ପାଠ ନ ପଢେଇ ମ୍ଯାଡାମ ଫୋନରେ ଗପୁଛନ୍ତି, ଦିନ 2 ଟା ରେ ସ୍କୁଲ ଆସୁଛନ୍ତି, ପଚାରିବାରୁ ଦେଖାଉଛନ୍ତି ନାଲି ଆଖି ଆଉ କହୁଛନ୍ତି ହୁ ଆର ୟୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମ୍ୟାଡାମ୍ କ୍ଳାସରେ ପାଠ ନ ପଢାଇ ଏଠାକୁ ଆସି ଫୋନରେ ଗପନ୍ତି । ତେବେ ଏପରି କିଛି ଖବର ଶୁଣିବାକୁ ମିଳିଛି । ସ୍କୁଲର ଦିଦି ଠିକ ସମୟରେ ପାଠ ପଢଉନାହାନ୍ତି । ସ୍କୁଲକୁ ଠିକ ସମୟରେ ମଧ୍ୟ ଆସୁନାହାନ୍ତି । ତେବେ ଏପରି କିଛି ସୂଚନା ଫାଇଲ ପରେ ମିଡିଆ ଯେତେବେଳେ ସେହି ସ୍କୁଲ ମ୍ଯାଡାମଙ୍କର ମତ ପଚାରିବାକୁ ଯାଇଥିଲେ । ତେବେ ମ୍ଯାଡାମ ନିଜର ଭୁଲକୁ ଲୁଚାଇବା ପାଇଁ ଯାଇ କହୁଛନ୍ତି ଆପଣ ମୋତେ ଏହି ବିଷୟରେ ପ୍ରଶ୍ନ ପଚାରିବାକୁ କିଏ ?

ଆପଣଙ୍କୁ ମୁଁ ଜବାବ ଦେବାକୁ ପ୍ରାୟଜନ ମଏ କରୁନାହିଁ । ଆପଣଙ୍କର ମୋର ହେଡ ଅର୍ଥୋରୀଟି ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ହେବି । ତେବେ ସ୍କୁଲ ପିଲାଙ୍କର ଦିଦିଙ୍କର ନାମରେ ଅଭିଯୋଗ ରହୁଛି । ଦିଦି ଦିନ 2 ଟାରେ ସ୍କୁଲକୁ ଆସୁଛନ୍ତି । ସ୍କୁଲର କ୍ଳାସକୁ ଆସି ପିଲାଙ୍କୁ ମଧ୍ୟ ଠିକ ଭାବରେ ପଢଉନାହାନ୍ତି । କ୍ଳାସରୁମ୍ ରେ ପାଠ ନ ପଢାଇ ଫୋନରେ ଗପୁଛନ୍ତି ।

ତେବେ ଏହି ସବୁ ପ୍ରଶ୍ନର ଜବାବ ସ୍କୁଲ ଦିଦିଙ୍କୁ ପଚାରିବାରୁ ଦିଦି ଏହି ସବୁ କଥାକୁ ଠୁଳେ ମଧ୍ୟ ମାନିବାକୁ ରାଜି ହେଉନାହାନ୍ତି । ତେବେ ଦିଦିଙ୍କର କହିବା ଅନୁଯାଇ ଯଦି ମୁଁ ଠିକ ସମୟରେ ଆସି ଠିକ ସମୟରେ ସ୍କୁଲରୁ ଯାଉନାହିଁ । ତେବେ ଏହାର ରେକର୍ଡ ଆପଣଙ୍କର ପାଖରେ ଅଛିକି ଯଦି ନାହିଁ ତେବେ ସମସ୍ତେ ମୋ ନାମରେ ମିଛ ଅଭିଯୋଗ ଲଗାଉଛନ୍ତି । କ୍ଳାସ ରୁମ୍ କୁ ଆସି ମୁଁ ଫୋନରେ ଗପେନାହିଁ । ପିଲାଙ୍କୁ ପଢାଇବାକୁ ବହି ମାଗିବାରୁ ପିଲା ବହି ଆଣିନଥିବାରୁ ପାଠ ପଢାରେ ଅସୁବିଧା ହେଲା ।

ଯେଉଁଥି ପାଇଁ ପାଠ ପଢାଇ ହୋଇପାରିଲା ନାହିଁ । ତେବେ ମୁଁ ଜେନ ବିଜ୍ଞାନ ଶିକ୍ଷୟିତ୍ରୀ । ହେଲେ ମୁଁ ଇଂରାଜୀ ପଢାଇବାକୁ ବହି ମାଗିଥିଲି ପିଲା ବହି ଆଣିନଥିଲେ । ବିଜ୍ଞାନ ପଢିବାକୁ ବହି ମାଗିଲି ହେଲେ ପିଲା କିଛି ବହି ଖାତା ନେଇକି ଆସିନଥିଲେ । ସେଥିପାଇଁ ଆଜି କେବଳ ପଢା ହୋଇପାରିନଥିଲେ । ତେବେ ସ୍କୁଲ ଶିକ୍ଷୟିତ୍ରୀଙ୍କର ନାମରେ ପିଲା ତଥା ତାଙ୍କର ପ୍ଯାରେଣ୍ଟସଙ୍କର ମଧ୍ୟ ପାଠ ଅବହେଳାକୁ ନେଇ ଅଭିଯୋଗ ରହୁଛି ।

ହେଲେ ସ୍କୁଲ ଶିକ୍ଷୟିତ୍ରୀ ଏହାକୁ ମାନୁନାହନ୍ତି । ଟା’ ଉପରେ ସମସ୍ତଙ୍କୁ ନାଲି ଆଖି ଦେଖାଇ ସମସ୍ତଙ୍କର ପାଟି ଚୁପ କରିବା ସହିତ ତୁମେମାନେ କିଏ ସବୁ ମୋତେ ପ୍ରଶ୍ନ ପଚାରିବାକୁ କହି ଧମକ ମଧ୍ୟ ଦେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *