ନିଜ ଭାଉଜଙ୍କର ଏହି ଅଭ୍ୟାସ ଉପରେ ଚିଡିଥାନ୍ତି ଶ୍ଵେତା ବଚ୍ଚନ ନନ୍ଦା, କହିଲେ ମୋତେ ରାଗ ଆସିଥାଏ ଯେତେବେ ସେ…

ଫିଲ୍ମ ଜଗତ ବିଷୟରେ ଯଦି କଥା ହେବା ବଚ୍ଚନ ପରିବାର ବିଷୟରେ ତ ପ୍ରତ୍ଯେକ ଦିନ ହେବ କିଛି ନା କିଛି କାରଣରୁ ଏହି ପରିବାର ଚର୍ଚ୍ଚାରେ ରହିଥାନ୍ତି ଏବଂ ଏହା ମଧ୍ୟ ସତ ଅଟେ କି ଯେବେଠୁ ଏଶ୍ଵର୍ଯ୍ୟା ଏହି ଘରର ବୋହୁ ହେଇଛନ୍ତି ସେବେଠାରୁ ଏହି ପରିବାର ଆହୁରି ଅଧିକ ଚର୍ଚ୍ଚାରେ ରହିବାକୁ ଲାଗିଲେଣି । ଆଜ୍ଞା ହିଁ ଆପଣଙ୍କୁ କହିଦେଉଛୁ କି ଏହି ପରିବାରର ଅଲଗା ନାମ ଓ ସମ୍ମାନ ରହିଅଛି ଓ ଏମାନେ ନିଜ ଭିତରେ ବହୁତ ଭଲରେ ଅଛନ୍ତି ସେଥିପାଇଁ ତ ଆପଣ ଦେଖି ବି ଥିବେ ସବୁବେଳେ ପୁରା ପରିବାର ଏକା ସହିତ କୌଣସି ପାର୍ଟି ବା ଇଭେଣ୍ଟର ନଜର ଆସିଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ଅନ୍ୟପଟେ ଏହି କଥା ମଧ୍ୟ ସତକି ବିଗ ବି , ଜୟା ବଚ୍ଚନ, ଅଭିଷେକ ଓ ଏଶ୍ଵର୍ଯ୍ୟା ଫିଲ୍ମ୍ ଇଣ୍ଡଷ୍ଟ୍ରି ସହିତ ଜଡିତ ଅଛନ୍ତି ।  ଯଦି ଆମେ କଥା ହେବା ବଚ୍ଚନ ପରିବାରର ଝିଅ ବିଷୟରେ ତେବେ ଏହା ମଧ୍ୟ ସତ କି ସ୍ଵେତା ବଚ୍ଚନ ନନ୍ଦା ନିଜର ଅଲଗା ପରିଚୟ ବନେଇଛନ୍ତି ।

ବହୁତ ବର୍ଷ ପୁର୍ବେ ଖବର ଆସିଥିଲା କି ସବୁ ଷ୍ଟାରଙ୍କ ପିଲାଙ୍କ ପରି ସ୍ଵେତା ବଚ୍ଚନ ମଧ୍ୟ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ , କିନ୍ତୁ ତାଙ୍କର ପିତା ଅମିତାଭ ବଚ୍ଚନ ଚାହୁଁନଥିଲେ କି ସ୍ଵେତା ଅଭିନୟ କ୍ଷେତ୍ରରେ ପାଦ ରଖନ୍ତୁ ବୋଲି । ଯେଉଁ ଫ୍ୟମିଲିରେ ବାପା-ମାଆ ଭାଇ ଅଭିନୟ କ୍ଷେତ୍ରରେ କ୍ୟାରିୟର ବନେଇଛନ୍ତି , ସେଠି ଅବା କଣ ପାଇଁ ଝିଅର ଅଭିନୟ କରିବାକୁ ଅଟକା ଯାଇଥାନ୍ତା ।

ଅମିତାଭ ବଚ୍ଚନ ସବୁବେଳେ ନିଜ ପିଲାଙ୍କୁ ଭବିଷ୍ୟତ ବାଛିବା ପାଇଁ ସ୍ଵାଧିନାତା ଦେଇଥିଲେ । ସେ ସେମାନଙ୍କ ଉପରେ ନିଜର ନିର୍ଣ୍ଣୟ କେବେ ଥାପି ନଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ସ୍ଵେତା ବଚ୍ଚନ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଆକ୍ଟିବ ଅଛନ୍ତି । ଏତିକି ନୁହେଁ କିଛି ଦିନ ପୂର୍ବେ ନିଜର ଷ୍ଟୋର ମଧ୍ୟ ଲଞ୍ଚ କରିଥିଲେ । ସ୍ଵେତା ବଚ୍ଚନ ସିନେମା ଜଗତରୁ ଦୂରେଇ ଅଛନ୍ତି କିନ୍ତୁ ସବୁ ଫଙ୍କସନରେ ପରିବାର ସହିତ ନଜର ଆସିଥାନ୍ତି । ସ୍ଵେତା ଯେମିତି ନିଜ ବାପା , ମାଆ ଓ ଭାଇଙ୍କ ନିକଟତର ଅଟନ୍ତି ଠିକ ସେମିକି ଖାସ ସମ୍ପର୍କ ତାଙ୍କର ଭାଉଜ ଏଶ୍ଵର୍ଯ୍ୟାଙ୍କ ସହିତ ମଧ୍ୟ ରହିଛି ।

ଏହି କିିଛି ଦିନ ତଳେ ସ୍ଵେତା ବଚ୍ଚନ ନିଜ ଜନ୍ମଦିନରେ ଭାଉଜଙ୍କ ବିଷୟରେ ଏକ ଏମିତି କଥା କହିଛନ୍ତି ଯାହା ଚର୍ଚ୍ଚାରେ ଅଛି । ଏହି ବୟାନରେ ସ୍ଵେତା ନିଜେ କହିଥିଲେ କି ସେ ଏଶ୍ଵର୍ଯ୍ୟାଙ୍କର କେଉଁ ଗୁଣ ଉପରେ ଘୃଣା କରନ୍ତି । କିଛି ଦିନ ପୂର୍ବେ ସ୍ଵେତା ବଚ୍ଚନ ନନ୍ଦା ଭାଇ ଅଭିଷେକଙ୍କ ସହ କରନ ଜୋହରଙ୍କ ଶୋ ରେ ପହଞ୍ଚି ଥିଲେ । ଏହି ଶୋ ମାଧ୍ୟମରେ କରନ ନିଜେ ଅଭିଷେକ ଓ ସ୍ଵେତାଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ । ସ୍ଵେତା ନିଜେ ନଡରି ସବୁ ପ୍ରଶ୍ନର ଉତ୍ତର ଦେଲେ ଓ ମନର କଥା ଖୋଲିଲେ । ଶାେ ରେ କରନ ଯୋହର ସ୍ୱତା ବଚ୍ଚନ ନନ୍ଦାକୁ ଏଶ୍ଵର୍ଯ୍ୟା ରାୟ ସହ ଯୋଡିତ କିଛି ଏଶ୍ଵର୍ଯ୍ୟା ରାୟଙ୍କ ସହ ଜଡିତ କିଛି ପ୍ରଶ୍ନ ବି କରିଥିଲେ ।

ଆପଣଙ୍କୁ କହିଦେଉଛୁ କି କରନ ରାପିଡ ଫାୟାର ରାଉଣ୍ଡରେ ସ୍ଵେତାଙ୍କୁ ପଚାରି ଥିଲେ କି ସେ ଏଶ୍ଵର୍ଯ୍ୟାଙ୍କର କେଉଁ ଅଭ୍ୟାସକୁ ପସନ୍ଦ କରନ୍ତି ଓ କେଉଁ ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ ? ଏତିକି ନୁହେଁ ସ୍ଵେତା ଏହି କଥାର ଉତ୍ତର ବିନ୍ଦାସ ଭାବରେ ଦେଇଥିଲେ । ସ୍ଵେତା କହିଲେ , ଏଶ୍ଵର୍ଯ୍ୟା ଜଣେ ଭଲ ମାଆ ଅଟନ୍ତି ଓ ସେଲ୍ଫ ମେଡ ଷ୍ଟ୍ରଙ୍ଗ ଓମେନ ଅଟନ୍ତି । ତାଙ୍କର ଏହି କଥା ମୋତେ ସବୁଠୁ ଅଧିକ ପସନ୍ଦ ଅଟେ । ସେ କେବେ ବି ଫୋନ ଓ ମେସେଜର ଉତ୍ତର ଦିଅନ୍ତି ନାହିଁ , ତାଙ୍କର ଏହି ଗୁଣ ମୋତେ ବିଲକୁଲ ପସନ୍ଦ ଆସେ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *