ଆକାଶରୁ ହଠାତ ଡେଇଁ ପଡିଲେ ଭାରତୀୟ ସୈନିକ, ସେନା ହେଉଛି ପ୍ରସ୍ତୁତ ! ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ଭିଡିଓଟି ଆମ ଭାରତୀୟ ସେନା ସହ ଜଡିତ । ସୋସିଆଲ ମିଡିଆରେ ଏହି ଭିଡିଓର ଚର୍ଚା ଜୋର ସୋର ହେଉଛି ।

ଭାରତୀୟ ସେନା ବାହାଦୁରିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ହେଲେ ଏହି ଭିଡିଓଟି ସବୁଠାରୁ ଅନ୍ଯତମ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାରତୀୟ ସେନା ଏକ ଭିଡିଓ ଅପଲୋଡ କରିଛି । ଏହି ଭିଡିଓରେ ସେନା ଯବାନ ମାନେ ଉଚ୍ଚତାରୁ ଡେଉଁ ଥିବାର ନଜର ଆସୁଛନ୍ତି ।

ଭାରତୀୟ ସେନାରେ ଯବାନ ମାନେ ଆଣ୍ଡାମନ ନିକୋବରରେ ଏକ ଜବରଦସ୍ତ ଯୁଦ୍ଧର ଅଭ୍ଯାସ କରୁଛନ୍ତି । ବନ୍ଧୁଗଣ ଭିଡିଓରେ ନଜର ଆସୁଥିବା ସମସ୍ତ ଯବାନ ଭାରତୀୟ ସେନାରେ ଶତ୍ରୁ ଜିତ ବ୍ରିଗେଟର ପାରା ଟ୍ରୁପର୍ସ ଅଟନ୍ତି । ଭାରତୀୟ ସେନାର ଶତ୍ରୁ ଜିତ ଟ୍ରୁପର୍ସ ଏହି ଯୁଦ୍ଧ ଅଭ୍ଯାସ ଦ୍ଵାରା ନିଜର ରାପିଡ଼ ରିସ୍ପୋନ୍ସ କ୍ଷମତାକୁ ପରଖୁ ଛନ୍ତି ଅର୍ଥାତ ଯୁଦ୍ଧ ସମୟରେ କେତେ ଶୀଘ୍ର ଆକ୍ରମଣ କରାଯାଇପାରିବ ତାର ଅଭ୍ଯାସ କରୁଛନ୍ତି ଏମାନେ ।

ସୈନିକ ମାନଙ୍କୁ କିଭଳି ଆକାଶରୁ ତକାଳୁ ଖସାଜାଇପାରିବ ତାର ଅଭ୍ଯାସ କରାଯାଉଛି ଓ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଏହା ପୂର୍ବରୁ ଭାରତୀୟ ସେନା ଏଭଳି ଅଭ୍ଯାସ ପୂର୍ବ ଲଦାଖରେ ଥିବା ଚୀନ ବର୍ଡର ପାଖରେ କରିଥିଲେ । ସେତେବେଳେ ଭାରତୀୟ ସେନା ନିଜର ପରାକ୍ରମ ପ୍ରଥମ ଥର ପାଇଁ ୧୪ ହଜାର ଫୁଟ ଉଚ୍ଚତାରୁ ଦେଖାଇ ଥିଲା ।

ବନ୍ଧୁଗଣ ଭାରତୀୟ ସେନା ଏଭଳି ଅଭ୍ଯାସ କରିବା ଦ୍ଵାରା ଆହୁରି ଶକ୍ତିଶାଳୀ ହେଉଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓଟିକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *