ବାସ କିଛି ଅଚଳ ପଇସା ଓ ଗୋଟିଏ ଖାଲି ଢାଳର ଏହି ଉପାୟ- Vastu Tips

ବନ୍ଧୁଗୁଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ। ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାଏ। କିଛି ବ୍ୟକ୍ତି ଙ୍କୁ ରୋଜଗାର କରିବାର ପନ୍ଥା ମିଳିନଥାଏ ଏବଂ କିଛି ବ୍ୟକ୍ତି ରୋଜଗାର କରିଲେ ମଧ୍ୟ ତାହା ତାଙ୍କୁ ଅଣ୍ଟି ନଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଚମତ୍କାରୀ ଉପାୟ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ।

୧. ବନ୍ଧୁଗଣ ଦୁନିଆରେ ସମସ୍ତ ବ୍ୟକ୍ତି କିଛି ନା କିଛି କାମ ରେ ଘରୁ ବାହାରକୁ ଯାଇଥାନ୍ତି। ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ କାମ ସାରି ଘରକୁ ଫେରିବା ସମୟରେ ଶୂନ୍ୟ ହାତରେ ଫେରି ଥାଆନ୍ତି। ଏପରି ଆଦୋୖ କରନ୍ତୁ ନାହିଁ। ଏହାଦ୍ବାରା ମଙ୍ଗଳ ଦୃଷ୍ଟି ପଡ଼ିଥାଏ।

ଯାହାଦ୍ୱାରା ଘରେ ସବୁବେଳେ ଅଭାବ ଅନଟନ ଦେଖା ଯାଇଥାଏ ଏବଂ ନିଅଣ୍ଟ ହୋଇଥାଏ। ତେଣୁ ଘରକୁ ଫେରୁଥିବା ସମୟରେ ଛୋଟ ଜିନିଷ ବି ହେଉ ସାଙ୍ଗରେ ନେଇ ଫେରନ୍ତୁ। ଯଦି କିଛି କିଣି ପାରୁ ନାହାନ୍ତି ତେବେ ଏକ ଗଛ ର ପତ୍ର ଛିଣ୍ଡାଇ ମଧ୍ୟ ନେଇ ଆସନ୍ତୁ ଏବଂ ପରେ ତା’କୁ ପକାଇ ଦିଅନ୍ତୁ। ଏହାର ଶୁଭ ପରିଣାମ ଆପଣ ମାନେ ନିଶ୍ଚିତ ଭାବରେ ଅନୁଭବ କରି ପାରିବେ।

୨. ବନ୍ଧୁଗଣ ଆପଣ ଏକ ଧଳା ରଙ୍ଗର ଓ ଠିଆ ହୋଇଥିବା ଗଣେଶ ଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ। ଏହି ମୂର୍ତ୍ତି କୁ ଘରର ପୂର୍ବ ଦିଗରେ ସ୍ଥାପନ କରନ୍ତୁ। ଏହି ମୂର୍ତ୍ତି ସମ୍ମୁଖରେ ଅରୁଆ ଚାଉଳ ରଖି ଦିଅନ୍ତୁ ଏବଂ କିଛି ଦିନ ପରେ ଏହି ଚାଉଳ ଖରାପ ହୋଇଗଲେ, ପୁରୁଣା ଅରୁଆ ଚାଉଳ କୁ କାଢ଼ି ପୁଣିଥରେ ଅରୁଆ ଚାଉଳ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଅଟକି ରହି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ।

୩. ବନ୍ଧୁଗଣ କିଛି ବ୍ୟକ୍ତି ରୋଜଗାର କରିଥାନ୍ତି, କିନ୍ତୁ ତାଙ୍କୁ ପଇସା ନିଅଣ୍ଟ ହୋଇଥାଏ ଏବଂ କିଛି ବ୍ୟକ୍ତି ଙ୍କୁ ରୋଜଗାର କରିବାର ପନ୍ଥା ମିଳିନଥାଏ ଓ ସେମାନଙ୍କ ଜୀବନ ରେ ସର୍ବଦା ଅଭାବ ଅନଟନ ଲାଗି ରହିଥାଏ। ତେଣୁ ଯେଉଁ ମାନେ ଏହି ସମସ୍ୟା ରେ ଅଛନ୍ତି ସେମାନେ ଏକ ପିତ୍ତଳ ର ଲୋଟା ନିଅନ୍ତୁ ଏବଂ ସେଥିରେ କିଛି ଅଚଳ ପଇସା ବା ଚଳନୀୟ ପଇସା ରଖି ଲୋଟା କୁ ଭର୍ତ୍ତି କରି ଦିଅନ୍ତୁ।

ପ୍ରତିଦିନ ଏହି ଅଚଳ ପଇସା ପୂର୍ଣ ଥିବା ଲୋଟା କୁ ଭୂମିଷ୍ଠ ପ୍ରଣାମ କରନ୍ତୁ। ବନ୍ଧୁଗଣ ଆପଣ ଦେଖିବେ ଆପଣଙ୍କ ଜୀବନ ରେ ସବୁ ପ୍ରକାର ଅଭାବ ଅନଟନ ଦୁର ହୋଇଯିବ ଏବଂ ଘରେ ଧନର ବର୍ଷା ହେବ। ଏହି ଉପାୟର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *