ବିବାହରେ Bollywood ଷ୍ଟାର ମାନଙ୍କ ତରଫରୁ Varun Dhawan ଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ , Prabhu Deva ଦେଲେ ସବୁଠୁ ଅଧିକ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି କିଛି ସମୟ ହେବ ଏକ ବଲିଉଡ ଅଭିନେତା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି, ସେହି ଅଭିନେତା ଜଣକ ହେଉଛନ୍ତି ବରୁନ ଧବନ । ବନ୍ଧୁଗଣ ଗତକାଲି ବରୁନ ଧବନ ନିଜର ଗାର୍ଲଫ୍ରେଣ୍ଡ ନତସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ହେତୁ ସୋସିଆଲ ମିଡିଆରେ ବରୁନ ଓ ନତସା ବହୁତ ଚର୍ଚାରେ ରହିଛନ୍ତି । ବନ୍ଧୁଗଣ ନତସା ଦଲାଲ ହେଉଛନ୍ତି ଜଣେ ଫ୍ୟାସନ ଡିଜାଇନର । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରି ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବିବାହ ଉପଲକ୍ଷେ ଏହି ଦୁଇଜଣଙ୍କୁ ଅନେକ କଳାକାର ମାନେ ଶୁବେଛା ଜଣାଇବା ସହ କେତେକ ଏକ୍ସପେନ୍ସିଭ ଗିଫ୍ଟ ମଧ୍ୟ ଦେଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଗିଫ୍ଟ ବିଷୟରେ ।


ଶ୍ରଦ୍ଧା କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶରଧା କପୁର । ବରୁନ ଓ ଶରଧା ଏକ ସହ ‘ଏବିସିଡି’ ଫିଲ୍ମରେ କାମ କରିଛନ୍ତି ଓ ଏହି ଦୁଇଜଣ ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ବିବାହ ଅବସରରେ ଶ୍ରଦ୍ଧା ବରୁନଙ୍କୁ ସୁଜୁକି ହାୟାବୁଜା ବାଇକ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୧୩ ଲକ୍ଷ ଟଙ୍କା ।


ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଶାହରୁଖ ଖାନ । ଶାହରୁଖ ଓ ବରୁନ ଏକା ସହ ଫିଲ୍ମ ‘ଦିଲବାଲେ’ରେ କାମ କରିଛନ୍ତି  । ବିବାହ ଅବସରରେ ଶାହରୁଖ ବରୁନ ଓ ନତସାଙ୍କୁ ଏକ ଡାଇମଣ୍ଡ ରିଙ୍ଗ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୨୦ ଲକ୍ଷ ଟଙ୍କା ।

ସାରା ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସାରା ଓ ବରୁନ ଏକା ସହ ଫିଲ୍ମ ‘କୁଲି ନମ୍ବର ୧’ରେ କାମ କରିଛନ୍ତି ଓ ଏହି ଫିଲ୍ମଟି କିଛି ଦିନ ତଳେ ରିଲିଜ ହୋଇଛି । ବିବାହ ଅବସରରେ ସାରା ବରୁନଙ୍କୁ ସ୍ଵିଜର ଲାଣ୍ଡର ଏକ ହନିମୁନ ପ୍ଯାକେଜ ଗିଫ୍ଟ କରିଛନ୍ତି ।


ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମାଧୁରୀ ଦୀକ୍ଷିତ । ମାଧୁରୀ ବରୁନଙ୍କ ଅଭିନୟରେ ବହୁତ ପ୍ରଭାବିତ ହୁଅନ୍ତି । ବିବାହ ଅବସରରେ ମାଧୁରୀ ବରୁନଙ୍କୁ ଏକ ଫୁଲର ବୁକେ ଓ ଏକ ପେନ ଦେଇଥିଲେ । ଏହି ପେନର ଦାମ ହେଉଛି ୨ ଲକ୍ଷ ଟଙ୍କା ।


ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ । ଆଲିୟା ଓ ବରୁନ ଏକା ସହ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ନିଜର ଡେବ୍ୟୁ କରିଥିଲେ । ବିବାହ ଅବସରରେ ଆଲିୟା ବରୁନଙ୍କୁ ଏକ ରୋଲେକ୍ସ ୱାଚ ଗିଫ୍ଟ କରିଥିଲେ ଓ ଏହି ୱାଚରେ ଡାଇମଣ୍ଡ ମଧ୍ୟ ଲାଗିଥିଲା । ଏହି ୱାଚର ଦାମ ହେଉଛି ୫୦ ଲକ୍ଷ ଟଙ୍କା ।

ଜ୍ୟାକଲିନ ଫର୍ନାଡିସ- ଜ୍ୟାକଲିନ ଓ ବରୁଣ ଏକା ସହିତ ଜୁଡବା 2 ମୁଭି ରେ କାମ କରି ସାରିଛନ୍ତି । ଜ୍ୟାକଲିନ ବରୁଣ ଓ ନତାଶା ଙ୍କୁ ବିବାହ ମଉକାରେ Audi A8 କାର ଗିଫ୍ଟ କରିଛନ୍ତି । ଯାହାର ଦାମ 2 କୋଟି ଟଙ୍କା ।

ଡେବିଡ ଧବନ – ବରୁଣ ଙ୍କ ପିତା ଡେବିଡ ଧବନ ନିଜ ପୁଅକୁ ବିବାହରେ ଏକ ଆପାର୍ଟମେଣ୍ଟ ଗିଫ୍ଟ କରିଛନ୍ତି । ଯେଉଁଥିରେ ସବୁ ସୁଖ ସୁବିଧା ରହିଛି । ଯାହାର ଦାମ 3 କୋଟି ଟଙ୍କା ।

ପ୍ରଭୁ ଦେବା – ପ୍ରଭୁ ଦେବା ବରୁଣ ଏନକେ ସହିତ ଏବିସିଡ଼ି ମୁଭି ରେ କାମ କରି ସାରିଛନ୍ତି ଓ ସେ ବରୁଣ ଙ୍କ ସହିତ କାଫି କ୍ଳୋଜ ଅଟନ୍ତି । ପ୍ରଭୁ ଦେବା ବରୁଣ ଙ୍କୁ ବିବାହରେ ଏକ ଲମ୍ବୋରଗିନି ଆଭେଣ୍ଟେଡୋର କାର ଗିଫ୍ଟ କରିଛନ୍ତି ଯାହାର ଦାମ 5 କୋଟି ଟଙ୍କା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *