ଆଜି ଏତେ ବର୍ଷ ପରେ ପୂରାପୂରି ବଦଳି ଯାଇଛନ୍ତି ସିରିଏଲ ‘Jhansi Ki Rani’ ର ଏହି ଦୁଇ Child Actress, ଆଜି ଦେଖା ଯାଆନ୍ତି ପୁରା ପରି ଭଳି

୨୦୦୯ରେ ପ୍ରସାରିତ ହୋଇଥିବା ଝାନ୍ସି କି ରାଣୀ ସିରିଏଲ ସେତେବେଳେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହାକୁ ଏବେ ମଧ୍ୟ ଲୋକେ ଦେଖିବାକୁ ବହୁତ ଇଚ୍ଛୁକ ଅଛନ୍ତି । ସେଥିରେ ଅଭିନୟ କରିଥିବା କାଳାକାର ମାନେ ସମସ୍ତେ ନିଜ ନିଜର ଅଭିନୟକୁ ବହୁତ ଭଲ ଭାବରେ ତୁଲେଇ ଥିଲେ । ଏଥିରେ ମଣି କର୍ଣ୍ଣିକା ର ଷ୍ଟୋରୀକୁ ମଧ୍ୟ ବହୁତ ସୁନ୍ଦର ଭାବରେ ଦେଖା ଯାଇଥିଲା । ସେଥିରେ ଛୋଟ କାଳାକାର ଭବରେ ଦୁଇଜଣ ଅଭିନେତ୍ରୀ ଥିଲେ , ସେମାନେ ହେଉଛନ୍ତି ଛୋଟ ମଣି କର୍ଣ୍ଣିକା ଓ ପ୍ରାଚୀକା । ତେବେ ଆସନ୍ତୁ ଆଜି ଆମେ ଜାଣିବା ସେହି ଦୁଇ ଶିଶୁ କଳାକାର ମାନଙ୍କ ବିଷୟରେ ।

ଏହି ସିରିଏଲରେ ଛୋଟ ମଣି କର୍ଣ୍ଣିକା ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ଆସଲି ନାମ ହେଉଛି ଉଲ୍କା ଗୁପ୍ତା । ତାଙ୍କର ଜନ୍ମ ୧୨ ଅପ୍ରିଲ ୧୯୯୭ ମସିହାରେ ମହାରାଷ୍ଟ୍ର ର ମୁମ୍ବାଇ ସହରରେ ହୋଇଥିଲା । ସେ ତାଙ୍କର ଅଭିନୟ ୨୦୦୬ ମସିହାରେ ଆସିଥିବା ସିରିଏଲ ରେସ୍ମ ଡାଙ୍କ ରୁ ଆରମ୍ଭ କରିଥିଲେ ।

ସେ ଏଥିରେ ବହୁତ ଭଲ ଭାବରେ ତାଙ୍କର ଭୂମିକା ନିଭେଇଥିଲେ । ଏହା ପରେ ତଙ୍କୁ ବହୁତ ସିରିଏଲ ର ଅଫର ମାନ ଆସିଥିଲା । ଏହା ପରେ ସେ ହିନ୍ଦୀ ଫିଲ୍ମ ସିମ୍ବା ଓ ତାମିଲ ଫିଲ୍ମ ରୁଦ୍ରମାଦେବୀ ଭଳି ଫିଲ୍ମରେ କାମ କରିଛନ୍ତି । ତେଣୁ ସେ ଏବେ ଜଣେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

ସେ ଏବେ ୨୩ ବର୍ଷ ବୟସର ହୋଇ ଯାଇଛନ୍ତି । ସେ ଏବେ ବହୁତ ସୁନ୍ଦର ଦେଖାଯିବା ସହିତ ବହୁତ ଷ୍ଟାଇଲିସ ମଧ୍ୟ ଦେଖା ଯାଉଛନ୍ତି । ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ରହୁଛନ୍ତି । ସେହିପରି ,ସେହି ସିରିଏଲରେ ପ୍ରାଚୀକା ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାରଙ୍କ ଆସଲି ନାମ ଅଂଶୁର କୌର ଅଟେ । ସେ ୩ ମଇ ୨୦୦୪ ମସିହାରେ ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ ।

ସେଥିପାଇଁ ସେ ତାଙ୍କର ପାଠପଢା ମଧ୍ୟ ସେହିଠାରେ କରିଥିଲେ । ସେ ତାଙ୍କର ଆଭିନୟ କ୍ୟାରିୟର ମାତ୍ର ୫ ବର୍ଷରେ ଆରମ୍ଭ କରିଥିଲେ । ଏହା ପରେ ସେ ବହୁତ ଟିଭି ସିରିଏଲରେ କାମ କରିଛନ୍ତି । ସେ ‘ନା ବୋଲେ ତୁମ ନା ମେନେ କୁଛ କାହା’ , ମହାଭାରତ ଭଳି ଅନେକ ସୁପର ହିଟ ସିରିଏଲରେ କାମ କରି ବହୁତ ଲୋକପ୍ରିୟ ହୋଇଛନ୍ତି । ସେ ଏବେ ୧୩ ବର୍ଷ ବୟସର ହୋଇ ସାରିଛନ୍ତି ।

ସେ ଏବେ ବହୁତ ସୁନ୍ଦର ଓ ଷ୍ଟାଇଲିସ ମଧ୍ୟ ଦେଖା ଯାଉଛନ୍ତି । ସେ ବର୍ତ୍ତମାନ ତାଙ୍କ ପାଠପଢା ଉପରେ ଧ୍ୟାନ ଦେଉଛନ୍ତି । ତେବେ ଆପଣଙ୍କୁ ଏହି ଦୁଇ ଜଣ ଚାଇଲ୍ଡ ଆର୍ଟିସ୍ଟ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *