ଅଜବ ସଉକ ! 25 ବର୍ଷରେ 22 ପିଲାର ମା’, ଆହୁରି 83 ପିଲାଙ୍କୁ ଦେବେ ଜନ୍ମ, ଏହା ପଛର କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଆପଣ ମାନେ ସହଜରେ ଚିନ୍ତା କରି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ୨୫ ବର୍ଷରେ ୨୨ ପିଲାର ମା’ ଆହୁରି ପୁଣି ୮୩ ଜନ୍ମ କରିବାର ରହିଅଛି ଟାର୍ଗେଟ । ତେବେ ବର୍ତ୍ତମାନ ଦୁନିଆର ସବୁ ଜିନିଷ ମହଙ୍ଗା ବଢୁଛି । ତେବେ ଏହି ସମୟରେ ସାରା ବିଶ୍ଵରେ ମଧ୍ୟ ପରିବାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ଏଭଳି କ୍ଷେତ୍ରରେ ଜଣେ ମହିଳା ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ତାହା ହେଉଛି ତାଙ୍କ ସନ୍ତାନ ସମ୍ବନ୍ଧରେ । କାରଣ ସେ ମାତ୍ର ୨୫ ବର୍ଷ ବୟସରେ ୨୨ ଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଣ ବର୍ତ୍ତମାନ ସେ ଆହୁରି ୮୦ ସନ୍ତାନ କରିବାକୁ ଚାହୁଁଛନ୍ତି । ଯେଉଁମାନେ ଏହି ମହିଳା ଙ୍କ ସମ୍ବନ୍ଧରେ ଜାଣନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି ।

ବ୍ରିଟେନ ରେ ରହୁଥିବା ଏହି ମହିଳା ଙ୍କ ନାମ ହେଉଛି ଖ୍ରୀଷ୍ଟିନା ଓଷ୍ଟକ । ସେ ଜଣେ କୋଟିପତି ପୁରୁଷ ଙ୍କୁ ବିବାହ କରିଛନ୍ତି । ୨୦୧୪ ମସିହାରେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା ।ସେତେବେଳେ ସେ ଝିଅ ଜନ୍ମ କରିଥିଲେ । ସେତେବେଳେ ଝିଅ ର ଚିତ୍କାର ଏବଂ ଖେଳିବାକୁ ପସନ୍ଦ କରିଲେ ଯେ ସେମାନେ ୧୦୫ ରୁ ଅଧିକ ପିଲା ଜନ୍ମ କରିବାର ଲକ୍ଷ ରଖିବାକୁ ସ୍ଥିର କରିଥିଲେ ।

କିନ୍ତୁ ମାନବ ଶାରୀରିକ ବିଜ୍ଞାନ ଅଧୀନରେ ଏହା ସମ୍ଭବ ନୁହେଁ । ଏଣୁ ସେ ସରଳସ୍ଥିର ରାସ୍ତା ବାଛିଥିଲେ । ସେମାନଙ୍କ ଇଚ୍ଛା ପୁରଣ କରିବା ପାଇଁ ଦମ୍ପତ୍ତି ବିଭିନ୍ନ ମହିଳା ଙ୍କ ଗର୍ଭ ରେ ଫଟିଲାଇଜ କରିଥିଲେ । ଏହି ପ୍ରକ୍ରିୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦମ୍ପତ୍ତି ୨୧ ଟି ସନ୍ତାନ ଜନ୍ମ ଦେଇଛନ୍ତି । ସେମାନଙ୍କର ଲକ୍ଷ ପୂରଣ କରିବାକୁ ଆହୁରି ୮୩ ଟି ପିଲା ଜନ୍ମ କରିବାକୁ ଚାହୁଁଛନ୍ତି ।

ଏହି ଇଚ୍ଛା ପୂରଣ କରିବାକୁ ସେମାନେ ଶହେ ହଜାର ଡଲାର ଅର୍ଥାତ ପ୍ରତି ପିଲାଙ୍କ ପାଇଁ ୮ ଲକ୍ଷ ଟଙ୍କା ଦେଉଛନ୍ତି । ତେବେ କ୍ରୀଷ୍ଟିନା କହିଛନ୍ତି ଯେ ତାଙ୍କର ସଂପୂର୍ଣ୍ଣ ଦିନ ପିଲା ମାନଙ୍କ ଯତ୍ନ ନେବାରେ ଅତିବାହିତ ହେଉଛି । ସେ ସମସ୍ତ ଛୋଟ ଜିନିଷ ବୁଝି ରଖନ୍ତି ଏବଂ ବର୍ତ୍ତମାନ ସେ ବହୁତ ଖୁସି ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *