ଓଡିଆ ଫିଲ୍ମ କମେଡିଆନ Suman Maharana ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ବି ଦେଖି ନଥିବେ

ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜଣେ ଏମିତି କଳାକାର ଅଛନ୍ତି ଯିଏ ବହୁତ କମ ହାଇଟ ହେବା ସତ୍ଵେ ବି ହାର ନ ମାନି ଏହି ଇଣ୍ଡଷ୍ଟ୍ରି ରେ ସଫଳତା ପାଇଛନ୍ତି । ସେ ନିଜର କମେଡି ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ନେଇ ଆସନ୍ତି । ଆମେ ଆପଣଙ୍କୁ ଯାହାଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଡିଶାର କମେଡିଆନ ଆକ୍ଟର ସୁମନ । ଆପଣମାନେ ଟିଭି ପରଦାରେ ସୁମନ ଙ୍କ ଜବରଦସ୍ତ ଆକଟିଂ ନିଶ୍ଚିତ ଭାବରେ ଦେଖିଥିବେ ।

ହେଲେ ଫ୍ରେଣ୍ଡ୍ସ ଆପଣମାନେ କଣ ସୁମନ ଙ୍କ ପରିବାର ବିଷୟରେ କିଛି ଜାଣିଛନ୍ତି କି ? ସୁମନ ଙ୍କ ବୟସ, ସୁମନ ଙ୍କ ଧନ ସମ୍ପତି ଏ ବିଷୟରେ ଆପଣମାନେ କିଛି ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଅଲିଉଡ ର ଜବରଦସ୍ତ କମେଡିଆନ ସୁମନ ଙ୍କୁ ତ ଆପଣମାନେ ବହୁତ ସାରା ଫିଲ୍ମ, ସିରିଏଲ ଓ କମରସିଆଲ ରେ ନିଶ୍ଚିତ ଭାବରେ କମେଡି କରୁଥିବାର ଦେଖିଥିବେ । ବର୍ତ୍ତମାନ ସୁମଙ୍କୁ ପ୍ରାୟ 40 ବର୍ଷ ବୟସ ହୋଇ ସାରିଛି । ସୁମନ ପ୍ରାୟ 50 ରୁ ଅଧିକ ଓଡିଆ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ।

ସୁମନ ଙ୍କର ହାଇଟ ମାତ୍ର 3 ଫୁଟ 4 ଇଞ୍ଚ । ତାଙ୍କର ଏହି ହାଇଟ ଓ କମେଡି କଥା ପାଇଁ ତାଙ୍କୁ ବହୁତ ସାରା ଫିଲ୍ମ ରେ କମେଡି କରିବାର ସୁଯୋଗ ମିଳିଥିଲା । ଏହା ସହିତ ସେ ବହୁତ ସାରା ଆଡଭୋଟାଇଜ ଓ ସିରିଏଲ ରେ ବି ଆକଟିଂ କରୁଥିବାର ଆପଣ ମାନେ ନିଶ୍ଚିତ ଭାବରେ ସୁମନ ଙ୍କୁ ଦେଖିଥିବେ । ସୁମନ ତାଙ୍କ ପରିବାର ସହ ଖୋର୍ଦ୍ଧା ଜିଲ୍ଲାରେ ରୁହନ୍ତି ।

ସୁମନ ବର୍ତ୍ତମାନ ସମୟରେ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରାୟ 2 ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ବର୍ତ୍ତମାନ ସମୟରେ ସୁମନ ଙ୍କ ଟୋଟାଲ ସମ୍ପତି ଦେଖିଲେ ତାଙ୍କ ପାଖରେ ପ୍ରାୟ 30 ରୁ 40 ଲକ୍ଷ ଟଙ୍କାର ସମ୍ପତି ଅଛି । ଏହା ସହିତ ସୁମନ ବର୍ତ୍ତମାନ ଗୋଟିଏ ଆଡଭୋଟାଇଜ କରିବା ପାଇଁ ପ୍ରାୟ 20-30 ହଜାର ଟଙ୍କା ନେଇଥାନ୍ତି ।

ଆଗାମୀ ଦିନ ମାନଙ୍କରେ ଆପଣ ମାନେ ସୁମନ ଙ୍କୁ ବହୁତ ସାରା ଫିଲ୍ମ ରେ ଦେଖିବାକୁ ପାଇବେ । କାରଣ ତାଙ୍କୁ ବର୍ତ୍ତମାନ ବହୁତ ସାରା ଫିଲ୍ମ ର ଅଫର ମିଳିଛି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସୁମନ ଙ୍କ ଆକଟିଂ ବା ତାଙ୍କ କମେଡି ଆପଣ ମାନଙ୍କୁ କେମିତି ଲାଗେ ନିଶ୍ଚୟ କମେନ୍ଟ କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *