Anjana Om Kashyap ଶୁଣାଇଲେ Rohit Sardana ଙ୍କ ହୃଦୟସ୍ପର୍ଶୀ କାହାଣୀ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବିଗତ ଏପ୍ରିଲ ମାସ ୩୦ ତାରିଖ ଦିନ ଆଜ୍ ତକ୍ ଚ୍ୟାନେଲ ର ବରିଷ୍ଠ ସାମ୍ବାଦିକ ରୋହିତ ସାରାଦନା ଙ୍କ ମୃ-ତ୍ୟୁ ଘଟିଛି । ତାଙ୍କ ମୃ-ତ୍ୟୁ ର କାରଣ କାରୋନା ହାମାରୀ ବୋଲି ଅନୁମାନ କରାଯାଇଛି । ରୋହିତ ଙ୍କ ମୃ-ତ୍ୟୁ ସମସ୍ତ ଦର୍ଶକ ଙ୍କ ପାଇଁ ଏକ ଦୁଃଖଦ ବିଷୟ । ତାଙ୍କ ମୃ-ତ୍ୟୁ ଏକ ଅପୁରଣୀୟ କ୍ଷତି ଅଟେ । ରୋହିତ ସରଦନା ଜଣେ ବରିଷ୍ଠ ସାମ୍ବାଦିକ ଥିଲେ । ସେ ଜଣେ ହିନ୍ଦୁ ଥିଲେ ଏବଂ ନାଗରିକତ୍ୱ ତାଙ୍କର ଭାରତୀୟ ଥିଲା ।

ରୋହିତ ଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୦ ମସିହାରେ ହରିୟାଣା ରାଜ୍ୟ ରେ ହୋଇ ଥିଲା । ସେ ଗୀତା ନିକେତନ ଆୱାଶ୍ୟ ବିଦ୍ୟାଳୟ ରୁ ନିଜର ପାଠ ଶେଷ କରିଥିଲେ ସ୍କୁଲ ପରେ ସେ ନିଜର ଅଧିକ ଏବଂ ଉଚ୍ଚ ଶିକ୍ଷା ପାଇଁ ଗୁରୁ ଜାମ୍ବେଶ୍ୱର ୟୁନିଭରସିଟି ସାଇନ୍ସ ଏବଂ ଟେକ୍ନୋଲୋଜି,ହିସାର ରେ ପୂର୍ଣ୍ଣ କଲେ ।

ଏବଂ ମାସ କମ୍ୟୁନିକେଶନ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ବନ୍ଧୁଗଣ ସାମ୍ବାଦିକ ରୋହିତ ସରଦାନା ବିବାହିତ ଥିଲେ ଏବଂ ତାଙ୍କର ଦୁଇ ଝିଅ ମଧ୍ୟ ଥିଲେ । ରୋହିତ ନିଜର ଦୁଇ ଝିଅ ଙ୍କୁ ବହୁତ ଭଲ ପାଆନ୍ତି । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ଝିଅ ମାନଙ୍କ ସହିତ ନିଜର ଫଟୋ ଓ ଭିଡିଓ ସେୟାର କରନ୍ତି ।

ରୋହିତ ଙ୍କ ମୃ-ତ୍ୟୁ ସାମ୍ବାଦିକ ସାଥି ମାନଙ୍କୁ ନିଶବ୍ଦ କରିଛି । ରୋହିତ ସାରଦାନା ଝିଅ ମାନଙ୍କୁ କେତେ ମାନନ୍ତି ସେହି ସମ୍ବନ୍ଧରେ ଜଣାଇ ସାମ୍ବାଦିକ ଅଞ୍ଜନା ଓମ କଶ୍ୟପ ଏକ ଚାବି ପେନ୍ଥା କୁ ସେୟାର କରିଛନ୍ତି ।

ଯାହା ଅଞ୍ଜନା ଙ୍କୁ ରୋହିତ ୨୦ ବର୍ଷ ପୂର୍ବେ ଭେଟ ସ୍ୱରୂପ ଦେଇଥିଲେ । ଅଞ୍ଜନା କଶ୍ୟପ ଟ୍ୱିଟ କରି କହିଛନ୍ତି ଯେ ତାଙ୍କ ଝିଅ ର ଫଟୋ କୁ ଚାବି ପେନ୍ଥା ରେ ଲଗାଇ ତାଙ୍କୁ ଭେଟି ଦେଇଥିଲେ ଏବଂ ନ୍ୟୁଜ ଚ୍ୟାନେଲ ରେ କହିଥିଲେ ଯେ ଝିଅ ମାନଙ୍କୁ କାମ ସମୟରେ ମଧ୍ୟ ସାଥି ରେ ରଖିବା ଆବଶ୍ୟକ ।

ରୋହିତ ଙ୍କ ଦୁଇ ଝିଅ ଙ୍କ ବିଷୟ ରେ ଭାବି ହୃଦୟ ଫାଟି ଯାଉଛି । ରୋହିତ ନିଜର ଦୁଇ ଝିଅ ଙ୍କୁ ବହୁତ ଭଲ ପାଉଥିଲେ ଯାହାର ଝଲକ ସମସ୍ତ ଦର୍ଶକ ଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦେଖିବାକୁ ମିଳୁଥିଲା । ରୋହିତ ଙ୍କ ମନରେ ଥିବା ଝିଅ ମାନଙ୍କ ପ୍ରତି ଭଲ ପାଇବା ହୃଦୟ ସ୍ପର୍ଶୀ ଅଟେ ।

ଏହି କାରଣରୁ ବର୍ତ୍ତମାନ ରୋହିତ ଙ୍କ ଦୁଇ ଝିଅଙ୍କ ସମ୍ବନ୍ଧରେ ଚିନ୍ତା କଲେ ବହୁତ ଦୁଃଖ ହେଉଛି । ପିତା ଙ୍କ ମୃ-ତ୍ୟୁ ରେ ତାଙ୍କର ଦୁଇ ଝିଅ ବର୍ତ୍ତମାନ କିପରି ରହିବେ ତାହା ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *