Abhisek Mohapatra ଙ୍କ ଶେଷକୃତ୍ୟ ହେଲା ସମ୍ପନ୍ନ, ଦେଖନ୍ତୁ କାନ୍ଦି କାନ୍ଦି ଅଭିଷେକ ଙ୍କ ମା’ କହିଲେ ଏମିତି…ପୁରା Video ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି

ବନ୍ଧୁଗଣ, କରୋନା ମହାମାରୀ ଗତ ବର୍ଷ ଠାରୁ ଆସି ସମଗ୍ର ବିଶ୍ଵବାସୀ ଙ୍କୁ ନିଜର ଶିକାର ବନାଇ ସାରିଛି । ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ଅନେକ ଲୋକ ନିଜର ଜୀବନ ହରାଇ ସାରିଛନ୍ତି । ଏହିଭଳି ଏକ ମ-ର୍ମ-ହ-ତ ଘଟଣା ଅନେକ ଦିନ ଧରି ଏହି ମହାମାରୀ ରେ ଆକ୍ରାନ୍ତ ଥିବା ଅଭିଷେକ ବର୍ତ୍ତମାନ ସବୁଦିନ ଲାଗି ଆର ପାରି କୁ ଚାଲି ଯାଇଛନ୍ତି । ପଞ୍ଚଭୂତ ରେ ଲୀନ ହେଲା ଅଭିଷେକ ଙ୍କ ପାର୍ଥିବ ଶରୀର । ଭଦ୍ରକ ଜିଲ୍ଲା ପୌରପାଳିକ ର ମାନ୍ଦାରୀ ଗ୍ରାମ ରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଅଛି ।

ଅଭିଷେକ ଙ୍କ ମୃ-ତ୍ୟୁ ପରେ ଗାଁ ରେ ଶୋକର ଛାୟା ଖେଳି ଯାଇଅଛି । ଜନସାଧାରଣଙ୍କ ସାହାର୍ଯ୍ୟ ସତ୍ବେ ଜୀବନ ଯୁ-ଦ୍ଧ-ରେ ହାରିଗଲେ ଅଭିଷେକ । କୋଭିଡରେ ଆକ୍ରାନ୍ତ ହୋଇ ଗୁରୁତ୍ଵର ହୋଇ ପଡିଥିଲେ । ଇକ୍ମୋ ଚିକିତ୍ସା ନିମନ୍ତେ ତାଙ୍କୁ ଏୟାର ଲିଫ୍ଟ ସାହାର୍ଯ୍ୟରେ ତାଙ୍କୁ କଲିକତା ନିଆଯାଇଥିଲା । ଅଭିଷେକ ଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । ବିବାହର ୮ ଦିନ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ କରୋନା ସଂକ୍ରମଣ ହୋଇଛନ୍ତି ।

ଶ୍ଵାସବସ୍ଥା ଅଧିକ ଗୁରୁତ୍ଵର ହେବାରୁ ତାଙ୍କୁ ଇକ୍ମୋ ଚିକିତ୍ସ୍ୟା ନିମନ୍ତେ ଅର୍ଥ ଦରକାର ଥିଲା । ଓଡିଶାବାସୀ ଙ୍କ ସହାୟତା ଦ୍ଵାରା ତାଙ୍କୁ ଇକ୍ମୋ ଚିକିତ୍ସ୍ୟା କରାଯାଉଥିଲା ମାତ୍ର ୩ ମାସ ଧରି ଚିକିତ୍ସ୍ୟା ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲା ନାହିଁ । ବର୍ତ୍ତମାନ ଅଭିଷେକ ଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ନବ ବିବାହିତା ସ୍ତ୍ରୀ ନୂତନ କରି ଘର ସଂସାର ଆରମ୍ଭ କରି ନାହିଁ ମାତ୍ର ତାହାର ଘର ଉଜୁଡି ଗଲା ।

ଅଭିଷେକ ଙ୍କ ମା’ ମି-ଡି-ଆ ଆଗରେ କହିଛନ୍ତି ତାଙ୍କୁ ବହୁତ ସାହାର୍ଯ୍ୟ ଦାନ ମିଳିଲା । ମଝିରେ ସେ ସୁସ୍ଥ ମଧ୍ୟ ହେଇ ଆସୁଥିଲା କିନ୍ତୁ ଭଗବାନ ମୋ ପୁଅ କୁ ମୋ ଠାରୁ ଛଡାଇ ନେଲେ । ବାପା ମା ଙ୍କର ଯେଉଁ ପୁଅ ଅନ୍ତିମ କାର୍ଯ୍ୟ କରିବା କଥା ଆମ୍ଭେ ବାପା ମା’ ହୋଇ ବର୍ତ୍ତମାନ ତାର ଶେଷ କାର୍ଯ୍ୟ ସମାପନ କରୁଛୁ ।

ଏହି ଘଟଣା ଟି ସତରେ ଅତ୍ୟନ୍ତ ମର୍ମହାତ ପାଲଟି ଯାଇଛି । କାରଣ ଅଭିଷେକ ତାଙ୍କ ପରିବାରର ଏକମାତ୍ର ପୁତ୍ର ସନ୍ତାନ ଥିଲେ । ଯେ କି ବର୍ତ୍ତମାନ ଆଉ ଏହି ଦୁନିଆରେ ନାହାନ୍ତି । ବନ୍ଧୁଗଣ ଏହି ଘଟଣା ବିଷୟରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *