The Kashmir files ଉପରେ Arvind kejriwal ଏମିତି କଣ ଦେଲେ ବୟାନ, ଏବେ ତାଙ୍କ ଘର ଉପରେ ହେଉଛି ଆକ୍ରମଣ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର  ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର  ବିଷୟରେ । ବନ୍ଧୁଗଣ ଦେଶର ରାଜଧାନୀ ଦିଲ୍ଲୀରୁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ଘର ଉପରେ ଆକ୍ରମଣ ହୋଇଛି ।

ମିଡିଆ ରିପୋର୍ଟସ ଅନୁସାରେ କେଜ୍ରିବାଲଙ୍କ ଘର ଉପରେ ଅସମାଜିକ ତତ୍ଵର ଆଟାକ ହୋଇଛି । ଏହାର ସୂଚନା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମଣିଷ ସିସୋଦିଆ ଦେଇଛନ୍ତି ସେ ନିଜ ଟ୍ବିଟର ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି । ମନୀଷ ସିସୋଦିଆ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ଟ୍ବିଟ କରି ଲେଖିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିବାଲଙ୍କ ଘର ଉପରେ ଅସମାଜିକ ତତ୍ଵର ଆକ୍ରମଣ ହୋଇଛି ।

ଏହା ପଛରେ ବିଜେପି ଦଳର ଗୁଣ୍ଡା ମାନଙ୍କ ହାତ ଅଛି ବୋଲି ଆମ ଆଦାମି ପାର୍ଟି କହିଛି । ସେମାନେ ସିସିଟିଭି ସମେତ ଅନେକ ବ୍ୟାରିକେଟ୍ସ ଗୁଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ସିଏମ ଆବାସ ବାହାରେ ସେମାନେ ପେଣ୍ଟ ଫିଙ୍ଗି ଛନ୍ତି । ତେବେ ବନ୍ଧୁଗଣ କେଜ୍ରିବାଲଙ୍କ ଘରେ ସାମ୍ନାରେ ଆକ୍ରମଣ ହେବା ପଛରେ ଏକ ବଡ କାରଣ ରହିଛି । ଗତ କିଛି ଦିନ ତଳେ କେଜ୍ରିବାଲ ବିଧାନ ସଭାରେ ଏକ ଭାଷଣ ଦେଇଥିଲେ ।

କେଜ୍ରିବାଲ ବଲିଉଡ ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ବିଜେପି ନେତା ମାନଙ୍କୁ ଟାର୍ଗେଟ କରିଥିଲେ । କେଜ୍ରିବାଲ ବିଧାନ ସଭାରେ କହିଥିଲେ, ବିଜେପି କର୍ମ କର୍ତ୍ତା ମାନେ ବଲିଉଡ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ପୋଷ୍ଟର ଦିଲ୍ଲୀର ସବୁ ସ୍ଥାନରେ ଲଗାଇବା ଶୋଭାନୋୟ ନୁହେଁ । ଆମକୁ ଜନତାଙ୍କ ସେବା କରିବା ଉଚିତ । କେଜ୍ରିବାଲଙ୍କ ଏହି ବୟାନ ପରେ ବିଜେପି ବହୁତ ହଙ୍ଗାମା କରିଥିଲା ।

ଆଲଗା ଅଲଗା ପ୍ଲାଟଫର୍ମରେ ବିଜେପି କେଜ୍ରିବାଲଙ୍କ ଏହି ବୟାନ ପ୍ରତି ଆପତ୍ତି ଯତାଇ ଥିଲେ । ଏହା ପରେ ସେମାନେ କେଜ୍ରିବାଲଙ୍କ ଘର ଉପରେ ଆଟାକ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *