ସବୁଠୁ ଅଧିକ ଥର ବିବାହ କରିଛନ୍ତି Bollywood ର ଏହି 5 ଜଣ ହିରୋଇନ, ନମ୍ବର 5 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ବନ୍ଧୁଗଣ ସାଧାରଣତଃ ଆମ ହିନ୍ଦୁ ସମାଜ ଅନୁଯାୟୀ ସମସ୍ତ ମଣିଷ ଜୀବନରେ ଗୋଟିଏ ଥର ବିବାହ କରିଥାନ୍ତି । ଯଦି ସେମାନେ ଥରେ ବିବାହ କରି ଦ୍ଵିତୀୟ ଥର ବିବାହ କରିବେ ତା ହେଲେ ସେମାନଙ୍କୁ ସମାଜରେ ବହୁତ ଅପମାନ ଓ ନିନ୍ଦା ସହ୍ୟ କରିବାକୁ ପଡିବ । ହେଲେ ବନ୍ଧୁଗଣ ବଲିଉଡର ବିବାହ ସମ୍ବନ୍ଧିତ ସମସ୍ତ ମାମଲା ବହୁତ ସାଧାରଣ ଅଟେ । କାରଣ ବଲିଉଡରେ ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ବିବାହ ମାମଲାରେ ସମସ୍ତ ରେକର୍ଡ ଭାଙ୍ଗିଦେଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଜୀବନରେ ୧ ରୁ ଅଧିକ ଥର ବିବାହ କରିଛନ୍ତି । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ବିନ୍ଦିଆ ଗୋସ୍ଵାମୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପୁରୁଣା ଫିଲ୍ମ ଅଭିନେତ୍ରୀ ବିନ୍ଦିଆ ଗୋସ୍ଵାମୀ । ଏହି ଅଭିନେତ୍ରୀ ଜଣକ ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଦୁଇଥର ବିବାହ କରିଛନ୍ତି । ପ୍ରଥମେ ସେ ବିନୋଦ ମେହେରାଙ୍କ ସହ ବିବାହ କରିଥିଲେ ଓ ଦୁତୀୟରେ ସେ ଜ୍ଯୋତି ପ୍ରକାଶଙ୍କ ସହ ବିବାହ କରିଛନ୍ତି ।


ନୀଲମ କୋଠାରି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ୯୦ଦଶକର ଫେମସ ଅଭିନେତ୍ରୀ ନୀଲମ କୋଠାରି । ଏହି ଅଭିନେତ୍ରୀ ଜଣକ ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ପ୍ରଥମେ ସେ ଲଣ୍ଡନର ଏକ ବଡ ବିଜନେସ ମ୍ୟାନଙ୍କ ସହ ବିବାହ କରିଥିଲେ ହେଲେ ଏହି ବିବାହ ପରେ ତାଙ୍କ ଜୀବନରେ ବହୁତ ବଡ ବଡ ସମସ୍ଯା ଆସିଥିଲା ଯାହାଫଳରେ ସେ ଦ୍ଵିତୀୟ ଥର ସମୀର ସୋନିଙ୍କ ସହ ବିବାହ କରିଥିଲେ ।

ଯୋଗୀତା ବାଲି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଯୋଗୀତା ବାଲି । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଯୋଗୀତା ଦୁଇଟି ବିବାହ କରିଥିଲେ । ପ୍ରଥମେ ସେ ଜଣା ଶୁଣା ଗାୟକ କିଶୋର କୁମାରଙ୍କ ସହ କରିଥିଲେ ଓ ଦୁତୀୟ ବିବାହ ସେ ବଲିଉଡର ଫେମସ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ କରିଥିଲେ ।


ନିଲିମା ଆଜମି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନିଲିମା ଅଜିମ । ହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ତିନିଟି ବିବାହ କରିଛନ୍ତି । ସେ ନିଜର ପ୍ରଥମ ବିବାହ ପଙ୍କଜ କପୁରଙ୍କ ସହ କରିଥିଲେ, ଏହା ପରେ ସେ ଦ୍ଵିତୀୟ ବିବାହ ରାଜେସ ଖଟ୍ଟରଙ୍କ ସହ କରିଥିଲେ ଓ ଶେଷରେ ସେ ଉମ୍ମାଦ ରଜା ଅଲି ଖାନଙ୍କ ସହ ବିବାହ କରିଥିଲେ । ନିଲିମା ନିଜ ଜୀବନରେ ବହୁତ କଷ୍ଟ ସହ୍ୟ କରିଛନ୍ତି ।

ଜେବା ଭକ୍ତିଆର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜେବା ଭକ୍ତିଆର । ଜେବାଙ୍କୁ ବହୁତ କମ ଲୋକ ଜାଣିଛନ୍ତି ହେଲେ ଜେବା ବଲିଉଡର ଦିଗଜ ଅଭିନେତା ସଲମାନ ଖାନଙ୍କ ସହ କାମ କରିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜେବା ୪ ଥର ବିବାହ କରିଛନ୍ତି । ପ୍ରଥମେ ସେ ଗାୟକ ଅଦନାନ ସମିଙ୍କ ସହ ଦ୍ଵିତୀୟରେ ସେ ଜାଭେଦ ଜାଫରିଙ୍କ ସହ, ତୃତୀୟରେ ସଲମାନ ବାଲିୟାନୀଙ୍କ ସହ ଓ ଚତୁର୍ଥରେ ସାରି ସୋହେଲ ଖାନ ଲେଗହାରିଙ୍କ ସହ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *