ବନ୍ଧୁଗଣ ଆରିୟାନ ଖାନଙ୍କ ପାଇଁ ପୁରା ବଲିଉଡ ସମର୍ଥନରେ ଆସୁଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ସୋନୁ ସୁଦ । ଗତ ଶନିବାର ଦିନ ଆରିୟାନଙ୍କୁ ଡ୍ର-ଗ ପାର୍ଟିରେ ଗି-ର-ଫ କରିଥିଲେ ଏନସିବି । ଏନସିବି ତ-ଦ-ନ୍ତ-ରେ ଆରିୟାନଙ୍କ ସହ ଜଡିତ ଅନେକ ପ୍ରକାର ପ୍ରମାଣ ସଂଗ୍ରହ କରିଛି ଏନସିବି । ବର୍ତ୍ତମାନ ଆରିୟାନଙ୍କୁ ଆର୍ଥର ରୋଡ ଜେ-ଲ-ରେ ରଖାଯାଇଛି । ଅରିୟାନଙ୍କ ସହ ତାଙ୍କ ସାଥି ମାନଙ୍କୁ ମଧ୍ୟ ଜେ-ଲ-ରେ ରକ୍ଷା ଯାଇଛି ।
ଅନ୍ୟ ପକ୍ଷରେ କିଙ୍ଗ ଖାନ ଶାହରୁଖ ଖାନଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ଆରିୟାନଙ୍କ ଓକିଲ ସତିଶ ମନସିନ୍ଦେ ଆରିୟାନଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ଆସନ୍ତା କାଲି ପୁଣି ସତିଶ ଆରିୟାନଙ୍କ ବେ-ଲ ପାଇଁ ଆବେଦନ କରିବାକୁ ଯାଉଛନ୍ତି । ଆରିୟାନଙ୍କ ପାଇଁ ସମର୍ଥନ ବଢିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଆରିୟାନଙ୍କୁ ସମର୍ଥନ ଦେଉଛନ୍ତି ।
ବର୍ତ୍ତମାନ ସୋନୁ ସୁଦ ମଧ୍ୟ ଆରିୟାନଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । ସୋନୁ ସୁଦ ନିଜ ଟ୍ବି-ଟ-ର ଆ-କା-ଉ-ଣ୍ଟ-ରେ ଆରିୟାନଙ୍କ ପାଇଁ ଏକ ପୋ-ଷ୍ଟ ଅ-ପ-ଲୋ-ଡ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋନୁ ସୁଦ ସେହି ପୋ-ଷ୍ଟ-ରେ ଲେଖିଛନ୍ତି-‘ନିୟମ ବା ବିଧି ବ୍ୟବସ୍ତା ନିଜର ସମୟ ନେବ ।
ଏହି ନକରାତ୍ମକ ପରିସ୍ଥିତିରେ ନିଜର ସ୍ଥିତି ଓ ନିଜର ଆତ୍ମ ବିଶ୍ଵାସକୁ ଆଗକୁ ରଖି ଚାଲିବାକୁ ହେବ’ । ଆରିୟାନ ଖାନଙ୍କୁ ଧର୍ଜ୍ୟ ସହିତ ଚିନ୍ତା ଶକ୍ତି ଓ ସମୟ ସହ ବହିବା ପାଇଁ ସୋନୁ କହିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଆରିୟାନଙ୍କ ସମର୍ଥନ ପାଇଁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଏବେ ସୋନୁ ନିଜ ପ୍ରତିକ୍ରିୟା ରଖି ସାମ୍ନାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ସୋନୁଙ୍କ ଏହି ପ୍ରତିକ୍ରିୟା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।