Jyotish Shastra- ଆସନ୍ତା କାଲି ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବଡ ଖୁସି ଖବର

ବନ୍ଧୁଗଣ ଯେତେବେଳେ ଗ୍ରହ ମାନଙ୍କର ଦଶା ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ଏହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ । କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝି ପାରି ନଥାଉ । ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ । ଆମେ ଏଠାରେ କହି ଦେଉଛୁ କି ପ୍ରତ୍ଯେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହଙ୍କ ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମଣିଷର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ ।

ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି । ଯିଏ ସମସ୍ତ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି । କିନ୍ତୁ ଯେଉଁମାନେ ଅନୈତିକ ଓ ଭୁଲ କାମ କରନ୍ତି ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ । ଆପଣଙ୍କୁ କହି ଦେଉଛୁ କି ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଭଗବାନ ଶନିଦେବ ଆଗାମୀ ସମୟରେ ପ୍ରସନ୍ନ ରହିବେ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।


୧- ପ୍ରଥମ ରାଶି ହେଉଛି ମେଷ ରାଶି ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ଦିନ ଖୁବ ଶୁଭ ହେବ। ଜୀଵନ ସାଥି ର ସହଯୋଗ ମିଳିବ। ଅଚାନକ ଧନ ଲାଭ ହେବ।ଅଟକି ଥିବା କାମ ସମ୍ପୂର୍ଣ୍ଣ ହୋଇଯିବ। ଏବଂ ଶୁଭ ଖବର ମଧ୍ୟ ମିଳିବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ପରିବାରରେ ନିଜର ଦାୟିତ୍ଵ ବୃଦ୍ଧି ହୋଇପାରେ ଓ ଏହାକୁ ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଠିକ ଭାବରେ ତୁଲାଇବାକୁ ସଫଳତା ପାଇବେ ।

୨- ଦ୍ୱିତୀୟ ରାଶି ହେଉଛି ମିଥୁନ ରାଶି। ଏହି ରାଶି ର ବ୍ୟକ୍ତି ମାନେ ପ୍ରେମରେ ସଫଳ ପାଇବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ଏବଂ ଧନ ର ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କୁ ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ ଯାହା ଦ୍ୱାରା କି ଆପଙ୍କୁ ଆର୍ଥିକ ଭାବେ ବହୁତ ଖୁସି ମିଳିବ । ଛାତ୍ର ଓ ଛାତ୍ରୀ ମାନଙ୍କୁ ପରୀକ୍ଷାରେ ଭଲ ମାର୍କ ମିଳିବ ।

୩- ତୃତୀୟ ରାଶି ହେଉଛି ତୁଳା ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ପରିବାରରେ ସୁଖ ଆସିବେ। ଏବଂ ଧନ ଲାଭ ହେବ। ଚାକିରି ରେ ପଦୋନ୍ନତି ହେବ।ବ୍ୟବସାୟ ରେ ସଫଳତା ମିଳିବ। ଏହି ରାଶିର ବ୍ୟକ୍ତି ଯଦି ଚାକିରି ଅନ୍ୱେଷଣ କରୁଛନ୍ତି ତେବେ ତାଙ୍କୁ ଭଲ ଚାକିରୀ ମିଳିବ, ଧନ ବା ଟଙ୍କା ଖୁବ୍ ବୃଦ୍ଧି ପାଇବ ଓ ଚାକିରିଆ ମାନଙ୍କ ପଦୋନ୍ନତି ହେବା ସହ ବେତନରେ ମଧ୍ୟ ବୃଦ୍ଧି ହେବ।

୪- ଚତୁର୍ଥ ରାଶି ହେଉଛି ବୃଷଭ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳି ଯିବ। ଧନ ର ଲାଭ ହେବ।ଅଟକି ଥିବା କାମ ମଧ୍ୟ ସଫଳତା ର ସହିତ ସପୁର୍ଣ୍ଣ ହୋଇଯିବ। ଏବଂ ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଏହି ରାଶିର ବିଦ୍ୟାର୍ଥୀ ମାନଙ୍କୁ ତାଙ୍କ ପାଠପଢ଼ାରେ ଖୁବ୍ ଭଲ ସଫଳତା ପ୍ରାପ୍ତି ହେବ। ବ୍ୟକ୍ତିଙ୍କ ନିଜ ପରିବାରରେ ମାନ ସମ୍ମାନ ଓ ଇଜ୍ଜତ ବଢିବ। ସବୁ କାର୍ଯ୍ୟରେ ସଫଳତା ମିଳିବା ସହ ଏମାନଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ।

୫- ପଞ୍ଚମ ରାଶି ହେଉଛି କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ର ଭାଗ୍ୟ ବଦଳି ଯିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ତେବେ ଏହି ସମୟ ଖୁବ ଶୁଭ ଅଟେ। ଧନ ର ଲାଭ ହେବ। ବ୍ୟବସାୟ ରେ ଉନ୍ନତି ହେବ ଏବଂ ଚାକିରୀରେ ପଦୋନ୍ନତି ହେବ। ବହୁତ ଦିନ ଧରି କରି ଆସୁଥିବା କାର୍ଯ୍ୟର ଉଚିତ ଫଳ ଏବେଠାରୁ ମିଳିବାକୁ ଲାଗିବ । ବାଣିଜ୍ୟ ରେ ବଡ ଧରଣ ର ଲାଭ ମିଳିବ ।

୬-ଷଷ୍ଠ ରାଶି ହେଉଛି ସିଂହ ରାଶି। ସିଂହ ରାଶି ର ବ୍ୟକ୍ତି ମାନଙ୍କର ନୂଆ ପରିବର୍ତ୍ତନ ଆସିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ। ମାଆ ଲକ୍ଷ୍ମୀ ଙ୍କ କୃପା ଯୋଗୁଁ ଧନ ର ମଧ୍ୟ ଲାଭ ହେବ। ଏହି ରାଶି ବ୍ୟକ୍ତିଙ୍କ ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଏହି ରାଶି ବ୍ୟକ୍ତିଙ୍କ ବ୍ୟବସାୟରେ ବଡ଼ ଲାଭ ହେବାକୁ ଯାଉଛି। ଏହି ହେତୁ ବ୍ୟକ୍ତିଙ୍କର ଧନର ଅଭାବ ଘଟିବ ନାହିଁ।

 

୭- ସପ୍ତମ ରାଶି ହେଉଛି ମକର ରାଶି। ଏହି ରାଶି ଉପରେ ଈଶ୍ୱର ଙ୍କ ଅସୀମ କରୁଣା ଯୋଗୁଁ ସେମାନଙ୍କ ଜୀବନ ବଦଳିଯିବ। ବ୍ୟବସାୟ ଖୁବ ଆଗକୁ ବଢିବ। ପରିବାର ରେ ସୁଖ ଶାନ୍ତି ବଜାୟ ରହିଥାଏ। ଆର୍ଥିକ ସ୍ଥିତି ମଧ୍ୟ ସୁଧୁରୀ ଯିବ। ଧନ ଜନିତ ସମସ୍ୟା ଶେଷ ହେବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ଜୀବନସାଥି ଙ୍କର ସହଯୋଗ ମିଳିବ । ମ୍ମାନ ସମ୍ମାନ ରେ ବୃଦ୍ଧି ଘଟିବ ।

୮- ଅଷ୍ଟମ ରାଶି ହେଉଛି କୁମ୍ଭ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କୁ ଅଧିକ ଧନ ଲାଭ ହେବାର ସମ୍ଭାବନା ଅଛି।ବ୍ୟପାର ରେ ଉନ୍ନତି ଘଟିବ। ନିଜ ଜୀବନ ସାଥି ସହ ଖୁସିରେ ରହିବେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳ ମିଳିବ। ଧୈର୍ଯ୍ୟ ଓ ସହନ ଶୀଳତା ଯୋଗେ ଯଶ ମିଳିବ । ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ । ମାଲିମୋକଦ୍ଦମାରେ ଆପସ ସମାଧାନର ରାସ୍ତା ଖୋଲିଯିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *