ହିରୋଇନ ଅର୍ଚ୍ଚିତା ଦେଲେ ଖୁସି ଖବର, ସେୟାର କଲେ ଏହି Video

ନମସ୍କାର ବନ୍ଧୁଗଣ ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବେସ ଆକ୍ଟିଭ ରହିଥାନ୍ତି ଓ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ ସୋସିଆଲ ମିଡିଆ ରେ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଥାନ୍ତି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ବେଶ ଚର୍ଚ୍ଚା ରେ ଅଛନ୍ତି ନିଜ ପ୍ରଶଂସକ ମାନ ଙ୍କୁ ଖୁସି ଖବର ଦେଇ । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତେବେ ଆପଣ ମାନେ ତ ଜାଣିଥିବେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେଶ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ ଲୋକ ପ୍ରିୟ ।

ତେବେ ଏହି ଅଭିନେତ୍ରୀ ଜଣକ ବହୁ କମ ବୟସ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଆପଣ ମାନେ ବହୁ ସାରା ଚଳଚିତ୍ର ରେ ଅଭିନୟ କରି ଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଗତ ବର୍ଷ ହିଁ ସବ୍ୟସାଚୀ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ସାମାଜିକ କାମ ରେ ସବ୍ୟସାଚୀ ଙ୍କୁ ଅର୍ଚ୍ଚିତା ବହୁ ପରିମାଣ ରେ ସାହାର୍ଯ୍ୟ କରିଥାନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ତାହେଲେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବେସ ଆକ୍ଟିଭ ରହୁଛନ୍ତି । କେତେବେଳେ ଫଟୋ ବା ଭିଡିଓ ପୋଷ୍ଟ କରି । ସେ ନିଜର ଅନେକ ଡାନ୍ସ ଭିଡିଓ ତଥା କମେଡି ଭିଡିଓ କୁ ମଧ୍ୟ ଇଂଷ୍ଟାଗ୍ରାମ ରେ ପୋଷ୍ଟ କରିଥାନ୍ତି ଯାହାକୁ ଲୋକମାନେ ଖୁବ ଭଲ ପାଇବା ମଧ୍ୟ ଦେଇଥାନ୍ତି ।


ତେବେ ବର୍ତ୍ତମାନ ଅର୍ଚ୍ଚିତା ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ତେବେ ସେ ଏକ ଭିଡିଓ ରେ ଏକ ଛୋଟ ପିଲା ସହ ମଜା ମସ୍ତି କରୁଥିବାର ନଜର ଆସୁଥିବା ବେଳେ ଆଉ ଏକ କୁନି ଶିଶୁ ସହ ସେ ନିଜର ଫୋଟୋ କୁ ସେୟାର କରିଛନ୍ତି । ତେବେ ବର୍ତ୍ତମାନ ଏହି ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି ଏବଂ ଲୋକମାନେ ତାକୁ ପସନ୍ଦ ମଧ୍ୟ କରୁଛନ୍ତି ।
ତେବେ ଆପଣ ଙ୍କୁ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ଯୋଡି କିପରି ଲାଗେ ନିଜର ମତାମତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *