ଗ୍ୟାସ୍, ଏସ୍ଡ଼ିଟି, ବାରମ୍ବାର ପାଡିବା, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ଆଦି ସମସ୍ୟା ଥିଲେ, କେବଳ ଏହାକୁ ପିଅନ୍ତୁ ୫ ମିନିଟରେ ଭଲ ହୋଇଯିବ

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର ଗ୍ଯାସ, ପେଟ ଫୁଲିବା, ଛାତିରେ ଜ୍ଵଳନ ଓ ପେଟ ଜନିତ ବିଭିନ୍ନ ସମସ୍ଯା ଦେଖାଯାଉଛି । ଏହି ସମସ୍ତ ସମସ୍ଯା ଆଗକୁ ଯାଇ ବହୁତ ବଡ ଅସୁବିଧା କରିପାରେ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ସାବଧାନ ରହିବା ନିହାତି ଆବଶ୍ୟକ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜର ପେଟ ଜନିତ ସମସ୍ତ ସମସ୍ଯାକୁ ବହୁତ ସହଜ ଏବଂ କମ ସମୟ ମଧ୍ୟରେ ଦୂର କରିପାରିବେ ।

ବନ୍ଧୁଗଣ ଆମର ଏହି ଉପଚାର ବହୁତ ଶକ୍ତିଶାଳୀ ଅଟେ । ବନ୍ଧୁଗଣ ଏହାର ସେବନ ଦ୍ଵାରା ଆପଣଙ୍କ ର ସମସ୍ତ ପ୍ରକାର ପେଟ ଜନିତ ସମସ୍ଯା ସବୁଦିନ ପାଇଁ ଶେଷ ହୋଇଯିବ । କେବଳ ୫ ମିନିଟ ମଧ୍ୟରେ ଆପଣ ମାନଙ୍କୁ ଏହାର ରେଜଲ୍ଟ ମିଳିଯିବ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଏହାକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରକୁ ଗ୍ଯାସ ଚୁଲାରେ ବସେଇ ଦିଅନ୍ତୁ । ଏହାପରେ ଆପଣ ଏହି ପାତ୍ରରେ ଏକ ଗ୍ଳାସ ପାଣି ପକାନ୍ତୁ । ଏହାପରେ ଆପଣ ଏଥିରେ ୧ ଚାମଚ ଜୀରା ପକାନ୍ତୁ । ବନ୍ଧୁଗଣ ଜୀରା ଆପଣଙ୍କୁ ବହୁତ ସହଜରେ ମିଳିଯିବ ଓ ଏହା ଆପଣଙ୍କ ପେଟ ପାଇଁ ବହୁତ ଅଧିକ ଲାଭଦାୟକ ମଧ୍ୟ ହୋଇଥାଏ । ଏହାପରେ ଆପଣ ଏଥିରେ ଅଳ୍ପ ଡାଲଚିନି ପକାଇ ଦିଅନ୍ତୁ ।


ବନ୍ଧୁଗଣ ଡାଲଚିନି ହେଉଛି ଏକ ଭାରତୀୟ ମସଲା । ଏହାକୁ ରୋଷେଇ ଆଦିରେ ବ୍ୟବହାର କରାଯାଇଥାଏ । ହେଲେ ଏହା ପେଟ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଏହା ପରେ ଆପଣ ଏହି ମିଶ୍ରଣକୁ ଗ୍ଯାସ ମାଧ୍ୟମରେ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।

୫ ମିନିଟ ହେବା ପରେ ଆପଣ ଏହି ମିଶ୍ରଣକୁ ଏକ ଛଣା ସାହାର୍ଯ୍ୟରେ ଭଲ ଭାବରେ ଛାଣି ଦିଅନ୍ତୁ । ଛାଣିବା ପରେ ଆପଣ ସେହି କାଢାରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଲେମ୍ବୁରେ ବନ୍ଧୁଗଣ ଅମ୍ଳ ଥାଏ ଯାହା ଆମ ପେଟ ପାଇଁ ବହୁତ ଭଲ । ଏହାପରେ ଆପଣ ଏହି ମିଶ୍ରଣରେ ଅଧା ଚାମଚ କଳା ଲୁଣ ମିଶାଇ ଦିଅନ୍ତୁ । କଳା ଲୁଣରେ ଖ୍ୟାରୀୟ ଗୁଣ ରହିଛି । ଏହା ଗ୍ଯାସ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।


ବନ୍ଧୁଗଣ ବର୍ତ୍ତମାନ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ଏହାର ସେବନ କରନ୍ତୁ । ଯଦି ଆପଣଙ୍କର ଅଧିକ ଗ୍ଯାସ ବ ପେଟ ଜନିତ କୌଣସି ସମସ୍ଯା ରାହୁଥାଏ, ତାହାଲେ ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଓ ସନ୍ଧ୍ୟା ସମୟରେ ଖାଲି ପେଟରେ ଏହାର ସେବନ କରିବେ । ବନ୍ଧୁଗଣ ଏହାର ସେବନ କରନ୍ତୁ ଦେଖିବେ ୫ ମିନିଟ ମଧ୍ୟରେ ଆପଣଙ୍କ ଗ୍ଯାସ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *