ଅର୍ଚ୍ଚନା ଙ୍କ ବାପା ଦେଲେ ଚାଞ୍ଚଲ୍ୟକର ବୟାନ, Archana କୁ ନେଇ କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କ ବାପା ନିଜ ଝିଅ ସପକ୍ଷରେ ଏହିଭଳି କିଛି ସଫେଇ ଦେଇଛନ୍ତି । ଆସନ୍ତୁ ଜାଣିନେବା ତାଙ୍କ ବାପା କ’ଣ କହିଛନ୍ତି ? ଅର୍ଚ୍ଚନା ଙ୍କ ବାପା କହିଛନ୍ତି ଯେ ୨ ବର୍ଷରେ ଗୋଟିଏ ଝିଅ ଏତେ ବଡ ଘର ତିଆରି କରିଦେଲା, ୨ ବର୍ଷରେ ୫ ବର୍ଷର ଛୁଆ ଥାଉ ଥାଉ ଏଭଳି ବଡ ଲୋକ ହୋଇଗଲା ମାତ୍ର ସେ ତା’ ପୁଅ ନାହିଁ ବୋଲି କହିଦେଲେ ତାହା ସଂପୂର୍ଣ୍ଣ ଭାବରେ ଖରାପ ଲାଗୁଛି ।

ପ୍ରକୃତ ଚୋର କୁ ଲୁଚାଇ ଦେଇ ନିରୀହ ଲୋକଙ୍କୁ ଧରିଛନ୍ତି । ଶ୍ରଦ୍ଧାଞ୍ଜଳି ହେଉଛି ପ୍ରକୃତ ଚୋର, ନିଶ-ଆଦ୍ରବ୍ୟ ସେବନ କରି ସଂପୂର୍ଣ୍ଣ ଭାବରେ ନଷ୍ଟ ଚରିତ୍ର ଥିବା ବେଳେ ପ୍ରଯୋଜକ ଅକ୍ଷୟ ପାରିଜା ମଧ୍ୟ ସେହିଥିରେ ଯାଉଛନ୍ତି । ନିରୀହ ଲୋକଟିଏ ଘର ଭଡା ନେଇ ରହିବୁ ତଥା କାଲି ଡେଭଲୋପମେଣ୍ଟ ତଥା ପରିଶ୍ରମ କରି ଉପରକୁ ଯିବେ ମାନେ ସମସ୍ତେ କହିବେ ସେ କେମିତି କରି ଏମିତି ହେଲା ?

ସେ ନିଶ୍ଚିତ ଭାବରେ ବ୍ଲ-ଆକମେଲ କରୁଛି । ମାତ୍ର ଅର୍ଚ୍ଚନା ତେବେ ଏହି ବାବଦରେ କାହିଁକି କିଛି କହୁନାହାଁନ୍ତି ଏହାକୁ ନେଇ କହିଛନ୍ତି ମି-ଡି-ଆ ପ୍ରଶ୍ନ ପଚାରିବାରୁ ଅର୍ଚ୍ଚନା ଙ୍କ ବାପା ରାଗି କହିଛନ୍ତି ଯେ ଆପଣ ମାନେ ଅର୍ଚ୍ଚନା ଙ୍କ ପାଖରେ ଯାଇ ତାକୁ ପଚାରନ୍ତୁ ସେ କହିବ । ଏହା ପରେ କହିଛନ୍ତି ଯେ ତାଙ୍କ ଝିଅ ଅର୍ଚ୍ଚନା ଙ୍କୁ ଫସାଇ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ଅକ୍ଷୟ ପାରିଜା । ସେମାନେ ଏକ ନମ୍ବର ଚୋର ଡକାୟତ ମାନେ ।

କଳାହାଣ୍ଡରୁ ଆସି ଏକ ନମ୍ବର ଭକୁଆ, ଏକ ନମ୍ବର ବୁଡବକ, ଡରୁଆ, ୟାକୁ ସଂପୂର୍ଣ୍ଣ ଭାବରେ ଫସାଇ ଦେବା ଏହିଭଳି ଭାବରେ ସବୁ ଚିନ୍ତା କରି ଫସାଇଛନ୍ତି ଅର୍ଚ୍ଚନା ଙ୍କୁ ବୋଲି ସେ କହିଛନ୍ତି । ତାଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ସେ ନିଜେ ମଧ୍ୟ ଗୋଟିଏ ସମାଜସେବୀ ଅଟନ୍ତି ଏବଂ ସେ ଯେଉଁଭଳି ଭାବରେ ସମସ୍ତଙ୍କ ପାଇଁ ଲଢେଇ କରିଛନ୍ତି ତାହା ଆସେ ହିଁ ଜାଣିଛନ୍ତି ।

ସେ ନିଜେ ତାଙ୍କ ଝିଅ ଅର୍ଚ୍ଚନା ଙ୍କୁ ଘର ତିଆରି କରିବା ନିମନ୍ତେ ୬୦ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ମଧ୍ୟ କହିଛନ୍ତି । ମି-ଡି-ଆ ଭାଇମାନେ ଅର୍ଚ୍ଚନା ଙ୍କ ବିଷୟରେ କିଛି ସତ୍ୟ ଜାଣି ନାହାଁନ୍ତି ତଥା ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସତ ଜଣାନାହିଁ । ମାତ୍ର ସତ ଖୁବଶୀଘ୍ର ପଦାକୁ ଆସିବ ବୋଲି ଅର୍ଚ୍ଚନା ଙ୍କ ବାପା କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *