ଆଣ୍ଠୁବିନ୍ଧା, ଅଣ୍ଟାବିନ୍ଧା, ଗୋଇଁଠି ବିନ୍ଧାକୁ କେବଳ ୨ ମିନିଟରେ ଶେଷ କରିଦେବ ଏହି ରାମବାଣ ଘରୋଇ ଉପାୟ- Baba Ramdev Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଂକ ଆଣ୍ଠୁବିନ୍ଧା, ଅଣ୍ଟା ବିନ୍ଧା ଏବଂ ଗୋଇଁଠି ବିନ୍ଧା ଭଳି ଇତ୍ୟାଦି ହାଡ଼ ଏବଂ ମାଂସପେଶୀ ଜନିତ ସମସ୍ୟା କୁ ମାତ୍ର ୨ମିନିଟ ରେ ଶେଷ କରିଦେବ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧.ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆମକୁ ଅରଖ ଗଛ ର ପତ୍ର ଆବଶ୍ୟକ ହୋଇଥାଏ। ବନ୍ଧୁଗଣ ଅରଖ ଗଛ ର ପତ୍ର ଆପଣଙ୍କୁ ଆଖପାଖ ରେ ମିଳିଯିବ।ଏହି ପତ୍ର ବହୁତ ଉପକାରୀ ହୋଇଥାଏ।କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ଆମେ କହି ରଖୁଛୁ ଯେ ଏହି ଗଛ ର ପତ୍ର ସୂର୍ଯ୍ୟ ଙ୍କ କିରଣ ଏବଂ ତେଜ ଦ୍ୱାରା ଅତ୍ୟନ୍ତ ଉପକାରୀ ଗୁଣ ରେ ପରିପୂର୍ଣ୍ଣ ହୋଇଯାଇଥାଏ। ସୂର୍ଯ୍ୟ ଙ୍କ କିରଣ ର ପ୍ରଭାବ କମିଗଲେ ଏହି ଗଛର ପତ୍ର ର ଗୁଣ ର ପ୍ରଭାବ ମଧ୍ୟ କମିଯାଇଥାଏ ଅର୍ଥାତ ବର୍ଷା ଦିନ ରେ ଏହି ଗଛ ର ପତ୍ର କୌଣସି ପ୍ରକାର ର ଉପକାରୀ ହୋଇନଥାଏ।

୨. ଅରଖ ଗଛ ର ୪ଟି ପ୍ରଜାତି ରହିଛି ଏବଂ ଏହି ୪ଟି ପ୍ରଜାତି ମଧ୍ୟରୁ କେବଳ ୨ଟି ପ୍ରଜାତି ଦେଖିବାକୁ ମିଳିଥାଏ ଏବଂ ତାହା ମଧ୍ୟ ଦୁର୍ଲଭ ହୋଇଥାଏ। ଏହି ଅରଖ ପତ୍ର ରେ ଉପକାରୀ ଗୁଣ ପରିପୂର୍ଣ୍ଣ ହୋଇ ରହିଥାଏ । ଏଥିରେ କିଛି ଉପକାରୀ ରସାୟନ ରହିଛି ଏବଂ ଆପଣ ଯଦି ଏହି ପତ୍ର କୁ ପ୍ରୟୋଗ କରିବେ ତେବେ ଏହି ପତ୍ର ରେ ଥିବା ରସାୟନ ଦ୍ୱାରା ଆପଣଙ୍କ ଶରୀର ର ମାଂସପେଶୀ ଏବଂ ହାଡ଼ ଜନିତ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ ଏହି ଅରଖ ଗଛ ର ପତ୍ର ର ବ୍ୟବହାର କଲାବେଳେ ଆପଣଂକୁ କିଛି ସାବଧାନତା ର ମଧ୍ୟ ଅବଲମ୍ବନ କରିବାର ଅଛି। ବନ୍ଧୁଗଣ ଏହି ଗଛ ର ପତ୍ର ରେ ଥିବା କ୍ଷୀର ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଯଦି ଆପଣ ଙ୍କ ଆଖି ସଂସ୍ପର୍ଶରେ ଏହା ଆସେ ତେବେ ଆପଣ ଅନ୍ଧ ହୋଇପାରନ୍ତି ତେଣୁ ଏହି ପତ୍ରର ବ୍ୟବହାର କରିବା ସମୟରେ ସାବଧାନତା ର ସହ ପ୍ରୟୋଗ କରନ୍ତୁ ।

୩. ବନ୍ଧୁଗଣ ବର୍ତ୍ତମାନ ଆଲୋଚନା କରିବା ଏହାର ପ୍ରୟୋଗ ସମ୍ବନ୍ଧରେ। ବନ୍ଧୁଗଣ ଯଦି ଆପଣଙ୍କ ଗୋଇଁଠି ବିନ୍ଧା ର ସମସ୍ୟା ରହିଛି ତେବେ ଆପଣଙ୍କୁ ଅରଖ ଗଛ ର ଫୁଲ ଆବଶ୍ୟକ। ବନ୍ଧୁଗଣ ଆପଣଂକୁ ୧୫ଟି ଅରଖ ଫୁଲ ନେବାର ଅଛି ଏବଂ ଏହି ଫୁଲ ଗୁଡ଼ିକୁ ଗରମ ପାଣି ରେ ଫୁଟାଇବାର ଅଛି। ପାଣି ଫୁଟିଲା ପରେ ଆପଣଂକୁ ସେହି ପାଣି ରୁ ଅରଖ ଫୁଲ କୁ ଛାଣି ରଖିବାର ଅଛି ଏବଂ ସେହି ପାଣି ସାହାଯ୍ୟ ରେ ବିନ୍ଧୁ ଥିବା ସ୍ଥାନକୁ ଧୋଇବାର ଅଛି। ପାଣି ଦ୍ୱାରା ଧୋଇ ସାରିଲା ପରେ ଏକ କପଡ଼ା ରେ ସେହି ଫୁଲ ଗୁଡ଼ିକୁ ରଖି ବିନ୍ଧୁଥିବା ସ୍ଥାନରେ ବାନ୍ଧି ରଖନ୍ତୁ।ଏହାଦ୍ବାରା ଆପଣଂକୁ ଗୋଇଁଠି ବିନ୍ଧା ସମସ୍ୟ ରୁ ମୁକ୍ତି ମିଳିବ।

୪. ବନ୍ଧୁଗଣ ଯଦି ଆପଣଙ୍କ ଆଣ୍ଠୁ ବିନ୍ଧା ସମସ୍ୟା ରହିଛି ତେବେ ଆପଣ ଅରଖ ପତ୍ର କୁ ଗରମ କରି ତାକୁ ସୋରିଷ ତେଲ ରେ ସେକନ୍ତୁ ଏବଂ ତାକୁ ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ।ଏପରି କରିବା ଦ୍ୱାରା ଆପଣଂକୁ ଆଣ୍ଠୁ ବିନ୍ଧା ସମସ୍ୟା ରୁ ମୁକ୍ତି ମିଳିବ।

୫. ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଅଣ୍ଟା ବିନ୍ଧା ସମସ୍ୟା ରୁ କିପରି ମୁକ୍ତି ପାଇ ପାରିବା। ବନ୍ଧୁଗଣ ଆପଣଂକୁ ଅଣ୍ଟା ର ଯେଉଁ ସ୍ଥାନରେ କଷ୍ଟ ହେଉଛି ସେହି ସ୍ଥାନରେ ଅରଖ ପତ୍ର ର କ୍ଷୀର କୁ ଲଗାନ୍ତୁ ଏବଂ ପତ୍ରକୁ ସୋରିଷ ତେଲ ରେ ଗରମ କରି ସେହି ସ୍ଥାନରେ କପଡ଼ା ସାହାଯ୍ୟ ରେ ବାନ୍ଧି ଦିଅନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ଅଣ୍ଟା ବିନ୍ଧା ସମସ୍ୟା ରୁ ମୁକ୍ତି ମିଳିବ ଏବଂ ସମ୍ପୁର୍ଣ୍ଣ ଭାବରେ ଆପଣଂକ ର ଏହି ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ ଆମେ ଆପଣଂକୁ ଗୋଟିଏ କଥା କହି ରଖୁଛୁ ଯେ ଯଦି ଆପଣଙ୍କ ଶରୀର ରେ ଏହି ସବୁ ସମସ୍ୟା ଏନିମିଆ ଏବଂ ରକ୍ତ ଅଭାବ ଯୋଗୁଁ ହେଉଛି ତେବେ ଏହି ଉପାୟ କାମ କରିବ ନାହିଁ ଅଥବା ହାଡ଼ ଭାଙ୍ଗିବା ଦ୍ବାରା ଏପରି ସମସ୍ୟା ହେଉଛି ତେବେ ଏହି ଘରୋଇ ଉପଚାର କୌଣସି ଲାଭ ଦାୟକ ହେବନାହିଁ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *