ହସ୍ପିଟଲ ରୁ ସୁସ୍ଥ ହୋଇ ଫେରିବା ପରେ ନିଜ ନାଁ ରେ ମିଛ ପ୍ରଚାର କୁ ନେଇ ରାଗିଗଲେ Aswini, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ମାନଙ୍କୁ ଆପଣ ମାନେ ଦେଖିଥିବେ । ସେଥି ମଧ୍ୟରୁ ଆପଣ ଅଶ୍ଵିନୀ ଙ୍କୁ ନିଶ୍ଚିତ ରୂପେ ଦେଖିଥିବେ । ଅଶ୍ଵିନୀ ଜଣେ ଅଭିନେତା ସହିତ ଜଣେ ଭଲ ଆଙ୍କର ମଧ୍ୟ ଅଟନ୍ତି । କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ଏହି ଖବର ପାଇବା ମାତ୍ରେ ସାରା ଦର୍ଶକଙ୍କ ମନ ଦୁଖ ହୋଇଗଲା । ଏହାପରେ ସୋ-ସି-ଆ-ଲ ମି-ଡି-ଆ ରେ ଅଶ୍ଵିନୀ ଙ୍କ ଅସୁସ୍ଥ ଥିବା ଖବର ଚାରିଆଡେ ଖେଳି ଚାଲିଲା । ଏହି ଖବର ଟି ଶୋକାକୁଳ ପରିସ୍ଥିତି କୁ ସୃଷ୍ଟି କରିଥିଲା ।

ମାତ୍ର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏକ ଭି-ଡି-ଓ ସାମ୍ନାକୁ ଆସିଛି । ସେଥିରି ଅଶ୍ଵିନୀ କହୁଛନ୍ତି ଯେ, ମୁଁ ସଂପୂର୍ଣ୍ଣ ଭାବରେ ଠିକ ଅଛି ମାତ୍ର ମୋର ଟିକିଏ ମାଇନର ଅ-ପ୍ରେ-ସ-ନ ହୋଇଥିଲା । ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ଠିକ ଅଛି । ଆପଣ ମାନେ ୟୁଟୁବ ରେ ଯେଉଁଭଳି ଭାବରେ ଦର୍ଶାଇଛନ୍ତି ଯେ ଭଳି ଏତେ ସାଂ-ଘା-ତି-କ ଅଥବା ସି-ଭି-ୟ-ର ଦେହ ଖରାପ ମୋର ହୋଇନାହିଁ ।

ତାଙ୍କ ବନ୍ଧୁ କହିଲେ ଯେ, ଏହିଭଳି ଯେଉଁ ମି-ଛ ଖବର ଚାଲିଛି ଚାରିଆଡେ, ମାତ୍ର ଆପଣ ମାନେ ଭଲ ଭାବରେ ଦେଖନ୍ତୁ କ୍ୟାମେରା ମାଧ୍ୟମରେ ଲାଇଭ ରେ ଯେ ଅଶ୍ଵିନୀ ସଂପୂର୍ଣ୍ଣ ରୂପେ ଠିକ ଅଛନ୍ତି । ଅଶ୍ଵନୀ କହିଲେ ଯେ ମୋର ଦେହ ଅବଶ୍ୟ ଖରାପ ହୋଇଥିଲା ଏକ ଛୋଟିଆ ଅପରେସନ ମୋର ହୋଇଥିଲା କିନ୍ତୁ ବର୍ତ୍ତମାନ ୪ ରୁ ୫ ଦିନ ଟିକିଏ ଭଲସେ ଆରାମ ନେଲା ପରେ ମୁଁ ପୁଣିଥରେ ଫି-ଟ ହେଇ ଦୌଡିବି ।

ଅଶ୍ଵିନୀ ଏହି ବାର୍ତ୍ତା ନିଜ ଫ୍ୟାନ୍ସ ମାନଙ୍କୁ ଲାଇଭ କରି ଜଣାଉଥିବା ବେଳେ ତାଙ୍କ ପାଖରେ ତାଙ୍କର କିଛି ଘନିଷ୍ଠ ବନ୍ଧୁ ତଥା ତାଙ୍କ ପ୍ରେମିକା ପ୍ରେରଣା ଉପସ୍ଥିତ ଥିଲେ । ପ୍ରେରଣା ମଧ୍ୟ କହିଛନ୍ତି ଯେ ଅଶ୍ଵିନୀ ବର୍ତ୍ତମାନ ସଠିକ ଅଛନ୍ତି ଏଣୁ ଦୟାକରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ଏଭଳି ଏତେ ଗୁରୁତ୍ଵର ବନାନ୍ତୁ ନାହିଁ ।

ପ୍ରେରଣା କହିଲେ ଯେ ଅଯଥା ରେ ଏଭଳି ଫେକ ଖବର ଆଦୌ ବନାନ୍ତୁ ନାହିଁ । ଆପଣଙ୍କୁ ପ୍ରେରଣା ଏବଂ ଅଶ୍ଵିନୀ ଙ୍କ ଯୋଡି କିଭଳି ଲାଗେ ? ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *