ତୁମେ ଆମ ଦେଶର 5ଜଣ ବୀର ଯବାନଙ୍କୁ ମାରିଛ, ଆମ ସେନାବାହିନୀ 50ଜଣ ମିଲିଟାଣ୍ଟଙ୍କୁ ମାରିବେ…ବଦଲା ନେବ Indian Army

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତମେ ଆମର ୫ ଜଣ ବୀରଙ୍କୁ ମାରିଲ ଆମେ ତମର ୫୦ ଜଣଙ୍କୁ ମାରିକୁ ଦେଖେଇ ଦେବୁ । ତେବେ ନିକଟ ଅତୀତରେ ପୁଞ୍ଝ ଠାରେ ଘଟିଯାଇଥିବା ମାଓବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି । ଯେଉଁଥିରେ ଆମ ଓଡିଶାର ଜଣେ ବୀର ପୁରୁଷ ଅର୍ଥାତ ଦେବାଶିଷ ବିଶ୍ଵାଳ ମଧ୍ୟ ସହିଦ ହୋଯାଇଛନ୍ତି । ଯାହାକୁ ନେଇ ଓଡିଶା ତଥା ସାରା ଭାରତବ୍ୟାପୀ ଦୁଃଖ ଓ ଶୋକର କଳା ବାଦଲ ଛିଡି ପଡିଛି ।

ତେବେ ଯେଉଁ ଯବାନ ମାନେ ନିଜ ଦେଶ ପାଇଁ ସବୁଦିନ ସହିଦ ହୋଇଯାଇଛନ୍ତି । ସେମାନଙ୍କ ପରିବାର ଯେ ବର୍ତ୍ତମାନ କଣ ଯେ ଅବସ୍ଥା ତାହା ତ ବର୍ଣ୍ଣନା ମଧ୍ୟ କରିହେବ ନାହିଁ । ହେଲେ ଏହି ସବୁ ଭିତରେ ସାରା ଭାରତବାସୀଙ୍କ ମୁହଁରେ କେବଳ ଗୋଟିଏ କଥା ଗୁଞ୍ଜରିତ ହୋଇ ଉଠୁଛି ଶତ୍ରୁ ମାନଙ୍କ ଠାରୁ ନିଆଯାଉ ପ୍ରତିଶୋଧ । ତେବେ ସରକାରଙ୍କ ମିଳିତ ଉଦ୍ୟମରେ ଭାରତୀୟ ସେନା ନିଜକୁ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ କରୁଛନ୍ତି ।

ସର୍ଜିକାଳ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ଭଳି ଶତ୍ରୁର ଘରେ ଘରେ ପଶି ମାରିବାକୁ ପ୍ରି ପ୍ଲାନିଂଯୋଜନା ଚାଲିଛି ।  ତେବେ କେତେବେଳେ ଓ କେଉଁ ମୂହୁର୍ତ୍ତରେ ପାକିସ୍ତାନର ଶତ୍ରୁ ମାନଙ୍କ ଉପରେ ଭାରତୀୟ ସେନା ଆକ୍ରମଣ କରିବେ । ତାହା କାହାକୁ ବି କିଛି ସ୍ପଷ୍ଠ ବର୍ତ୍ତମାନ ସମୟରେ ହୋଇନାହିଁ । ତେବେ ସୂଚନା ମୁତାବିକ ଭାରତୀୟ ସେନା ବାହୀନୀର ଶକ୍ତିଷାଳୀ କମାଣ୍ଡର ମାନେ ଏହି ପ୍ରତିଶୋଷ ପାଇଁ ନିୟଜିତ ହୋଇବେ ।

ଇଟାର ଜବାବ ବଡ ବଡ ପଥରରେ ଭାରତୀୟ ସେନା ବାହୀନୀ ଦେଇକି ଦେଖେଇ ଦେବେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ପ୍ରତିଶୋଧର ନିଆଁରେ ଶତ୍ରୁ ମାନଙ୍କୁ ଜଳାଇ ଧରାଶାୟୀ କରାଇଦେବୁ । ତେବେ ଯାଇ ଭାରତୀୟ ସେନା ମାନଙ୍କର ତାକତ ବିପକ୍ଷ ଶତ୍ରୁ ମାନେ ଜାଣିପାରିବେ । ବୀର ଯବାନ ମାନଙ୍କୁ ଅକାଳରେ ଆକ୍ରମଣ କରି ଯବାନଙ୍କ ପରିବାରର ଆଖିରୁ ଯେଉଁ ଲୁହ ଝରିଛି ।

ସେହି ଲୁହରେ ଶତ୍ରୁ ମାନେ ଭାରତୀୟ ସେନାଙ୍କ ଆକ୍ରମଣରେ ଭାସିଯିବେ । ତେବେ ଏହି ସମ୍ବଧିତ କୌଣସି ଖବର ଏବେ ପ୍ରଚାର ପ୍ରସାର ସରକାରଙ୍କ ତରଫରୁ କରାଯାଉ ନାହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *