ଆଖିର ଦୃଷ୍ଟିଶକ୍ତି ବଢାଇବାର ରାମବାଣ ଉପାୟ, ଚୁଟକିରେ ଚଷମା ହଟିଯିବ

 

ଆମ ଦୈନନ୍ଦିନ ଜୀବନରେ ଆମେ ଅଧିକ ଟଙ୍କା ଅର୍ଜନ କରିବା ପାଇଁ ରାତିଦିନ କଷ୍ଟ କରିଥାଉ । ଏହା ଦ୍ଵାରା ଆମର ଖାଦ୍ଯ ପେୟରେ ଅନିୟମିତତା ହେବା ସହ ଆମେ ନିଜ ଶରୀରର ସଠିକ ଭାବରେ ଧ୍ୟାନ ରଖିପାରି ନଥାଉ । ଯାହା ଫଳରେ ଅଧିକାଂଶ ଲୋକମାନଙ୍କର ବହୁତ କମ ସମୟରେ ଆଖି ଜନିତ ସମସ୍ୟା ଦେଖାଯାଇଥାଏ । ଏହା ଦ୍ଵାରା ସେମାନଙ୍କୁ କମ ଦୃଶ୍ୟମାନ ହୋଇଥାଏ, ଯାହାଫଳରେ ସେମାନେ ଚଷମାର ବ୍ୟବହାର କରିବା ପାଇଁ ବାଧ୍ୟ ହୋଇଥାନ୍ତି ।

ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବୁ, ଯାହାକୁ ଆପଣ ବ୍ୟବହାର କରିଲେ ବହୁତ ଶୀଘ୍ର ଆପଣ ନିଜ ଚକ୍ଷୁ ଜନିତ ସମସ୍ୟାକୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଉପାୟ ବିଷୟରେ ।

ସର୍ବ ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ ଓ ଏଥିରେ ଆପଣ ଏକ ଚାମଚ ଘିଅ ପକାନ୍ତୁ । ଏହା ପରେ ଆପଣ ୭ ରୁ ୮ ଟି ଗୋଲମରୀଚ ନେଇ ଭଲ ଭାବରେ ପେଶୀ ଦିଅନ୍ତୁ ଓ ଏହି ପାଉଡରକୁ ଘିଅରେ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ ।

ସକାଳେ ଉଠିବା ପରେ ଆପଣ ଏହାର ସେବନ ଖାଲି ପେଟରେ କରନ୍ତୁ । ଏହାକୁ ଆପଣ ଗରମ ପାଣି ବା କ୍ଷୀରରେ ମିଶାଇ ମଧ୍ୟ ସେବନ କରିପାରିବେ । ଏହି ଉପାୟକୁ ଆପଣ କମ ସେ କମ ୭ ରୁ ୮ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ।

ଏହା ସହିତ ଆପଣ ରାତ୍ରି ସମୟରେ ଶୋଇବା ପୂର୍ବରୁ ଗୋଟେ ଚାମଚ ସୋରିଷ ତେଲ ହାତରେ ନିଅନ୍ତୁ ଓ ଏହି ତେଲକୁ ନିଜ ପାଦରେ ଭଲ ଭାବରେ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖିର ଶକ୍ତି ବହୁତ ଶୀଘ୍ର ତେଜ ହେବ । ଏହି ଉପାୟକୁ ଆପଣ ୭ ରୁ ୮ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ, ଆପଣଙ୍କୁ ବହୁତ ଶୀଘ୍ର ଏହାର ରେଜଲ୍ଟ ଦେଖାଯିବ । ଯାହାଫଳରେ ଆପଣ ବିନା ଚଷମାରେ ସବୁ କିଛି ସ୍ପଷ୍ଟ ଦେଖି ପାରିବେ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *