ମୃତ୍ୟୁ ଜୀବନ ସଂସାର ର ଏହା ନିୟମ । ଏହା ଏକ ସଂସାରର ଏମିତି ଏକ ପ୍ରକ୍ରିୟା ଯାହାକି ନା କେବେ ଅଟକି ଥାଏ । ଏଠାରେ ଜୀବନ ଦରକାର ତ ମୃତ୍ୟୁ ବିନା ଅସମ୍ଭବ ହୋଇଥାଏ। ଗୋଟିଏ ଅର୍ଥରେ ଅନ୍ଧକାର ଆଲୋକ ର ବିରୋଧୀ ହୋଇଥାଏ ଓ ତାହାର ସହଯୋଗୀ ମଧ୍ୟ ଅଟେ । ଯେମିତି ଅନ୍ଧକାରର ପୃଷ୍ଠଭୂମିର ଆଲୋକ ହୋଇଥାଏ ସେହିପରି ଜୀବନ ଓ ମୃତ୍ୟୁ ର ସମ୍ପର୍କ ରହିଥାଏ । ମୃତ୍ୟୁ ବିନା ଜୀବନରେ କୌଣସି ମୂଲ୍ୟ ନ ଥାଏ । ମୃତ୍ୟୁର ଭୂମିରେ ଜୀବନର ଫୁଲ ଫୁଟିଥାଏ ଓ ମୃତ୍ୟୁରେ ତଳେ ଝଡି ପଡେ । ଯେମିତି ପୃଥିବୀରେ ଗଛଟିଏ ଛୋଟରୁ ବଡ଼ ହୁଏ, ଫୁଲ ଫଳ ହୁଏ ଓ ଏମିତି ଗୋଟିଏ ଦିନ ଆସେ ଯାହାକି ଏହି ବୃକ୍ଷଟି ପୃଥିବୀ ପୃଷ୍ଠ ରେ ଲୀନ ହୋଇଯାଇଥାଏ ।
ସେମିତି ସବୁ ବ୍ୟକ୍ତି ମାନେ ଜାଣିଛନ୍ତି ଯେ ଯିଏ ସଂସାରରେ ଜନ୍ମ ନେଇଛି ଦିନେ ନା ଦିନେ ତାହାର ମୃତ୍ୟୁ ନିଶ୍ଚିତ ହୋଇଥାଏ । କିନ୍ତୁ ତଥାପି ସମସ୍ତ ବ୍ୟକ୍ତି ଆଶାକରି ଥାଆନ୍ତି ଯେ ସେମାନେ ବହୁ ଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁଁ ଏବଂ ଜୀବନକୁ ଭଲ ଭାବରେ ଉପଭୋଗ କରିବା ପାଇଁ କିନ୍ତୁ ଏହା ସବୁ ବ୍ୟକ୍ତି ଙ୍କ ଭାଗ୍ୟରେ ଏହା ଘଟି ନଥାଏ । ଏଥିପାଇଁ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଏହାକୁ ଜାଣିବାକୁ ଚାହାନ୍ତି ଯେ ସେମାନଙ୍କ ମୃତ୍ୟୁ କିଭଳି ଓ କେମିତି ହେବ ।
ଏମିତି ମଧ୍ୟ ଆମ ଶାସ୍ତ୍ରରେ କୁହାଯାଇଛି କି ମୃତ୍ୟୁ ର ରହସ୍ୟ କଣ ରହିଛି । ଏହାକୁ ଆପଣ ସହଜରେ ବିଶ୍ୱାସ ନ କରିପାରନ୍ତି କିନ୍ତୁ ଏହା ପୁରା ସତ ଘଟଣା କି କିଛି ଉପାୟ ବ୍ୟବହାର କରି ଆପଣ ମଧ୍ୟ ଜାଣିପାରିବେ କି ଆପଣ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ ବା ଆୟୂଷ କେତେ ହୋଇଥିବ। ଆମର ବେଦ ଶାସ୍ତ୍ର ରେ ଏହା ବିଷୟରେ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି କି କିଏ କେତେ ବର୍ଷ ବଞ୍ଚିବ ଓ ଏହା ସହିତ କିଛି ଉପାୟ କୁହାଯାଇଛି । ଯାହାକୁ ବ୍ୟବହାର କରି ଆପଣ ନିଜ ଲାଇଫରେ ସମସ୍ୟା ର ସମାଧାନ ନିଜେ ଜାଣିପାରିବେ ।
ମସ୍ତିଷ୍କର ରେଖା ଯଦି ଆପଣଙ୍କର ସ୍ପଷ୍ଟ ଦେଖା ଯାଉଇଛି ତେବେ ଗୋଟିଏ ରେଖା ୨୫ ବର୍ଷ ଆୟୁ ଦର୍ଶାଇ ଥାଏ ଏହାର ମାନେ ମସ୍ତିଷ୍କ ରେ ଯେତେ ରେଖା ଦେଖା ଦେଇଥାଏ ଆପଣଙ୍କ ପାଇଁଁ ସେତିକି ଶୁଭମୟ ହେଇଥାଏ ।
ଏମିତିକି ବିଶ୍ୱ ପୁରାଣ ଅନୁସାରେ ନିଜ ଆଙ୍ଗୁଠି ଦ୍ଵାରା ନିଜ ଶରୀର ଚାମାପିବା ଦ୍ଵାରା ଆୟୁଷ ର ଅନୁମାନ କରାଯାଇପାରିବ । ଯଦି ଜାତକ ନିଜ ଆଙ୍ଗୁଳି ଅନୁସାରେ ୧୦୮ ଆଙ୍ଗୁଳି ର ହୋଇଥାଏ, ୧୦୮ ଆଙ୍ଗୁଳି ମାନେ ଚାରି ହାତ ଆସେ ଏହାର ଅର୍ଥ କି ବୟସ ହିସାବରେ ସେହି ଜାତକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ଦୀର୍ଘାୟୁ ଶ୍ରେଣୀରେ ଆସିଥାନ୍ତି ।
ଏହା ବ୍ୟତୀତ ଯେଉଁ ଜାତକର ଶରୀର ୧୦୦ ଆଙ୍ଗୁଳି ବରାବର ହୋଇଥାଏ ସେମାନେ ମଧ୍ୟମ ଆୟୁ ହୋଇଥାନ୍ତି ଏବଂ ନବେ ଆଙ୍ଗୁଳି କିମ୍ବା ଏହାଠାରୁ କମ ଆଙ୍ଗୁଳି ହୋଇଥିବା ବ୍ୟକ୍ତିଙ୍କ ଆୟୁଷ ବହୁତ କମ ହୋଇଥାଏ । ଏଥିରେ ଦିଆ ଯାଇଥିବା ପ୍ରୟୋଗ ହିସାବରେ ବୟସର ଅନୁମାନ ଲଗା ଯାଇପାରେ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ପସନ୍ଦ ଆସିଥିବ । ଲେଖାଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।