Jyotish Shastra – ୨୦୨୧ ରୁ ୨୦୨୮ ପର୍ଯ୍ୟନ୍ତ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ଏହି 6 ଟି ରାଶି, ଦେଖନ୍ତୁ କଣ ଆପଣଙ୍କ ରାଶି ଅଛି ଏଥିରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଗତି ନିରନ୍ତର ଭାବରେ ପରିବର୍ତ୍ତନ ହୋଇଥାଏ । ଯେଉଁ କାରଣରୁ ସମସ୍ତ 12 ଟି ରାଶି ଏହା ଦ୍ଵାରା ପ୍ରଭାବିତ ହୋଇଥାଏ । ଯଦି କୌଣସି ଗ୍ରହର ସ୍ଥିତିରେ କୌଣସି ପ୍ରକାରର ପରିବର୍ତ୍ତନ ଆସିଥାଏ ତେବେ ଏହି କାରଣରୁ ବହୁତ ସଂଯୋଗ ହୋଇଥାଏ । ଯାହାର କିଛି ନା କିଛି ପ୍ରଭାବ ସମସ୍ତ ରାଶିଙ୍କ ଉପରେ ପଡିଥାଏ । ଆପଣଙ୍କୁ କହି ଦେଉଛୁ କି 2021 ମସିହା ଠାରୁ 2028 ପର୍ଯ୍ୟନ୍ତ କିଛି ରାଶିଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଆଶୀର୍ବାଦ ରହିବ । ଯାହା ଦ୍ଵାରା ଏମାନଙ୍କୁ ବହୁତ ଖୁସି ଖବର ମିଳିବ ।

ମିଥୁନ ରାଶି -ଏହି ବ୍ୟକ୍ତି ବିଶେଷ ମାନଙ୍କର 2021 ମସିହା ଠାରୁ ସମୟ ବହୁତ ଭଲ ରହିବାର ଅଛି । ମହିଳାମାନେ ଉଚିତ ପନ୍ଥା ଗ୍ରହଣ କରି ନିଜ ସମୟକୁ ହସ ଖୁସିରେ ବିତାଇବେ । ଆପଣ ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ସାମାଜିକ କ୍ଷେତ୍ରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ ।

ବୃଷ ରାଶି

ଏହି ରାଶିଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ଲଗାତାର ଲାଗି ରହିବ । ଅଧିକାରୀଙ୍କ ଠାରୁ ସହଯୋଗ ପାଇ କାର୍ଯ୍ୟ ପୂରଣ କରିବେ । ଦମ୍ଭ ସାହସ ବୁଦ୍ଧି ଓ କ୍ଷମତା ଯୋଗୁ ଯଥା ପ୍ରାପ୍ତି ସୁସମ୍ବାଦ ଶୁଣିବେ । ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ । ଅଚାନକ ଆପଣଙ୍କୁ ଧନ ଲାଭ ହେବାକୁ ଲାଗିବ ।

ସିଂହ ରାଶି

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ କୃଷ୍ଣ ଙ୍କ ଆଶୀର୍ବାଦରୁ ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ହେବା ସହିତ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ବକେୟା ଅର୍ଥ ଲାଭ ହେବ । ଯାହା ଫଳରେ ବ୍ୟବସାୟ ବୃଦ୍ଧି କରି ଆଶା ଠାରୁ ଅଧିକ ଲାଭବାନ ହେବେ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତି ମାନେ ଶ୍ରୀ କୃଷ୍ଣଙ୍କ କୃପାରୁ ନିଜର ପୁରା ଧ୍ୟାନ ନିଜ କର୍ମରେ କେନ୍ଦ୍ରିତ କରିବେ । ପୁରୁଣା ରୋଗରୁ ଉପସମ ପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ସାମାଜିକ ସ୍ତରରେ ଖ୍ୟାତି ବଢିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ଵେ ଲାଭ ସୁନିଶ୍ଚିତ ମିଳିବ । ପ୍ରେମ ସମ୍ବନ୍ଧରେ ମଧୁରତା ଓ ସଫଳତା ମିଳିବ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶ୍ରୀ କୃଷ୍ଣ ଙ୍କର ଆଶୀର୍ବାଦ ରହିବ । କର୍ମ କ୍ଷେତ୍ରରେ ଚିନ୍ତା କରୁଥିବା କାମ ଗୁଡିକ ସହଜରେ ହୋଇଯିବ । ଦୃଢ ଆତ୍ମବିଶ୍ଵାସ ଦ୍ଵାରା ସମସ୍ତ ବାଧା ବିଘ୍ନ କୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ । ବାଦ ବିବାଦ କ୍ରିଡା ପ୍ରତିଦ୍ୱନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଏବଂ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ ।

ଧନୁ ରାଶି

ଶ୍ରୀ କୃଷ୍ଣଙ୍କ ଅସୀମ କୃପାରୁ ଆପଣଙ୍କ ଭାଗ୍ୟ ବଦଳିଯିବ । ଅଧା ରହି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଆପଣଙ୍କୁ କୌଣସି ନୂଆ ଅବସର ମିଳିପାରେ । ନୂଆ ଅବସର ଦ୍ଵାରା ଆପଣଙ୍କୁ ଅଧିକ ମାତ୍ରାରେ ସଫଳତା ମିଳିବାର ଯୋଗ ବନୁଛି । ବ୍ୟାପାରରେ ହଠାତ ଧନଲାଭ ହେବାର ସମ୍ଭାବନା ବନୁଅଛି । ତେବେ ଆପଣ ମାନେ ଯଦି ଭଗବାନ ଶ୍ରୀ କୃଷ୍ଣଙ୍କୁ ଭକ୍ତି କରୁଥାନ୍ତି ତେବେ କମେନ୍ଟ ରେ ଜୟ ଶ୍ରୀ କୃଷ୍ଣ ଅବଶ୍ୟ ଲେଖନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *