ଆକାଶରୁ ଖସୁଛି ମାଛ, ବିଶ୍ଵାସ ହେଉନଥିଲେ ବି ସତ ! ଶୀଘ୍ର ଦେଖନ୍ତୁ ଏହି video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆକାଶ ରୁ ଖସୁଛି ମାଛ । ଏହି କଥା ଟି ଶୁଣି ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକା ର ଭର୍ଜିନିଆ ରେ । ଯେଉଁଠି ଆକାଶ ରୁ ମାଛ ଖସିବା ଦୃଶ୍ୟ କ୍ୟାମେରା ର କଏଦ ହେବା ସହିତ ଏହି ଭି-ଡି-ଓ ଟି ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଆକାଶ ରୁ ବର୍ଷା ହେବା କଥା ଆମେ ଆଗରୁ ଶୁଣିଛୁ । କିନ୍ତୁ ପ୍ରଥମ ଥର ପାଇଁ ଏହା ଶୁଣିବାକୁ ମିଳୁଛି ଯେ ଶୂନ୍ୟ ଆକାଶ ରୁ ଖସୁଛି ମାଛ ।

ଯଦି ଆମେ ଇତିହାସ କୁ ଦେଖିବା ତେବେ ଅନେକ ବର୍ଷ ପୂର୍ବେ କେତେକ ସ୍ଥାନରେ ମାଛ ବର୍ଷା ହେବା ପାଇଁ ତଥ୍ୟ ରହିଛି । କିନ୍ତୁ ଏହାର ବାସ୍ତବ ଚିତ୍ର ବର୍ତ୍ତମାନ ଦେଖିବାକୁ ମିଳିଛି । ଶୂନ୍ୟ ରୁ ମାଛ ଖସୁଛି । ଯାହାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଘଟଣା ଟି ଘଟିଛି କିଛି ଏଭଳି ଭାବରେ । ଆମେରିକା ର ଭର୍ଜିନିଆ ଅଞ୍ଚଳ ରେ ରହୁଥିବା କାର୍ଲୋସ ମାଲଡନାଲଡ଼ ନାମକ ଜଣେ ବ୍ୟକ୍ତି ହଠାତ ଦିନେ ସକାଳୁ ଦେଖିବା ବେଳକୁ ତାଙ୍କ ଗାଡ଼ି ଉପରେ ମାଛ ପଡିଥିଲା ।

ସେ ଏହି ଘଟଣା କୁ ନେଇ ରାଗୀ ଯାଇଥିଲେ । ସେ ଭାବିଥିଲେ ହୁଏତ ତାଙ୍କ ପଡ଼ୋଶୀ ଏଭଳି କରିଛନ୍ତି ବୋଲି । କାରଣ ତାଙ୍କ ଗାଡ଼ି ଉପରେ ମାଛ ପଡ଼ିଛି ବୋଲି ତାଙ୍କ ପଡ଼ୋଶୀ ହିଁ ତାଙ୍କୁ ସୂଚନା ଦେଇଥିଲେ । ଏହାପରେ ସେ ଦେଖିବା ବେଳକୁ ତାଙ୍କ ଗାଡ଼ି ଉପରେ ମାଛ ପଡ଼ିଛି । ପ୍ରଥମେ ସେ ପଡ଼ୋଶୀ ଙ୍କ କଥାକୁ ଜମାବି ବିଶ୍ୱାସ କରିଲେ ନାହିଁ । ଓଲଟା ପଡ଼ୋଶୀ ଙ୍କୁ ସନ୍ଦେହ କରିଲେ । କିନ୍ତୁ ଯେତେବେଳେ ବାରମ୍ବାର ଏହି ଘଟଣା ଘଟିଲା ସେ ଘରେ ଲାଗିଥିବା କ୍ୟାମେରା ର ଫୁଟେଜ କୁ ଯାଞ୍ଚ କରିଲେ ।

ସେତେବେଳେ ସେ ଦେଖିଲେ ଯେ, ବାସ୍ତବରେ ଆକାଶ ରୁ ମାଛ ଖସୁଛି । ତେବେ ଏହି ଭି-ଡି-ଓ ରେ ସ୍ପଷ୍ଟ ରୂପରେ ଦେଖିବାକୁ ମିଳୁଛି ଯେ, ଆକାଶ ରୁ ମାଛ ଖସି ସିଧା ଗାଡ଼ି ଉପରେ ପଡୁଛି । କେବଳ ସେତିକି ନୁହେଁ ଦୂର ରୁ ଦେଖିଲେ ଏହି ମାଛ ଗୁଡ଼ିକ ବନ୍ଧୁକ ଗୁଳି ପରି ଦେଖା ଯାଉଛନ୍ତି । କାର୍ଲୋସ କହିଲେ ଯେ, ଯେତେବେଳେ ଆକାଶ ରୁ ମାଛ ଖସିଲା ସେତେବେଳେ ସେ ଏହାର ଯାଞ୍ଚ ପାଇଁ ତା’ ପାଖକୁ ଗଲେ ଏବଂ ସେଠି ଦେଖିଲା ବେଳକୁ ଏହା ଏକ ମାଛ ବୋଲି ସେ ଜାଣିଲେ ।

ଏହାପରେ କାର୍ଲୋସ ଅନୁଭବ କରିଲେ ଯେ, ତାଙ୍କ ପଡ଼ୋଶୀ ସତ କହୁଛନ୍ତି ବୋଲି । ଏହାପରେ ସେ ଏହାର ଭି-ଡି-ଓ କୁ ସୋ-ସି-ଆ-ଲ ମି-ଡି-ଆ- ରେ ପୋ-ଷ୍ଟ କରିବା ପରେ ଏହା ଜୋରସୋର ରେ ଭା-ଇ-ରା-ଲ ହେଉଛି । ତେବେ ଏହି ଘରଟି ଭର୍ଜିନିଆ ସମୁଦ୍ର କୂଳରେ ଅବସ୍ଥିତ । ତେବେ ଏହି ଘଟଣା ପରେ କାର୍ଲୋସ ଏହି ଖବର କୁ ଗ-ଣ ମା-ଧ୍ୟ-ମ-ରେ ଜଣାଇଥିଲେ ଏବଂ ଏହା ପରେ ଘଟଣା ଟି ସାମ୍ନା କୁ ଆସିଥିଲା । ତେବେ ଆକାଶ ରୁ ଏଭଳି ମାଛ ବର୍ଷା କଣ ପାଇଁ ହେଉଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ ତଥ୍ୟ ମିଳିନାହିଁ ।

Leave a Reply

Your email address will not be published. Required fields are marked *