ଆବାସ ଯୋଜନାରେ ନାମ କଟିଥିଲେ ମଧ୍ୟ ଆପଣଙ୍କୁ ମିଳିବ ଘର, ଜାଣନ୍ତୁ ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ଲୋକଙ୍କର ନିଜ ପାଇଁ ଏକ ସ୍ଵତନ୍ତ୍ର ବାସଗୃହର ଆବଶ୍ୟକତା ରହିଥାଏ । କାରଣ ମନୁଷ୍ୟର ୩ ଟି ଅତି ଦରକାରୀ ଜିନିଷ ହେଉଛି । ଖାଦ୍ୟ, ବସ୍ତ୍ର ଓ ବାସଗୃହ । ତେବେ ବାସ ଗୃହ ସମସ୍ତଙ୍କ ପାଇଁ ଦରକାର ପଡିଥାଏ । ଯେଉଁଠାରେ କି ବ୍ୟକ୍ତି ତା’ ର ସଂପୂର୍ଣ୍ଣ ପରିବାର ବର୍ଗଙ୍କ ସହିତ ସୁରକ୍ଷିତ ଭାବରେ ବସବାସ କରିପାରିବ । ତେବେ ଅନେକ କିଛି ଗରିବ ଲୋକ ମାନେ ଅଛନ୍ତି । ଯେଉଁ ମାନେ ଘର ଖଣ୍ଡେ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସେଥିପାଇଁ ସେମାନଙ୍କ ବାସଗୃହର ସୁବିଧା ପାଇଁ ସରକାର ତାଙ୍କ ମାନଙ୍କ ପାଇଁ ବାସଗୃହର ସୁବିଧା ଯୋଜନା କରିଛନ୍ତି । ଯାହା ଦ୍ଵାରା ସେହି ଆବାସ ଯୋଜନା ମାଧ୍ୟମରେ ପ୍ରତ୍ଯେକଟି ନିରାଶାୟୀ ଲୋକ ନିଜ ପାଇଁ ଖଣ୍ଡେ ଖଣ୍ଡେ ଘର ନିର୍ମାଣ କରିପାରିବେ । ତେବେ ବହୁତ ଲୋକଙ୍କର ମନରେ ପ୍ରଶ୍ନ ରହିଥିଲା । ଏହା କି ଯେ ଆବାସ ଯୋଜନା ପାଇଁ ବହୁତ ଲୋକ ଆବେଦନ କରିଥିଲେ ।

ତେବେ ସବୁ ପ୍ରକାର ସୂଚନା ମଧ୍ୟ ନିଆ ଯାଇ କେଉଁ ମାନେ ବାସଗୃହ ପାଇବାର ସଠିକ ହିତାଧିକାରୀ ସେମାନଙ୍କୁ ମଧ୍ୟ ଚୟନ କରଯାଇଥିଲା । ତେବେ ଏହି ଆବାସ ମାଧ୍ୟମରେ ବାସଗୃହର ସୁବିଧା ବହୁତ ଶୀଘ୍ର ମିଳିବା ପାଇଁ ଯାଉଛି । ତେବେ ବିଜେପିର ଦଳର ପୃଥ୍ବୀ ହରି ଚନ୍ଦନଙ୍କର ଏକ ବିଜେପି ସଭାରେ ବହୁତ ବଡ ମନ୍ତବ୍ୟ ଦେଇଛନ୍ତି । ଯାହାକି ଆବାସ ଯୋଜନାରେ ଅଧିକାରୀ ମାନଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର ଅଟେ । କାରଣ ବହୁତ ଶୀଘ୍ର ସେମାନଙ୍କର ଆଶା ପୂରଣ ହେବା ପାଇଁ ଯାଉଛି ।

କାରଣ ଆବାସ ଯୋଜନାରେ ବହୁ ନୀତି ଦୁର୍ନୀତି ମଧ୍ୟରେ ଆବାସ ମିଳିବା ପାଇଁ ଲୋକ ମାନଙ୍କୁ ବିଳମ୍ବର ସାମ୍ନା କରିବାକୁ ପଡୁଥିଲା । ତେବେ କେନ୍ଦ୍ର ସରକାର ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବହୁତ ବଡ ଗୁରୁ ଦାୟିତ୍ଵ ଦେଇଛନ୍ତି । ଯାହା କି ଆସନ୍ତା ଡିସେମ୍ବର ମାସରେ ଆବାସ ଯୋଜନା ପାଇଁ ଆବେଦନ କରିଥିବା ସବୁ ହିତଧାରୀଙ୍କ ଲିଷ୍ଟରେ ପ୍ରତି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ ।

ଯାହା ଦ୍ଵାରା ଯେତେ ଶୀଘ୍ର କାଗଜ ପତ୍ରର ଲିଷ୍ଟରେ ଆବାସ ପାଇବା ପାଇଁ ଯୋଗ୍ୟ ହିତଧାରୀଙ୍କର ନାମ ଉଠିବ । ସେତେ ଶୀଘ୍ର ଲୋକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଯୋଜନା ମାଧ୍ୟମରେ ଗୃହ ସୁବିଧା ପାଇପାଇରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *