Jyotish Shastra- ମିଠା ବାଣ୍ଟିବାକୁ ହେଇ ଯାଆନ୍ତୁ ରେଡି, କାରଣ ଆଗାମୀ 48 ଘଣ୍ଟା ମଧ୍ୟରେ ଏହି 6 ଟି ରାଶିରେ ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆସନ୍ତୁ ଜାଣିବା ଆଜି ଯେଉଁ ରାଶି ଗୁଡିକୁ ଭଗବାନ ହନୁମାନ ନିଜ ହୃଦୟରେ ବସେଇଛନ୍ତି । ଏହି ରାଶି ଗୁଡିକ ଉପରେ ଭଗବାନ ହନୁମାନ ନିଜ କୃପାଦୃଷ୍ଟି ପଡିପାରେ । ଯାହାଦ୍ୱାରା ଏହି ରାଶି ର ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଯିବ । ଏହି ରାଶିର ବ୍ୟକ୍ତିର ସମୟ ଅସନ୍ତା ମଙ୍ଗଳବାର ଠାରୁ ବହୁତ ଶୁଭ ହେବ । ଆପଣଙ୍କ ଘରେ ସୁଖର ବର୍ଷା ହବ । ଆପଣଙ୍କ ଭଲ ପାଇବା ବହୁତ ଉଚ୍ଚ ସ୍ଥାନର ପହଞ୍ଚେଇବ । ଆପଣ ବହୁତ ବର୍ଷ ରୁ ଚେଷ୍ଟା କରୁଥିବା କାମଟି ଖୁବଶୀଘ୍ର ହୋଇଯିବ ।

ପତି ଓ ପତ୍ନୀ ଭିତରେ ସଂପର୍କ ବହୁତ ଭଲ ରହିବ । ଆପଣକଂ କାମ ଦେଶ ବାହାରେ ଚାଲିବ ଏବଂ ଆପଣଙ୍କ ଭଲ ସ୍ୱଭାବ ଯୋଗୁଁ ବହୁତ ମିତ୍ର ହେବେ । ଖେଳକୁଦ ଦ୍ବାରା ଦେହ ସୁସ୍ଥ ରହିବ । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

୧. ମେଷ ରାଶି-ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶି ଉପରେ ଭାଗବ ହନୁମାନ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଛନ୍ତି । ଏହି ରାଶି ର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ରେ ବଦଳିଯିବ । ଭଗବାନ ହନୁମାନ କୃପା ଦ୍ୱାରା ଘରେ ଶାନ୍ତି ବର୍ଷା ହବ । ଶିକ୍ଷା କ୍ଷେତ୍ରରେ ବହୁତ ଜ୍ଞାନ ଅର୍ଜନ କରିବେ । ପ୍ରେମ କ୍ଷେତ୍ରରେ ଥିଲେ ବହୁତ ସଫଳତା ମିଳିବ । ଅନେକ ସୁନ୍ଦର ସ୍ଥାନ ଭ୍ରମଣ କରିବାର ଯୋଗ ଅଛି ଏବଂ ବହୁତ ଆନନ୍ଦ ପାଇବେ ।

୨. ତୁଳା ରାଶି – ବନ୍ଧୁଗଣ ଏହି ରାଶି ର ବ୍ୟକ୍ତିର ବିବାହ ରେ ବହୁତ ବାଧା ଦେଖା ଯାଉଥିଲା ଯାହା ଭଗବାନ ହନୁମାନ ଏବେ ଦୂର କରିଦେବେ ଏବଂ ଖୁବଶୀଘ୍ର ଅପଣଙ୍କ ବିବାହ ରାଶି ଖୋଲିବାର ସୁଯଗ ମିଳିବ । ଆପଣ କୌଣସି ଯାତ୍ରାରେ ଯିବାକୁ ଚାହୁଁଥିଲେ ନିଶ୍ଚିତ ଗମନ କରନ୍ତୁ ଆପଣଙ୍କ ଯାତ୍ରା ସଫଳ ହବ । କୌଣସି କାମ କରିବା ପୂର୍ବ ରୁ ଭଗବାନ ହନୁମାନ ନାମ ଜପ କରିଲେ ଅପଣଙ୍କ ସବୁ କାର୍ଯ୍ୟ ରେ ସଫଳ ମିଳିବ । ଆପଣଙ୍କ କାର୍ଯ୍ୟ ର ଫଳ ନିଶ୍ଚିତ ମିଳିବ ।

୩. ମକର ରାଶି – ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଁଥିଲେ ତାଙ୍କୁ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ ବହୁତ ସଫଳତା ମିଳିବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ । ସାଙ୍ଗମାନଙ୍କ ସହ ବୁଲା ବୁଲି କରିବାର ସୁଯଗ ମିଳିବ । ଆପଣଙ୍କ ଜୀବନ ବହୁତ ସଫଳଦାୟକ ରହିବ । ଆପଣଙ୍କ ପରିବାର ରେ ସୁଖରଲହରି ଖେଳିଯିବ । ଯେ କୌଣସି କାର୍ଯ୍ୟ କରିବା ଆଗରୁ ଭଗବାନ ହନୁମାନ ନାମ ଜପ କରନ୍ତୁ । ଅପଣଙ୍କ କାର୍ଯ୍ୟ ସଫଳ ହବ । ନୂଆ ନୂଆ କାମ କରିବାର ସୁଯଗ ମିଳିବ । ନୂଆ ନୂଆ ସାଙ୍ଗ ସହ ମିଶିବେ ।

୪. କନ୍ୟା ରାଶି- ବନ୍ଧୁଗଣ ଏହି ରାଶି ଥିବା ବ୍ୟକ୍ତି ଙ୍କ ଘର ଓ କାରବାର ଉପରେ ଧନ ର ବର୍ଷା ହେଇପାରେ । ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେଇଯିବ । ଆପଣଙ୍କ ଭାଗ୍ୟ ହନୁମାନ ଜୀଙ୍କ କୃପାରୁ ଓଲଟି ଯାଇପାରେ । କାରବାର ରେ ବ୍ୟସ୍ତତା ରହିବ । କର୍ଯ୍ୟକ୍ଷେତ୍ର ରେ ସମାନ ମିଳିପାରେ । କଷ୍ଟ କରିକି ଧନ ଅର୍ଜନ କରିପାରିବେ ।

୫. ସିଂହ ରାଶି- ବନ୍ଧୁଗଣ କହିବାକୁ ଚାହିଁବୁ ଯେ, ହନୁମାନ ଙ୍କ କୃପାରୁ ଏହି ରାଶିର ଲୋକମାନେଙ୍କୁ କାରବାର ରେ ବଡ ଫାଇଦା ମିଳିବାକୁ ଯାଉଛି । ଯାହା ଦ୍ୱାରା କି ଏହି ରାଶି ର ଲୋକମାନଙ୍କ ଦୁଃଖ କଷ୍ଟ ଦୂର ହେଇପାରିବ । ତଥା ଏମାଙ୍କ ଜୀବନ ରେ ରାଜସୁଖ ମିଳିପାରେ । ଆପଣଙ୍କୁ ଆପଣଙ୍କ ଜୀବନ ରେ ନୂଆ ଖୁସି ଖବର ଆସିବାର ମଧ୍ୟ ନଜର ଆସୁଥିବ । ଆପଣଙ୍କ ପ୍ରେମ ସମ୍ଭାଦ ରେ ମଧ୍ୟ ଦୃଢ଼ତା ଆସିବ । ଜୀବନ ର ସବୁ କଷ୍ଟ ଦୁଃଖ ହେଇପାରିବ ।

୬. କୁମ୍ଭ ରାଶି-ଏହି ରାଶିର ଲୋକଙ୍କ ଉପରେ ହନୁମାନ ଙ୍କ ଅସୀମ କୃପା ରହିଛି । ଯାହାଦ୍ୱାରା କି ଏମାନଙ୍କ ଜୀବନ ରେ ଆସୁଥିବା ସବୁ କଷ୍ଟ ଦୂର ହେଇଯିବ । ତା ସହ ଆର୍ଥିକ ପକ୍ଷ ମଜବୂତ ହବ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ଓ ଅଚାନକ ଧନର ପ୍ରାପ୍ତି ହେଇପାରେ । ଅପଣଙ୍କୁ ଅପଣଙ୍କ ଜୀବନରେ ଅପାର ସଫଳତା ମିଳିବାର ନଜର ଆସୁଛି । ହନୁମାନ ଙ୍କ କୃପା ରହିବାରୁ ବ୍ୟାପାରରେ ଆର୍ଥିକ ଲାଭ ହେବ । ଏହି ସମୟ ରେ ଆପଣ ଆପଙ୍କ ସ୍ୱାସ୍ଥ୍ୟ ରେ ବିଶେଷ ଧ୍ୟାନ ଦିଅନ୍ତୁ । ପରିବାର ରେ ସୁଖଶାନ୍ତି ରହିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *