କନ୍ୟା ର କେଉଁ ଅଙ୍ଗ ଗୋଲ ହୋଇଥିଲେ ସେମାନେ ହୋଇଥାନ୍ତି ଦୈବୀଗୁଣୀ ? ଏହା ସହିତ ପଢନ୍ତୁ ଆଜିର 12 ଅନୁଚିନ୍ତା

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କାରଣ ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣର କରିଦେବ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମହିଳାଙ୍କ ସ୍ଵଭାବ, ଚରିତ୍ର ଓ ଗୁଣ ଅଲଗା ଅଲଗା ହୋଇଥାଏ । ହେଲେ ଲୋକମାନେ ମହିଳା ମାନଙ୍କୁ ସହଜରେ ଜାଣି ପାରନ୍ତି ନାହିଁ ।

କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏପରି କିଛି ଅଙ୍ଗ ବା ଗୁଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣି ଆପଣ ମାନେ ସେହି ମହିଳା ମାନଙ୍କ ବିଷୟରେ ଜାଣିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର କଣ୍ଠ କୋମଳ ଏବଂ କଥା ବାରତା ଧୀର ହୋଇଥାଏ ସେମାନେ ଅନ୍ତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୨. ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶିଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ଥାନ୍ତି ସେମାନେ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ ଅଟନ୍ତି ।

୩. ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ଯେଉଁ ମହିଳା ମାନେ ସକାଳ ଓ ସନ୍ଧ୍ୟା ସମୟରେ ଘରେ ଦେବୀ ଦେବତା ମାନଙ୍କୁ ଧୂପ ଦେଇ ତାଙ୍କର ପୂଜା କରିଥାନ୍ତି ସେମାନେ ଭାଗ୍ୟବତି ହେବା ସହ ଆପଣଙ୍କ ଘରର ଶୋଭାଗ୍ୟକୁ ବଢାଇ ଥାନ୍ତି ।

୫. ଯେଉଁ ମହିଳାଙ୍କର ଗାଲ ଗୋଲ, ସୁନ୍ଦର ଓ ଶିର ଦେଖାଯାଏ ନଥାଏ ସେମାନେ ଅତ୍ୟନ୍ତ ଦୈବୀଗୁଣଯୁକ୍ତ ମହିଳା ଅଟନ୍ତି । ଏହି ମହିଳା ମାନେ ଯେଉଁ ଘରକୁ ବୋହୁ ହୋଇଯାଇଥାନ୍ତି ସେହି ଘରର ମାନ ସମ୍ମାନ ଓ ଧନ ବୃଦ୍ଧି ହୋଇଥାଏ ।

୬. ଯେଉଁ ମହିଳାଙ୍କର ବେକ ଚାରି ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢଳ ହୋଇଥାଏ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ଅଟନ୍ତି ।

୭. ଯେଉଁ ମହିଳା ମାନଙ୍କର ଓଠ ଦୁଇ ଆଙ୍ଗୁଳି ବିଶିଷ୍ଠ, ସୁନ୍ଦର ଓ ମାଂସାଳ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି ।

୮. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ଘଣ୍ଟିକା ଉଚ୍ଚ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୯. ଯେଉଁ ମହିଳା ମାନଙ୍କର ବେକରେ ତିନୋଟି ରେଖା ପଡିଥାଏ ସେମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ଅତ୍ୟନ୍ତ ଐସ୍ଵର୍ଯଶାଳି ହୋଇଥାନ୍ତି । ଏହି ପ୍ରକାରର ମହିଳା ମାନେ ସର୍ବଦା ସ୍ଵାମୀ ନିଜ ଶାଶୁ ଘରର ମାନ ସମ୍ମାନକୁ ବୃଦ୍ଧି କରାଇଥାନ୍ତି ।

୧୦. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକର ଅଗ୍ର ଭାଗ ଅଳ୍ପ ଲମ୍ବିଥାଏ ସେମାନଙ୍କୁ ବହୁତ ସୁଖ ଓ ଶୋଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୧. ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳା ମାନଙ୍କର ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷ ମାନଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି ।

୧୨. ଯେଉଁ ମହିଳା ମାନଙ୍କର ଓଠ ମଝିରେ ରେଖା ଦେଖାଯାଇଥାଏ ସେମାନେ ଅତ୍ୟନ୍ତ ଶୋଭାଗ୍ୟ ଶାଳି ମହିଳା ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *