ହିରୋଇନ Jina ଙ୍କ ଜନ୍ମଦିନରେ ଜବରଦସ୍ତ ସରପ୍ରାଇଜ ଦେଲେ ସ୍ଵାମୀ Rudra

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କପଲଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଦୁଇ ଓଡିଆ କପଲ ହେଉଛନ୍ତି ଜିନା ଓ ରୁଦ୍ର । ଆପଣ ମାନେ ସମସ୍ତେ ଜିନା ଓ ରୁଦ୍ରଙ୍କୁ ଅନେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଜିନାଙ୍କର କିଛି ଫଟୋ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଗତ କାଲି ଜିନାଙ୍କର ଜନ୍ମଦିନ ଥିଲା । ନିଜ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି ଜିନା ।

ଜିନା ନିଜ ଜନ୍ମଦିନ ନିଜ ପରିବାର ଲୋକଙ୍କ ସହ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ରୁଦ୍ର ତାଙ୍କୁ ବହୁତ ସୁନ୍ଦର ସରପ୍ରାଇଜ ମଧ୍ୟ ଦେଇଥିଲେ । ସୋ-ସି-ଆ-ଲ ମି-ଡି-ଆରେ ଜିନାଙ୍କ ଜନ୍ମଦିନର କିଛି ଫଟୋ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଜିନାଙ୍କ ଜନ୍ମଦିନ ଅବସରରେ ସମସ୍ତ ଓଡିଆ କଳାକାର ଓ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ୱିସ କରିଛନ୍ତି ।

ନିଜ ଜନ୍ମଦିନରେ ଜିନା ନିଜ ସ୍ଵାମୀ ରୁଦ୍ରଙ୍କ ସହ ବହୁତ ଏଞ୍ଜୋଏ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜିନା ଓ ରୁଦ୍ରଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *