ଚମତ୍କାର ! ୮ ମାସର ଶିଶୁ, କାନ୍ଦ ନାହିଁ କି ଅଝଟ ନାହିଁ…ମା’ ସହ ତାଳ ଦେଇ କହୁଛି ଶ୍ଳୋକ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଏହିଭଳି ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ଦେଖିଲେ ଆପଣ ସମସ୍ତେ ଚକିତ ହୋଇ ରହିଯିବେ । ଆପଣ ଚିନ୍ତା କରିବାକୁ ଲାଗିବେ ଯେ ଏହିଭଳି କିପରି ସମ୍ଭବ । ଏତେ କମ ଦିନର ଶିଶୁ କିପରି ଏହା ସମ୍ଭବ କରି ଦେଖାଇ ପାରିଲା ଆସନ୍ତୁ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ସମୁଦାୟ ୮ ମାସର ଶିଶୁଟିଏ । କାନ୍ଦ ନାହିଁ କି ଅଝଟ ନାହିଁ । ମା’ ସହିତ ତାଳ ଦେଇ କହୁଛି ଶ୍ଳୋକ । ମାତ୍ର ୮ ମାସର ଛୁଆ ସଠିକ ଭାବରେ ପାଟି ମଧ୍ୟ ଫିଟି ନାହିଁ ତଥା ଦୁନିଆ କ’ଣ ସେ ସଠିକ ଭାବରେ ଜାଣିନାହିଁ ।

କିନ୍ତୁ ସେ ବୁଝୁଛି କଥା କହୁଛି ଶ୍ଳୋକ । ଏହି କଥା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ଆପଣ ଚିନ୍ତା କରୁଥିବେ ଏତେ କୁନି ଛୁଆଟି ସେ ଶ୍ଳୋକ କ’ଣ କହିବ ? ସତ କହିବାକୁ ଗଲେ ଏହାକୁ ଯିଏ ମଧ୍ୟ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ମା’ ପଚାରୁଛନ୍ତି ଗୋଟିଏ ପରେ ଗୋଟିଏ ଶ୍ଳୋକ । ଆଉ ଛୁଆଟି ଦେଉଛି ଉତ୍ତର । ଏହି ଘଟଣା ଟି କେଉଁ ସ୍ଥାନର କିଛି ସ୍ପଷ୍ଟ ହୋଇନାହିଁ ।

ମାତ୍ର ଏହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି । ୮ ମାସର ଶିଶୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଶ୍ଳୋକ କହୁଛି । ଆଶ୍ଚର୍ଯ୍ୟକର କଥା ହେଉଛି ଯେ ମା’ ପେଟରେ ଥାଇ ଏ ସବୁକୁ ମନେ ରଖିଛି କୁନି ଛୁଆଟି । ସେ ଗର୍ଭରେ ଥିବା ସମୟରେ ମା’ ଏହିସବୁ ଶ୍ଳୋକ ପଢୁଥିଲେ । ଯାହାକି ମନେ ରଖିଛି ଏହି ଛୁଆଟି ।

ଏହା ସନାତନ ଧର୍ମ ର ଶ୍ଳୋକ ଯାହାକି ୭ ହଜାର ବର୍ଷ ପୂର୍ବେ ମହାଭାରତରେ ଉଦୃତ ଥିଲା । ପ୍ରତିଦିନ ସୋ-ସି-ଆ-ଲ ମି-ଡି-ଆରେ କୁନି କୁନି ଛୁଆଙ୍କର ଅନେକ ଭି-ଡି-ଓ ଭା-ଇ-ରା-ଲ ହେଉଥିବାର ଦେଖିବାକୁ ମିଳିଛି । ମାତ୍ର ଏହି ଭି-ଡି-ଓ ଟି ସମ୍ପୂର୍ଣ୍ଣ ନିଆରା ଅଟେ । ଏତେ କୁନି ବୟସରେ ପିଲାଟି ଶ୍ଳୋକ ମନେ ରଖିବା ଏବଂ କହିବା ନିଶ୍ଚିତ ଭାବରେ ଖୁବ ଆଶ୍ଚର୍ଯ୍ୟକର ।

ଏହି ଭି-ଡି-ଓଟିକୁ ଜଣେ ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସ ଟ୍ଵିଟରରେ ସେୟାର କରିଛନ୍ତି ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । କେତେକ କହିଛନ୍ତି ଯେ ଖୁବ ସୁନ୍ଦର ତ ଆଉ କିଏ କିଏ କହିଛନ୍ତି ଆଶ୍ଚର୍ଯ୍ୟଜନକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *