Jyotish Shastra – ଦୀପାବଳି ଅମାବାସ୍ୟାରେ ମହା ସଂଯୋଗ, ୮ ଟି ରାଶି ରେ ଧନ ର ବର୍ଷା

ଦିନ୍ଦୁ ଧର୍ମ ରେ ଜ୍ୟୋତିଷ ଶାସ୍ତ୍ର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ଆମେ କୌଣସି ବ୍ୟକ୍ତି ର ଭବିଷ୍ୟତ, ଓ ପୂର୍ବରୁ ଘଟିଥିବା ସମସ୍ତ ପ୍ରକାରର ଘଟଣା ସମ୍ପର୍କ ରେ ଜାଣିପାରିବା । ଜ୍ୟୋତିଷ ଶାସ୍ତ୍ର ରେ ୧୨ ଗୋଟି ରାଶି ସମ୍ପର୍କ ରେ ବର୍ଣ୍ଣନା କରାଯାଇଛି । ୧୨ ଗୋଟି ରାଶି ମାନଙ୍କର ଉପସ୍ଥିତି, ଗ୍ରହ ଓ ନକ୍ଷତ୍ର ମାନଙ୍କ ସହ ଜଡ଼ିତ ରହିଛି । ଯେତେବେଳ ଏହି ଗ୍ରହ ନକ୍ଷତ୍ର ନିଜ ନିଜ ର ସ୍ଥିତି ବଦଳାଇଥାନ୍ତି ସେତେବେଳେ ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ଆମ ରାଶି ଉପରେ ପଡ଼ିଥାଏ ।

ସବୁଦିନ ଗ୍ରହ ମାନଙ୍କ ଭିତରେ ନିରନ୍ତ ର ପରିବର୍ତ୍ତନ ହୁଏ । କିଛି ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଭଲ ହେଇଥାଏ ତ ଆଉ କିଛି ଜଣ ଙ୍କ ପାଇଁ ଖରାପ ହେଇଥାଏ । ଜୀବନରେ ଭଲ ଖରାପ ଲାଗି ରହିଥାଏ । ସର୍ବଦା ଭଲ ଓ ସର୍ବଦା ଖରାପ ହେବା ଏମିତି କିଛି ମାନେ ନାହିଁ ।

ଜ୍ୟୋତିଷଙ୍କ ଅନୁସାରେ ଦୀପାବଳି ପରେ କିଛି ରାଶି ର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ସେହି ରାଶି ମାନଙ୍କ ଉପରେ ଖୁସି ଓ ଧନ ର ବର୍ଷା ହେବ । ଦୀପାବଳି ପରେ ଏହି ରାଶି ମାନଙ୍କ ର ସମସ୍ତ ଚିନ୍ତା,ବାଧା, ବିଘ୍ନ, ଦୂର ହେବ। ଦୁର୍ଭାଗ୍ୟ ସେମାନଙ୍କ ପିଛା ଛାଡିବ ଓ ସୌଭାଗ୍ୟ ଆଗମନ କରିବ । ସେମାନେ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ହାସଲ କରିବେ।

ଭାଗ୍ୟ ତାଙ୍କ ସପକ୍ଷ ରେ ରହିବ। ଚାକିରି, ଓ ବ୍ୟବସାୟ ରେ ଉନ୍ନତି ଆସିବ । ଆପଣଙ୍କ ର ଧନ ଲାଭ ହେବ। ପରିବାର ଲୋକ ଙ୍କ ଠାରୁ ଅଚାନକ ଧନ ପ୍ରାପ୍ତ ହେବ । ଆପଣଙ୍କୁ ସ୍ବର୍ଗ ଭଳି ଖୁସି ମିଳିବ। ଆପଣଙ୍କ ଜୀବନରେ ଏ ଭଳି କିଛି ପରିବର୍ତ୍ତନ ହେବ ଯାହା ଆପଣଙ୍କ ଜୀବନ କୁ ସମ୍ପୂର୍ଣ ବଦଳାଇ ଦେବ। ଆପଣଙ୍କ ଜୀବନରେ ଏକ ବ୍ୟକ୍ତି ର ଆଗମନ ହେବ ଯାହା ଫଳରେ ଆପଣ ଭବିଷ୍ୟତ ରେ ଖୁବ୍ ଲାଭବାନ ହେବେ।

ଦୀପାବଳି ପରେ ଆପଣଙ୍କ ପାଖକୁ ଖୁସି ଖବର ଆସିବ। ବନ୍ଧୁବାନ୍ଧବ ମାନଙ୍କ ସହ ଭଲ ବ୍ୟବହାର କରନ୍ତୁ । କଳି, ଝଗଡା ଠାରୁ ଦୁରେଇ ରୁହନ୍ତୁ । ଆପଣ କାହା ସହ ଝଗଡା କରନ୍ତୁ ନାହିଁ ନଚେତ୍ ଏହା ଆପଣଙ୍କ ପାଇଁ ଅଶୁଭ ହେବ। ଆପଣ ଙ୍କ ବାଣୀ ରେ କଠୋରତା ଆସିପାରେ ଓ ଏହା ର ସନ୍ତୁଳନ ରଖନ୍ତୁ ସୁଖ ଭୋଗ କରିବେ ।

କୌଣସି ବନ୍ଧୁ ଙ୍କ ସହାୟତା ରେ ଚରିକି ମିଳିପାରେ । ପରିବାର ଲୋକଙ୍କ ଠାରୁ ସହାୟତା ମିଳିବ। ପିତା ଙ୍କ ଆଶୀର୍ବାଦ ମିଳିବା ସହ କାର୍ଯ୍ୟ ରେ ସଫଳତା ହାସଲ କରିବେ। ଖୁସି, ଶାନ୍ତି ଓ ଧନ ର ପ୍ରାପ୍ତି ହେବ । ତେବେ ଆମେ ଏଠାରେ ଯେଉଁ ରାଶି ମାନନକ ବିଷୟରେ କଥା ହେଉଛେ ସେହି ଭାଗ୍ୟଶାଳୀ ରାଶି ମାନେ ହେଲେ ମେଷ ରାଶି, ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି,ତୁଳା ରାଶି, ଧନୁ ରାଶି, ସିଂହ ରାଶି,କୁମ୍ଭ ରାଶି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *