ଚିଲିକାରୁ ପୁଣି ଶୁଭିଲା ଆକୁଳ ଚିତ୍କାର ! ଆମକୁ ଉଦ୍ଧାର କର….ଫସି ରହିଛି 100 ରୁ ଉର୍ଦ୍ଧ ଜୀବନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏକ ଘଣ୍ଟାକାଳ ଧରି ଚିଲିକାରେ ଅଟକି ରହିଛି ଭସାପୋଲ । ତେବେ ସୂଚନା ମୁତାବକ ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ କିଛି ବାଟ ଭସାପୋଲଟି ପାଣିରେ ଯାତ୍ରା କରି ଠିକ ଠାକ ଭାବରେ ଯାଉଥିଲା । ହେଲେ କିଛି ସମୟ ପରେ ପାଣି ମଝିରେ ଅଟକି ଯାଇଥିଲା ଭସାପୋଲ । ତେବେ ସେଠାରୁ ଆଉ ବାହାରି ଯିବା ଭସାପୋଲଟି ପାଇଁ ସମ୍ଭବ ହୋଇନଥିଲା ।

ତେବେ ଭସାପୋଲରେ ୨ ଟି ଯାତ୍ରୀବାହୀ ବସ୍ ସମେତ ୧୦ ଟି ବାଇକ ଯାନ ରହିଥିଲା । ତେବେ ଏହା ସହିତ ୧୦୦ ରୁ ଉର୍ଦ୍ଧ ଯାତ୍ରୀ ମଧ୍ୟ ଭସାପୋଲରେ ବସି ଯାତ୍ରା କରୁଥିଲେ । ତେବେ ସମସ୍ତେ ଏହା ଭଲ ଭାବରେ ଜାଣିଛନ୍ତି । ଏହା କି ଯେ ଚିଲିକାର ପାଣି ବହୁ ମାତ୍ରାରେ ଗଭୀର ହୋଇଥାଏ । ତେବେ ଏହି ଅକାତ କାତ ପାଣି ମଧ୍ୟରେ ଥରେ ନୁହେଁ ବଂର ଅନେକ ଥର ପାଣି ମଧ୍ୟରେ ଡଙ୍ଗା, ଷ୍ଟିମର ଏପରି ଭସାପୋଲ ମଧ୍ୟ ଅଟକି ରହିବାର ଖବର ମିଳିଥାଏ ।

ତେବେ ବାରମ୍ବାର ଚିଲିକା ପାଣି ମଧ୍ୟରେ ଏପରି ଘଟିବାକୁ ନେଇ ସବୁଆଡେ ଚର୍ଚାର ପରିସରକୁ ଆସିଯାଇଛି । ଏହା ସହିତ ଚିଲିକା ଗଭୀର ପାଣିରେ ବାରମ୍ବାର ପାଣିଯାନ ଅଟକି ରହିବା କଥାକୁ ନେଇ ଅନେକ ସମୀକ୍ଷକ ଅନେକ କଥା କହୁଛନ୍ତି । ତେବେ କିଛି ଲୋକ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଭାବରେ ଚିଲିକାରେ ଘଟୁଛି ବୋଲି ମତ ଦେଉଛନ୍ତି । ତେବେ ଏହାର ଅପର ପକ୍ଷରେ କିଛି ଲୋକଙ୍କ ମତରେ ଚିଲିକା ମଧ୍ୟରେ କେଉଁ ଏକ ଦେବୀଶକ୍ତିର ପ୍ରଭାବ ରହୁଛି ବୋଲି ମତ ଦେଉଛନ୍ତି ।

ତେବେ ଯଦି ଏହା ଏକ ଦ୍ଯବୀଶକ୍ତିର ପ୍ରଭାବରୁ ବାରମ୍ବାର ଚିଲିକାର ମଧ୍ୟ ଭାଗରେ ଡଙ୍ଗା କିମ୍ବା କୌଣସି ପାଣିଯାନ ଅଟକି ରାହୁଥାଏ । ତେବେ ସେଥିପ୍ରତି ତ ସାଧାରଣ ମନୁଷ୍ୟ କିଛି ମଧ୍ୟ କରିପାରିବେ ନାହିଁ । ତେବେ ଅନେକଙ୍କ କହିବା ଅନୁସାରେ ଯେତେବେଳେ ଚିଲିକା ନଦୀରେ ଯାତ୍ରା କରିବାର ଥିବ । ସେତେବେଳେ ମା’ କାଳିଜାଇଙ୍କୁ ସୁମରଣା କରି ମନକୁ ସ୍ବଚ୍ଛ କରି ଡଙ୍ଗାରେ ଚଢିବା ଉଚିତ ।

ଯାହା ଦ୍ଵାରା ପାଣି ମଧ୍ୟରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହା ଛଡା ଯଦି କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ହେଉଛି । ତେବେ ଯେକୌଣସି ପାଣି ଚାଳିତ ମଟର ଯାନ ଗୁଡିକ ପାଣିରେ ଯିବା ପୂର୍ବରୁ ଚେକ କରିନେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *