କମଜୋର ହୃଦୟର ଲୋକ ଦେଖନ୍ତୁ ନାହିଁ ! ଅଧ ରାତିରେ ଭୟଙ୍କର ରାଗି Golden Cobra କୁ ଦେଖି ମହିଳା ଜଣକ ଯାହା କଲେ ନା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ସାପକୁ ନିଶ୍ଚୟ ଦେଖିଥିବେ । ଆମ ପୃଥିବୀରେ ସାପର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମ ଅନୁସାରେ ନାଗ ସାପର ବହୁତ ପୌରାଣିକ ଓ ଧାର୍ମିକ ମାନ୍ୟତା ରହିଛି । ପୌରାଣିକ ମାନ୍ୟତା ଅନୁସାରେ ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି । ବନ୍ଧୁଗଣ ଏହି ସାପଟି ବହୁତ କମ ସ୍ଥାନରେ ଦେଖା ଦେଇଥାଏ । ବନ୍ଧୁଗଣ ନାଗ ସାପ ମାନଙ୍କ ସହ ଜଡିତ ଅନେକ ଭିଡିଓ ଆପଣ ମାନେ ଦେଖିଥିବେ ।

ନାଗ ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ ଯଦି ନାଗ ସାପ କୌଣସି ବ୍ୟକ୍ତିକୁ ଚୋଟ ମାରିବ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ହେବ । ତେବେ ବନ୍ଧୁଗଣ ଗୋଲ୍ଡେନ କୋବ୍ରାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ଏହି ଭିଡିଓରେ ଗୋଲ୍ଡେନ କୋବ୍ରାର ଭୟଙ୍କର କ୍ରୋଧ ଦେଖିବାକୁ ମିଳିଛି ।

ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଓଡିଶାର ଏକ ଗାଁରେ ଏକ କୋବ୍ରା ସାପ ଗୋଟେ ଘର ଭିତରେ ପଶି ଥିଲା ।

https://www.youtube.com/watch?v=uIKGNIHi7WM

ରାତି ଅଧରେ ଘର ଲୋକ ନାଗ ସାପର ଦର୍ଶନ କରିଥିଲେ । ସାପ ଭୟରେ ପରିବାର ଲୋକ କିଛି ଖାଇ ନାହାନ୍ତି ଓ ରାତିରେ ଶୋଇ ବି ନଥିଲେ । ସାପ ଭୟରେ ପରିବାର ଲୋକଙ୍କ ଅବସ୍ଥା ଖରାପ ହୋଇଯାଇଛି । ତେବେ ସକାଳ ସମୟରେ ଗାଁ ଲୋକ ଏକ ସାପ ଧରାଳିଙ୍କୁ ଡକାଇ ଥିଲେ । ସାପ ଧରାଳି ଯେତେବେଳେ ଗୋଲ୍ଡେନ କୋବ୍ରାକୁ ଉଧାର କରିବା ପାଇଁ ଗଲେ ସେତେବେଳେ କୋବ୍ରାର ଭୟଙ୍କର ଗର୍ଜନ ଶୁଣିବାକୁ ମିଳିଥିଲା ଯାହା ଦେଖି ଗାଁ ଲୋକବି ଭୟବିତ ହୋଇଯାଇଥିଲେ ।

ଗୋଲ୍ଡେନ କୋବ୍ରାଟି ଅନେକ ଥର ସାପ ଧରାଳିଙ୍କୁ ଚୋଟ ମାରିବା ପାଇଁ ଚେଷ୍ଟା କରିଥିଲା ହେଲେ ସାପ ଧରାଳି ଜଣକ ଅତି ସାବଧାନତାର ସହ ଗୋଲ୍ଡେନ କୋବ୍ରାକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *