ଅଷ୍ଟ ପ୍ରହରୀରେ ନାଗକୁ ନାଗିନ ଡ୍ୟାନ୍ସ ! ଆଗରୁ କେବେ ବି ଦେଖି ନଥିବେ ଏମିତି ଅଷ୍ଟ ପ୍ରହରୀ…ଦେଖନ୍ତୁ ଭାଇରାଲ Video

ବନ୍ଧଗଣ, ସୂଚନା ଅନୁଯାୟୀ ଏଭଳି ଏକ ବିଷ୍ମୟ ଜନକ ଦୃଶ୍ୟ ଦେଖିବାକୁ ମିଳିଅଛି ଯାହା ଆପଣ ପୂର୍ବ ରୁ କେବେ ଦେଖି ନଥିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାର ନଜର ଆସୁଛି । ଏଥିରେ ଦେଖିବାକୁ ମିଳିଛି ଯେ ଅଷ୍ଟପ୍ରହରୀ ଚାଲିଥିବା ସମୟରେ ନାଗ ମଧ୍ୟ ନାଚୁଅଛି । ଆପଣ ମାନେ ପୂର୍ବ ରୁ କେଳୁଆ ଙ୍କ ପାଖରେ ନାଗ ତଥା ବିଭିନ୍ନ ପ୍ରଜାତିର ସର୍ପ ଖେଳୁଥିବା ଦେଖିଥିବେ । ମାତ୍ର ଏଠାକାର ଦୃଶ୍ୟ ଟିକିଏ ନିଆରା ଥିଲା ।

କାରଣ ଏଠାରେ ଏକ ଗ୍ରାମରେ ଅଷ୍ଟ ପ୍ରହରୀ ଚାଲୁଥିବା ସମୟରେ “ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ” ଏଅ ତାଳେ ତାଳେ ନାଗ ସାପ ଟି ମଧ୍ୟ ନାଚୁଥିଲା । ତେବେ ଏଠାରେ ୫ ଜଣ ବ୍ୟକ୍ତି କୀର୍ତ୍ତନ କରୁଥିଲେ । ଏବଂ ଜଣେ ବ୍ୟକ୍ତି ନାଗ କୁ ଧରି କୀର୍ତ୍ତନ ଧ୍ୱନି ତାଳେ ତାଳେ ନାଚିବାରେ ବ୍ୟସ୍ତ ଥିଲେ ।

ସତେ ଯେମିତି ସାପ ଟି ଭଗବାନ ଙ୍କ ନାମ ଶୁଣି ନିଜକୁ ଭଗବାନ ଙ୍କ ଚରଣ ପାଖରେ ସମର୍ପିତ କରି ଦେଇଛି ଏହି ଦୃଶ୍ୟ କୁ ଦେଖି ତାହା ମନେ ହେଉଥିଲା । ସୌଭାଗ୍ୟବଶତ ଏହି ନାଗ ସାପ ଟି କାହାକୁ କ୍ଷତି ପହଞ୍ଚାଇନାହିଁ । ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଏହି ଦୃଶ୍ୟ ଦେଖି ବେସ ଉଲ୍ଲସିତ । ସେମାନଙ୍କ ମନରେ ଭଗବାନ ଙ୍କ ପ୍ରତି ଭକ୍ତି ଭାବ ର ଆନନ୍ଦ କହିଲେ ନସରେ ।

ଏହି ଦୃଶ୍ୟ ସତରେ ବେସ ନିଆରା ମନେ ହେଉଥିଲା । ଆଜିଭଳି ଦିନରେ ସମସ୍ତେ ପ୍ରାଏ ସାପ ନାମ ଶୁଣିଲା ମାନେ ଥରହରା ହୋଇଥାନ୍ତି । କେତେକ ଲୋକେ ଏହା ମଧ୍ୟ କହିଥାନ୍ତି ଯେ ସାପ ର ଚୋଟ ମନୁଷ୍ୟ ଶଯ୍ୟ ନ କରି ସିଧାସଳଖ ଭଗବାନ ଙ୍କ ପାଖକୁ ଚାଲିଯାଇଥାଏ । ତେବେ ଆପଣ ଗୋଟିଏ କଥା ମନେ ରଖନ୍ତୁ ଯେ କୌଣସି ଜୀବଜନ୍ତୁ ମନୁଷ୍ୟ ର କୌଣସି ପ୍ରକାରର କ୍ଷତି କରିନଥାନ୍ତି ।

ମାତ୍ର ଆମ୍ଭର ଚିନ୍ତାଧାରା ସେହିଭଳି ରହିଅଛି ଯେ ଆଜିଭଳି ଦିନରେ ଆମ୍ଭେ କିଛି ଭୁଲ ଧାରଣା ନେଇ ବସିଅଛୁ । ତେବେ ସାପ ଆମ୍ଭ ପ୍ରକୃତିର ଏକ ଅଂଶ ଅଟେ ଏବଂ ପ୍ରକୃତି ସହିତ ଆମ୍ଭେ ଅନ୍ୟାୟ କରିଲେ ତାହାର ପରିଣାମ କ୍ଷତି ହିଁ ହୋଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *