ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ବହୁତ କିଛି ଜଣା ଓ ଅଜଣା କଥା ରହିଥାଏ । ଯାହାକୁ ଆମେ ସାଧାରଣତଃ ସାଧାରଣ ଜ୍ଞାନ କହିଥାଉ । ଏହି ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମର ଜ୍ଞାନ ବଢିବା ସହ ବହୁତ କିଛି କଥା ବିଷୟରେ ଆମେମାନେ ଅବଗତ ମଧ୍ୟ ହୋଇପାରୁ । ତେବେ ଚାଲନ୍ତୁ ସେହିପରି କିଛି ଜଣାଅଜଣା କଥାକୁ ନେଇ କିଛି ସାଧାରଣ ଜ୍ଞାନ ଆଲୋଚନା କରିବା ।
୧ ;- କେଉଁ ଦେଶରେ ଭିକାରୀକୁ ଭିକ ମାଗିବା ପାଇଁ ଲାଇସେନ୍ସ ବନାଇବାକୁ ପଡିଥାଏ ?
ଉତ୍ତର;-ସ୍ଵିଡେନ ଦେଶରେ ଭିକ ମାଗିବା ପାଇଁ ଲୋକଙ୍କୁ ଲାଇସେନ୍ସ କରିବାକୁ ପଡିଥାଏ ।
୨;-କେଉଁ ଦେଶର ଲୋକମାନେ ସାପର ବିଷ ପିଇଥାନ୍ତି ?
ଉତ୍ତର;- ଇଣ୍ଡୋନେସିଆ ଦେଶର ଲୋକମାନେ ସାପର ବିଶ ପିଇଥାନ୍ତି ।
୩;-ପୃଥିବୀର କେଉଁ ଦେଶରେ ଅଧିକ ଜେଲ୍ ରହିଛି ?
ଉତ୍ତର;-ଆମେରିକା ଦେଶରେ ଅଧିକ ଜେଲ ରହିଛି ।
୪;- ମୟୂରର ଜୀବନ କାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?
ଉତ୍ତର;- ମୟୁରର ଜୀବନ କାଳ ୨୦ ବର୍ଷ ହୋଇଥାଏ ।
୫;- ଭାରତରେ ସର୍ବପ୍ରଥମେ କେବେ ଜନଗଣନା ହୋଇଥିଲା ?
ଉତ୍ତର;- ୧୯୭୨ ମସିହାରେ ଜନଗଣନା ଆରମ୍ଭ ହୋଇଥିଲା ।
୬;- କେଉଁ ଦେଶରେ ଅଧିକ ଟ୍ରେନ ଚାଲିଥାଏ ?
ଉତ୍ତର;- ଜାପାନ ଦେଶରେ ଅଧିକ ଟ୍ରେନ ଚାଲିଥାଏ ।
୭;- ମଣିଷ ଦିମାଗର ମେମୋରୀ କେତେ GBର ହୋଇଥାଏ ?
ଉତ୍ତର;-Unlimited ହେଉଛି ମଣିଷର ଦିମାଗ ।
୮ ;- କେଉଁ ଦେଶରେ ୩ ଟି ରାଜଧାନୀ ରହିଛି ?
ଉତ୍ତର;- ଦକ୍ଷିଣ ଆଫ୍ରିକା ଦେଶରେ ୩ ଟି ରାଜଧାନୀ ରହିଛି ।
୯;- ଭାରତର କେଉଁ ରାଜ୍ୟରେ ଅଧିକ ଚୀନାବାଦାମ ଉତ୍ପାଦନ କରାଯାଏ ?
ଉତ୍ତର;- ଗୁଜୁରାଟ ରାଜ୍ୟରେ ଅଧିକ ଚିନାବାଦାମ ଉତ୍ପାଦନ କରାଯାଇଥାଏ ।
୧୦;-ଭାରତର କେଉଁ ରାଜ୍ୟରେ ପ୍ରଥମେ ପ୍ଲାଷ୍ଟିକ କୁ ବର୍ଜନ କରିଥିଲା ?
ଉତ୍ତର;- ହିମାଚଳ ପ୍ରଦେଶ ରାଜ୍ୟରେ ପ୍ରଥମେ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ପଡିଥିଲା ।
୧୧;- ଅଧିକ ଚିକେନ୍ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର;- ଅଧିକ ଚିକେନ ଖାଇବା ଦ୍ଵାରା ହାର୍ଟ ଆଟାକ ହୋଇଥାଏ ।
୧୨;- ଓଡିଶାର କେତୋଟି ଜିଲ୍ଲା ରହିଛି ?
ଉତ୍ତର;- ଓଡିଶାରେ ୨୯ ଟି ଜିଲ୍ଲା ରହିଛି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକ ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ