ECMO ଚିକିତ୍ସିତ ହେଉଥିବା Amrit Pradhan ଙ୍କର ହେଲା ଫୁସଫୁସ ପ୍ରତିରୋପଣ ? ଦେଖନ୍ତୁ ଏବେ କେମିତି ଅଛନ୍ତି ସେ ? ଦେଖନ୍ତୁ Video

ବନ୍ଧୁଗଣ ଏହି କରୋନା ମହାମାରୀ ପାଇଁ ହଜାର ହଜାର ଲୋକ ନିଜ ପ୍ରା-ଣ ହରାଇଛନ୍ତି । ଗତ ଦୁଇ ବର୍ଷ ହେବ ଏହି ଭାଇରସର କୋପରେ ଲକ୍ଷାଧିକ ଲୋକ ପୀଡିତ ହୋଇଛନ୍ତି । ସେଭଳି ଅମ୍ରିତ ପ୍ରଧାନ ମଧ୍ୟ କରୋନା ମହାମାରୀର ସଂ-କ୍ର-ମ-ଣ-ରେ ପୀଡିତ ହୋଇଥିଲେ । ଦୀର୍ଘ ଦିନ ଧରି ତାଙ୍କର ଇକମୋ ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ଅମ୍ରିତ ପ୍ରଧାନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଇକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କର ହେଲା ଫୁସଫୁସ ପ୍ର-ତି-ରୋ-ପ-ଣ । ୧୯ ଘଣ୍ଟାର ଅ-ପ-ରେ-ସନ ପରେ ସଫଳତାର ସହ ଫୁସଫୁସ ପ୍ରତିରୋପଣ କରାଯାଇଛି । କରୋନାରେ ଫୁସଫୁସ ଜନିତ ସମସ୍ୟାରେ ପୀଡିତ ହୋଇଥିଲେ ଅମ୍ରିତ ପ୍ରଧାନ । ୧୪୧ ଦିନ ଧରି ତାଙ୍କର ଇକମୋ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟରେ ସେଭଳି କିଛି ସୁଧାର ଆସି ନଥିଲା ।

ଫୁସଫୁସ ପ୍ରତିରୋପଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଡାକ୍ତର । ପରିବାର ଲୋକଙ୍କ ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଛାତ ଉପରୁ ପ-ଡି ଗୁରୁତ୍ଵର ଆହାତ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ସମୟ ଧରି ଭେଣ୍ଟିଲେଟରରେ ରହିବା ପରେ ଯୁବକ ଜଣଙ୍କ ନିଜ ଜୀବନ ହା-ରି ଥିଲେ । ସେହି ଯୁବକଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଛି ।

ଅମ୍ରିତ ପ୍ରଧାନଙ୍କ ଚିକିତ୍ସା ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନଲାଇନ ପେମେଣ୍ଟରେ ଦେଢ କୋଟି ଟଙ୍କା ମିଳିଥିବା ବେଳେ ଆର୍ଥିକ ସହାୟତା ପାଇଁ ଅମ୍ରିତ ପ୍ରଧାନଙ୍କ ପରିବାର ଲୋକେ ନିବେଦନ କରିଛନ୍ତି । ଚେନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅ-ପ-ରେ-ସ-ନ ହୋଇଥିଲା । ୧୯ ଘଣ୍ଟାର ଅ-ପ-ରେ-ସ-ନ ସଫଳ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *